ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ । ଏହି ସବୁ ଓଡିଆ ଢଗର ପ୍ରଶ୍ନ ଉତ୍ତର ଆମ ସମସ୍ତଙ୍କ ପାଇଁ ପାଇଁ ଗୁରୁତ୍ଵପୂର୍ଣ୍ଣ । ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁ ଆବଶ୍ୟକତା ରହିଥାଏ । ଅନେକ ଲୋକଙ୍କୁ ଏହି ଦୁନିଆ ସହ ଜଡିତ ସମସ୍ତ ଜିଜ୍ଞାସା ଜାଣିବାର ଇଛା ଥାଏ ସେଥିପାଇଁ ସେମାନେ ଜୀବନ ସାରା ଜ୍ଞାନ ଆହରଣ କରିଥାନ୍ତି । କୌଣସି ସରକାରୀ ଚାକିରି ହେଉ ବା ବେସରକାରୀ ସମସ୍ତ କ୍ଷେତ୍ରରେ ଜ୍ଞାନର ବିଶେଷ ମହତ୍ଵ ରହିଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ । ଏହି ଓଡିଆ ଢଗରେ ଆପଣ ମାନେ ଅନେକ ଭିନ୍ନ ଭିନ୍ନ ପ୍ରଶ୍ନ ଓ ଉତ୍ତର ପାଇବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।
୧. ”ଅଂଶୁମାନ” ନାମର ଅର୍ଥ କଣ ?
ଉତ୍ତର- ସୂର୍ଯ୍ୟ
୨. ଆଖିର କେଉଁ ଭାଗଟି ରଙ୍ଗୀନ ଅଟେ ?
ଉତ୍ତର- ଆଇରିସ
୩. ହର୍ଷ ବର୍ଦ୍ଧନ, କନିଷ୍କ, ଅଶୋକ ଏବଂ ପୁଷ୍ୟମିତ୍ରଙ୍କ ମଧ୍ୟରୁ କେଉଁ ଶାସକ ବୌଦ୍ଧ ଧର୍ମର ସମର୍ଥକ ନଥିଲେ ?
ଉତ୍ତର- ପୁଷ୍ୟମିତ୍ର

୪. ‘ୟୁନାଇଟେଡ ନେସନସ’ ଟର୍ମ ଗଠନ କରିବାର ଶ୍ରେୟ କେଉଁ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଦିଆଯାଏ ?
ଉତ୍ତର- ଫ୍ରାଙ୍କଲିନ ଡି ରୋସଭେଲ୍ଟ
୫. ହିନ୍ଦୀ କାହାଣୀ ‘ଦୋ ବେଲୋ କି କଥା’ର ଲେଖକ କିଏ ?
ଉତ୍ତର- ମୁନସି ପ୍ରେମଚାନ୍ଦ
୬. ଭୂମି ଉପରେ କିମ୍ବା ପାଣି ତଳେ ଅବସ୍ଥିତ ପୃଥିବୀର ସବୁଠାରି ଲମ୍ବା ପର୍ବତ ଶୃଙ୍ଖଳା କେଉଁଠି ?
ଉତ୍ତର- ମଧ୍ୟ ମାହାସାଗର ପର୍ବତମାଳା

୭. ୱାର୍ଲ୍ଡ ଟେଷ୍ଟ ଚାମ୍ପିୟାନସିପ ୨୦୨୧ ଫାଇନାଲ ମ୍ୟାଚ କେଉଁ ଦୁଇ ଦେଶ ମଧ୍ୟରେ ଖେଳା ଯାଇଥିଲା ?
ଉତ୍ତର- ଭାରତ-ନ୍ୟୁଜଲାଣ୍ଡ
୮. ପୌରାଣିକ ମାନ୍ୟତା ଅନୁସାରେ କେଉଁଠି ଦେବତା ମାନଙ୍କ ପ୍ରିୟ ପାନୀୟ ଥିଲା ?
ଉତ୍ତର- ସୋମରସ
୯. ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ରାଜା ହରିଶଚନ୍ଦ୍ରଙ୍କ ଜନ୍ମ କେଉଁ ଯୁଗରେ ହୋଇଥିଲା ?
ଉତ୍ତର- ସତ୍ୟଯୁଗ
୧୦. ଭାରତୀୟ ସେନା ନିକଟ ଅତୀତରେ ଜାମୁ କାଶ୍ମୀରର ଗୁଲମର୍ଗ ଠାରେ ଅବସ୍ଥିତ ଏକ ସୈନ୍ୟ ଫାଇରିଙ୍ଗ ରେଞ୍ଜର ନାମ କେଉଁ ଭାରତୀୟ ଅଭିନେତ୍ରୀଙ୍କ ନାମରେ ରଖିଥିଲା ?
ଉତ୍ତର- ବିଦ୍ୟା ବାଲନ

୧୧. ରାଜକୀୟ ଜାହାଜ ‘ଗଞ୍ଜ ଏ ସବାଇ’ କେଉଁ ଭାରତୀୟ ଶାସକଙ୍କ ସମ୍ପତ୍ତି ଥିଲା ଯାହାକୁ ବ୍ରିଟିଶ ସାମୁଦ୍ରି ଡାକୁ ହେନରି ଏଭରି ଲୁଟିଆ ନେଇଥିଲା ?
ଉତ୍ତର- ଔରଙ୍ଗଜେବ
୧୨. ଗୋଟିଏ ଲୋକ ପାଖରେ ୫୦ ଟଙ୍କା ଥିଲା ପ୍ରଥମେ ସେ ୨୦ ଟଙ୍କା ଖର୍ଚ୍ଚ କଲା ତା ପାଖରେ ଆଉ ୩୦ ଟଙ୍କା ବଲିଳା, ତା ପରେ ସେ ୧୫ ଟଙ୍କା ଖର୍ଚ୍ଚ କଲା ତା ପାଖରେ ୧୫ ଟଙ୍କା ରହିଲା, ତା ପରେ ସେ ୯ ଟଙ୍କା ଖର୍ଚ୍ଚ କଲା ଆଉ ତା ପାଖରେ ୬ ଟଙ୍କା ରହିଲା, ତା ପରେ ସେ ୬ ଟଙ୍କା ଖର୍ଚ୍ଚ କଲା ଆଉ ଠାଆ ପାଖରେ କିଛି ନଥିଲା । ଏଠାରେ ଆମେ ଖର୍ଚ୍ଚ ଟଙ୍କା ଯୋଗ କଲେ ୫୦ ଟଙ୍କା ହେଉଛି କିନ୍ତୁ ଯାହା ବଳିଥିଲା ତାକୁ ଯୋଗ କଲେ ୫୧ ଟଙ୍କା ହେଉଛି ?
ଉତ୍ତର- ଖର୍ଚ୍ଚ ହେବା ସହିତ ବଳିବାର କୌଣସି ସମ୍ପର୍କ ନାହିଁ ।

