ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ଦିନ ହେବ ସାପର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆମ ହିନ୍ଦୁ ଧର୍ମ ଗ୍ରନ୍ଥ ଓ ପୁରାଣରେ ସାପର ବହୁତ ଧାର୍ମିକ ମାନ୍ୟତା ରହିଛି କାରଣ ସାପକୁ ଭଗବାନ ଶିବଙ୍କ ପ୍ରତୀକ କୁହାଯାଏ ।
ଆଗ କାଳରେ ଲୋକମାନେ ସାପକୁ ପୂଜା କରୁଥିଲେ ଖାସ କରି ନାଗ ସାପକୁ ଲୋକମାନେ ପୂଜା କରନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନର ସମୟରେ କେତେକ ଲୋକ ସାପ ଦେଖି ବହୁତ ଭୟବିତ ହୋଇଯାଉଛନ୍ତି ଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ସାପକୁ ମା-ରି ଦେଉଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-ରେ ଏକ ଚନ୍ଦ୍ର ନାଗ ସାପ ଏପରି ଗର୍ଜନ କରୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁ ଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଘଟଣାଟି ଘଟିଛି ଓଡିଶାରେ । ଓଡିଶାର ଏକ ବ୍ୟକ୍ତିଙ୍କ ଘରେ ଏକ ଚନ୍ଦ୍ର ନାଗ ସାପ ପାଖା ପାଖି ଏକ ମାସ ପର୍ଯ୍ୟନ୍ତ ରହୁଥିଲା । ସାପଟି କଣ ଖାଇ ରହୁଥିଲା ତାହା ବିଷୟରେ ପରିବାର ଲୋକ ଜାଣି ନାହାନ୍ତି ।
ଯେତେ ବେଳେ ପରିବାର ଲୋକ ସାପ ବିଷୟରେ ଜାଣିଥିଲେ ସେତେବେଳେ ସେ ତୁରନ୍ତ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ଓ କିଛି ସମୟ ପରେ ସେହି ଘରକୁ ଏକ ସାପ ଧରାଳି ଆସିଥିଲେ । ସାପ ଧରାଳି ଜଣକ ଯେତେବେଳେ ସେହି ସାପଟିକୁ ଘରୁ ବାହାର କରିଲେ ସେତେବେଳେ ସାପଟି ବହୁତ ଭୟଙ୍କର ଗର୍ଜନ ଦେଇଥିଲା । ସେହି ସ୍ଥାନରେ ଥିବା ଲୋକମାନେ ସାପ ଗର୍ଜନ ଶୁଣି ଭୟବିତ ହୋଇଗଲେ । ବନ୍ଧୁଗଣ ସାପଟି ବହୁତ କ୍ରୋ-ଧ-ରେ ଥିଲା ବୋଲି ସାପ ଧରାଳି ଜଣକ କହିଛନ୍ତି ।
ସାପଟିକୁ ଧରିବା ସମୟରେ ବହୁତ ଥର ସାପଟି ସେହି ସାପ ଧରାଳି ଜଣକଙ୍କୁ ଚୋ-ଟ ମା-ରି-ବା-କୁ ଚେଷ୍ଟା କରିଥିଲା । ହେଲେ ସାପ ଧରାଳି ଜଣକ ସଫଳତା ପୂର୍ବକ ସେହି ଚନ୍ଦ୍ର ନାଗଟିକୁ ଧରି ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।