କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ? ଏହା ସହିତ ପଢନ୍ତୁ 20 Gk Questions & Answers

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧- ସଂସାରର ସବୁଠାରୁ ବଡ କଇଁଛ କେଉଁଠାରେ ଦେଖିବାକୁ ମିଳେ ?

ଉତ୍ତର- ଅଷ୍ଟ୍ରେଲିଆ ।

୨- କେଉଁ ଜୀବ ର ହୃଦୟ ୧ ମିନିଟ ରେ ୯ ଥର ଧଡକି ଥାଏ ?

ଉତ୍ତର- ବ୍ଲୁ ବ୍ୱେଲ୍ଲ ମାଛ ର ।

୩- ଏଭଳି କେଉଁ ପଶୁ ଅଛି ଯିଏ କି ଜୋତା ପିନ୍ଧି ଶୋଇଥାଏ ?

ଉତ୍ତର- ଘୋଡା ନିଜ ନାଲ କୁ ପିନ୍ଧି ଶୋଇଥାଏ ।

୪- ଏଭଳି କେଉଁ ଫୁଲ ରହିଅଛି ଯାହାର ଓଜନ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର- ଋପ୍ଲେସିୟା ।

୫- ଏଭଳି କେଉଁ ପକ୍ଷୀ ଅଛି ଯିଏ କେବେ ବସା ବନାଇ ନଥାଏ ?

ଉତ୍ତର- କୋଇଲି ।

୬- ଚିନୀର ସନ୍ଧାନ କେଉଁ ଦେଶ କରିଥିଲା ?

ଉତ୍ତର- ଭାରତ ରେ ।

୭- ମଶା ମାନଙ୍କୁ ସବୁଠାରୁ ଅଧିକ କେଉଁ ରଙ୍ଗ ପସନ୍ଦ ହୋଇଥାଏ ?

ଉତ୍ତର- ନୀଳ ରଙ୍ଗ ।

୮- ଭାରତ ର ଯେଉଁ ଦେଶ ରେ ଲୋକେ ସାପ ର ତେଲ ର ଭଜା ବନାଇ ଥାନ୍ତି ?

ଉତ୍ତର- ଶିକ୍କମ ରାଜ୍ୟ ର ମେରା ଗାଁ ର ଲୋକେ ।

୯- ଶୁଦ୍ଧ ଜଳର ପିଏଚ ନାମ କେତେ ଅଟେ ?

ଉତ୍ତର- ୭ ।

୧୦- ପତ୍ରର ରଙ୍ଗ ହଳଦୀଆ କେଉଁ କାରଣ ବଶତ ହୋଇଥାଏ ?

ଉତ୍ତର- କେରୋଟିନ କାରଣରୁ ।

୧୧- କାଚର ହଳଦୀଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?

ଉତ୍ତର- ଫେରିକ ଅକ୍ସାଇଡ କାରଣରୁ ।

୧୨-  ଗାନ୍ଧୀ ଜି ଙ୍କ ନାମ ପୂର୍ବରୁ ମହାତ୍ମା ଗାନ୍ଧୀ ଯେବେ ଯୋଡା ହୋଇଥିଲା ?

ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ ।

୧୩- ଭାରତର ଯେଉଁ ରାଜ୍ୟ ରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର- ତାମିଲନାଢୁ ରେ ।

୧୪- କେଉଁ ଦେଶ ର ଲୋକେ ସାପ ଖାଇଥାନ୍ତି ?

ଉତ୍ତର- ଚୀନ ର ଲୋକେ ।

୧୫- କେଉଁ ଫୁଲ ୧୨ ବର୍ଷରେ ଠାରେ ଫୁଟିଥାଏ ?

ଉତ୍ତର- ନୀଳକୁଳଞ୍ଜି ।

୧୬- ବିଶ୍ଵ ଆକାଶରୁ ବିଜୁଳି ସବୁଠାରୁ ଅଧିକ କେଉଁଠାରେ ପଡିଥାଏ ?

ଉତ୍ତର- ଆଫ୍ରିକା ରେ ।

୧୭- ଭାରତର କେଉଁ ରାଜ୍ୟରେ ଇଂରାଜୀ ଭାଷା ପ୍ରଚଳିତ ଅଛି ?

ଉତ୍ତର- ନାଗାଲାଣ୍ଡ ରେ ।

୧୮- ଫୁଟବଲ ରେ କେଉଁ ଗ୍ୟାସ ଭରାଯାଇଥାଏ ?

ଉତ୍ତର- ହାଇଡ୍ରୋଜେନ ଗ୍ୟାସ ।

୧୯- ମାନବ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର- କାନ ରେ ।

୨୦. କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ?
ଉତ୍ତର – ମେଣ୍ଡୁକ ଗଛ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *