ନିଜର ଅଜବ ହଟ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ Kiara Advani ଙ୍କୁ ହେବାକୁ ପଡିଲା ବେଜିତ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀ ମାନେ ସବୁବେଳେ କୌଣସି ନା କୌଣସି କାରଣ ହେତୁ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ବହୁତ ଅଧିକ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି କିଆରା ଆଡଭାନୀ । ଏହି କିଛି ଦିନ ହେବ କିଆରାଙ୍କ ନୂଆ ଫିଲ୍ମ ‘ଇନ୍ଦୁ କି ଜବାନି’ର ଟ୍ରେଲର ଲଞ୍ଚ ହୋଇଥିଲା ।

ଦର୍ଶକ ମାନେ ଏହି ଟ୍ରେଲରକୁ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ବନ୍ଧୁଗଣ ଏହା ବ୍ଯତୀତ କିଆରା ଓ ବଲିଉଡ ଅଭିନେତା ବରୁନ ଧବନଙ୍କର ଏକ ନୂଆ ଫିଲ୍ମ ଆସିବାର ଅଛି । ବନ୍ଧୁଗଣ ଏହି ଫିଲ୍ମର ନାମ ହେଉଛି ‘ଯୁଗ ଯୁଗ ଜିଓ’ । ବନ୍ଧୁଗଣ ଏହି କିଛି ଦିନ ହେବ କିଆରାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଫଟୋ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ କିଆରା ନିଜ ଡ୍ରେସ ପାଇଁ ବହୁତ ଅଧିକ ଚର୍ଚାରେ ରୁହନ୍ତି । ଏହି କିଛି ମାସ ପୂର୍ବରୁ କିଆରାଙ୍କର ବିନା ଡ୍ରେସ ର କିଛି ଫଟୋ ଭାଇରାଲ ହୋଇଥିଲା, ସେହି ଫଟୋରେ କିଆରା ନିଜ ଶରୀରକୁ ଏକ ପତ୍ର ଦ୍ଵାରା ଢାଙ୍କି ଦେଇଥିଲେ । ବନ୍ଧୁଗଣ ଏହି ଫଟୋ ପାଇଁ କିଆରା ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ହୋଇଥିଲେ । ହେଲେ କିଆରାଙ୍କୁ ଏହି ଟ୍ରୋଲିଙ୍ଗର କୌଣସି ଫରକ ପଡିଲା ନାହିଁ, କିଆରା ମିଡିଆ ସାମ୍ନାରେ କହିଦେଲେ ‘ମୋ ଇଛା ମୁ ଡ୍ରେସରେ ଫଟୋ ସୁଟ କରେ ବା ବିନା ଡ୍ରେସରେ’ ।


୨. ଫିଲ୍ମ ‘କବୀର ସିଂହ’ର ପ୍ରମୋଶନ ପାର୍ଟିରେ କିଆରାଙ୍କ ଡ୍ରେସକୁ ବହୁତ ଅଧିକ ଟ୍ରୋଲ କରାଯାଇଥିଲା । ଅଧିକାଂଶ ଲୋକମାନେ କହିଥିଲେ କିଆରା ନିଜ ଘରର ପୋଛା ପିନ୍ଧି ଆସିଯାଇଛନ୍ତି । ସେହି ସମୟରେ ମଧ୍ୟ କିଆରା ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ଥିଲେ ।


୩. ବନ୍ଧୁଗଣ ଏହା ବ୍ଯତୀତ ଫିଲ୍ମ ‘କବୀର ସିଂହ’ର ପ୍ରମୋଶନ ଇଭେଣ୍ଟ ସମୟରେ କିଆରା ଏକ ଡ୍ରେସ ପିନ୍ଧି ଆସିଥିଲେ, ସେହି ଡ୍ରେସ ପାଇଁ କିଆରା ଲଜ୍ଜିତ ହୋଇଥିଲେ । କିଆର ଏକ ନୀଳ ରଙ୍ଗର ବଟନ ଡ୍ରେସ ପିନ୍ଧି ଆସିଥିଲେ ହେଲେ ସେହି ଡ୍ରେସଟି ଅଳ୍ପ ସମୟ ପାଇଁ ଉଡି ଯାଇଥିଲା, ଯାହା ଫଳରେ କିଆରାଙ୍କୁ ସେହି ସମୟରେ ଲଜ୍ଜିତ ହେବାକୁ ପଡିଥିଲା ।


ବନ୍ଧୁଗଣ କିଆରା ନିଜର ସମସ୍ତ ଫଟୋ ସୁଟରେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଲାଇମ ଲାଇଟରେ ରୁହନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋକୁ ବହୁତ ମାତ୍ରାରେ ଭାଇରାଲ କରାଯାଇଥାଏ । ହେଲେ କିଆରାଙ୍କୁ ଯେତେ ଟ୍ରୋଲ କରିଲେ ମଧ୍ୟ ତାଙ୍କର କୌଣସି ଫରକ ପଡିନଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *