ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାହାଜ୍ଯ ନାମରେ ପବ୍ଲିସିଟି ପାଇଁ ଏଠି ପ୍ରହସନ ଚାଲିଛି । ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଭଲ ନଥିବା ସମୟରେ ତାଙ୍କୁ ଅନେକ ଲୋକ ହୃଦୟରୁ କିଛି କିଛି ଆର୍ଥିକ ସାହାଜ୍ଯ ସହଯୋଗ କରିବାକୁ ହାତ ବଢାଇଦେଇଥିଲେ । ଜଣେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାଇ କିଛି ଲୋକ ଅଛନ୍ତି ଯେଉଁ ମାନେ ପିନ୍ଟୁ ଭାଇଙ୍କ ସ୍ଵାସ୍ଥ ଭଲ ହୋଇଯିବା ପାଇଁ ଠାକୁରଙ୍କର ନିକଟରେ ପ୍ରାଥନା କରୁଛନ୍ତି ।
ଏହା ସହିତ କିଛି କିଛି ଆର୍ଥିକ ସାହାଜ୍ଯ ମଧ୍ୟ କରୁଛନ୍ତି । ତେବେ ଯେଉଁ ଦିନ ମୁଁ ପିନ୍ଟୁ ଭାଇଙ୍କୁ ଦେଖା କରିବାକୁ ଯାଇଥିଲି । ସେଠାକୁ ସୁତାଂଶୁ ନାମକ ଜଣେ ଫିଲ୍ମ ପ୍ରଯୋଜକ ମଧ୍ୟ ପିନ୍ଟୁ ଭାଇଙ୍କୁ 10, 000 ଟଙ୍କାର ଚେକ ଦେଇ ସାହାଜ୍ଯ କରିବାକୁ ଆସିଥିଲା । ହେଲେ ପ୍ରଯୋଜକ ଓ ଅଭିନେତା ବବି ମିଶ୍ରଙ୍କ ମଧ୍ୟରେ କିଛି ସମୟ ପାଇଁ କିଛି ବାର୍ତ୍ତାଳାପ ଚାଲିଥିଲା । ତାପରେ ପ୍ରଯୋଜକ ଜଣଙ୍କ 10, 000 ଟଙ୍କା ବଦଳରେ 50, 000 ଟଙ୍କା ଦେବାକୁ ମଧ୍ୟ ରାଜି ହୋଇଥିଲା ।
ତାପରେ ପ୍ରଯୋଜକ ଜଣଙ୍କ ଚେକ ଦେଇକି ଯିବା ପର ଦିନ ବବି ଭାଇ ମୋତେ ଫୋନ କରିକି କହୁଛନ୍ତି । ପ୍ରଯୋଜକ ଦେଇଥିବା 50, 000 ଟଙ୍କାର ଚେକଟି ବାଉନସ ଦେଖଉଛି । ତାପରେ ମୁ ଯେତେବେଳେ ସେହି ପ୍ରଯୋଜକକୁ ଫୋନ କରିଥିଲି । ସେତେବେଳେ ପ୍ରଯୋଜକ ଜଣଙ୍କ କହିଥିଲେ । ଲୋକମାନେ 1000, 2000 ଟଙ୍କା ଦେଉଛନ୍ତି ତାଙ୍କର ସଙ୍ଗେ ସଙ୍ଗେ ମିଡିଆରେ ବାହାରି ଯାଉଛି ।
ମୁଁ ୨ ଦିନ ହେଲାଣି 50, 000 ଟଙ୍କା ଦେଇକି ଆସିଲିଣି ହେଲେ ମୋର ଆଜି ଯାକେ ମିଡିଆରେ ବହାରିନି । ମୁଁ ସେହି ରାଗରେ ଚେକଟି ବାଉନ୍ସ କରିଦେଇଛି । ତେବେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାଇ ପିନ୍ଟୁ ଭାଇଙ୍କ ସ୍ଵାସ୍ଥ ଖରାପ ଥିବା ସମୟରେ ପିନ୍ଟୁ ଭାଇ କହିଥିଲେ । ମୋ ପାଇଁ ସମସ୍ତ ଓଡିଶାବାସୀ ଠାକୁରଙ୍କ ନିକଟରେ ମୋ ସ୍ଵାସ୍ଥ ଭଲ ହୋଇଯିବା ପାଇଁ ପ୍ରାଥନା କର ।
ଏହା ସହିତ ନିଜ ଶକ୍ଷ ଅନୁସାରେ ଯଦି ସମ୍ଭବ କିଛି ସାହାଜ୍ଯ ସହଯୋଗ ମଧ୍ୟ କର । ହେଲେ ଏପରି କିଛି ଲୋକ ଅଛନ୍ତି । ଯେଉଁ ମାନେ ସାହାଜ୍ଯ କରିବା ନାମରେ ଲୋକପବ୍ଲିସିଟି ପାଇ ବାହା ବାହା ନେବାକୁ ଦେଖେଇ ହୋଇ ସାହାଜ୍ଯ କରୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ