ନମସ୍କାର ବନ୍ଧୁଗଣ ପୋଲିସ କୁ ନେଇ ସମସ୍ତ ଙ୍କ ମନରେ ଅଲଗା ଅଲଗା ବିଚାର ଏବଂ ଭାବନା ରହିଛି । କିଏ ପୋଲିସ କୁ ବହୁତ ଭଲ କୁହେ ତ କିଏ ପୋଲିସ କୁ ଖରାପ । ତେବେ ପୋଲିସଙ୍କ ଜନତା ଙ୍କ ସେବା ହିଁ ତାଙ୍କ ର କାମ ଥାଏ କିନ୍ତୁ ବେଳେବେଳେ କିଛି ବରଦି ପିନ୍ଧା ପୋଲିସ କିଛି ଏଭଳି କାର୍ଯ୍ୟ କରି ଯାଆନ୍ତି ଯାହା ଦ୍ୱାରା ସବୁ ପୋଲିସ ଉପରେ ଦାଗ ଲାଗି ଯାଏ । ତେବେ ସବୁ ପୋଲିସ ଏପରି ନଥାନ୍ତି । ପୋଲିସ ର କର୍ତ୍ତବ୍ୟ ଥାଏ ଜନତା ଙ୍କ ସେବା କରିବା ସେମାନଙ୍କ ର ସବୁ ଦୁଃଖ ସୁଖ କୁ ବୁଝିବା ତାଙ୍କୁ ସାହାଯ୍ୟ କରିବା ।
କିନ୍ତୁ କେବଳ ଦୁଇ ତିନି ଜଣ ପୋଲିସ ନିଜର କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଏବଂ ତାଙ୍କ ଖରାପ କାର୍ଯ୍ୟ ଯୋଗୁଁ ଆମେ ସମ୍ପୂର୍ଣ୍ଣ ପୋଲିସ ଡିପାର୍ଟମେଣ୍ଟ କୁ ଦୋ-ଷ ଦେଇ ପାରିବା ନାହିଁ ତେବେ ପୋଲିସ ମାନଂକୁ ମଧ୍ୟ ନିଜ ଜୀଵନ ରେ କିଛି ଅଜବ ଲୋକଙ୍କ ସହ ସାମ୍ନା ହେବାକୁ ପଡ଼ିଥାଏ ଯାହାକି କିଛି କ୍ୟାମେରା ରେ ରେକର୍ଡ ମଧ୍ୟ ହୋଇ ଯାଏ ତେବେ ଆସନ୍ତୁ ସେହି ଭଳି କିଛି ଭିଡିଓ ସମ୍ପର୍କରେ ଆଲୋଚନା କରି ନେବା ।
୧- ପ୍ରଥମ ରେ ହେଉଛି ଆମ ଦେଶ ରେ ଗାଡି ଚଳାଇବାର ମଧ୍ୟ ଗୋଟିଏ ବୟସ ସୀମା ରହିଥାଏ ୧୮ ବର୍ଷ ରୁ ଉର୍ଦ୍ଧ୍ବ ବୟସ ଥିବା ପିଲାମାନେ ହିଁ ଗାଡି ଚଳାଇ ପାରିବେ କିନ୍ତୁ ପାକିସ୍ତାନ ର ଏକ ସ୍ଥାନରେ ପୋଲିସ ଏକ ଗାଡି କୁ ଅଟକାଇ ସେ ଗାଡି ର ଡ୍ରାଇଭର କୁ ଗି-ର-ଫ କରିଥିଲା । ତେବେ କାରଣ ଥିଲା ସେ ଡ୍ରାଇଭର ର ବୟସ ହେଉଛି ମାତ୍ର ୧୨ ବର୍ଷ ଏବଂ ସେ ଫୁଣି ବହୁତ ଲୋକ ଙ୍କୁ ନେଇ ଗାଡି ଚଳାଉ ଥିଲା ତେଣୁ ପୋଲିସ ତାକୁ ହେଫାଜତ ରେ ନେଇଗଲା ।
୨- ଦ୍ଵିତୀୟ ଭି-ଡି-ଓ ରେ କିଛି ଆପସି ଝ-ଗ-ଡା କିମ୍ବା ମ-ତା-ନ୍ତର ପାଇଁ ଜଣେ ମହିଳା ନିଜ ସ୍ୱାମୀ ର ଗାଡି କୁ ଅଟକାଇ ଗାଳି ଗୁଲଜ କରିବା ସହ ଗାଡି ଉପରେ ଚଢ଼ି କାଚ କୁ ଚ-ପ-ଲ ରେ ଜୋ-ର ଜୋ-ର ରେ ମା-ରି-ବା-କୁ ମଧ୍ୟ ଲାଗିଲା କିନ୍ତୁ ସେହି ଠାରେ ଉପସ୍ଥିତ ଟ୍ରାଫିକ ପୋଲିସ ମାନେ ସେ ମହିଳା ଙ୍କୁ ଅଟକାଇବା ବଦଳରେ ଅନ୍ୟ ଗାଡି କୁ ଯିବା ପାଇଁ ରାସ୍ତା ଦେଖାଉଥିଲେ ।
୩- ତୃତୀୟ ରେ ହେଉଛି ଦିଲ୍ଲୀ ର ଦୁଇଜଣ କପଲ ଚେକ ପୋଷ୍ଟ ରେ ଖସି ଯିବା ପାଇଁ ପ୍ରୟାସ କରୁଥିଲେ ଏବଂ ସେତେବେଳେ ଜଣେ ଟ୍ରାଫିକ ପୋଲିସ ସେହି ଗାଡିର ବୋନୋଟ ଉପରେ ଚଢ଼ି ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରୁଥିଲେ ତେବେ ସେହି ପୋଲିସ ଅଫିସର ନିଜର କର୍ତ୍ତବ୍ୟ ଆଗରେ ନିଜର ଜୀଵନ କୁ ମଧ୍ୟ ବାଜି ଲଗାଇ ଦେଇଥିଲେ ।
୪- ଚତୁର୍ଥ ରେ ଜଣେ ଲୋକ କୋଭିଡ ନିୟମ କୁ ଉ-ଲଂ-ଘ-ନ କରିଥିବାରୁ ତାକୁ ପୋଲିସ ଗି-ର-ଫ କରି ଦେଇଥିଲେ କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ପୋଲିସ ମାନଙ୍କ ଆଗରେ ହାତ ଯୋଡ଼ି କହିଲା ଯଦି ପୋଲିସ ତାକୁ ଛାଡ଼ିଦେବେ ତେବେ ସେ ତାଙ୍କ ଆଗରେ ନୃତ୍ୟ କରିବ ତେବେ ପୋଲିସ ର ହଁ କହିବା ମାତ୍ରେ ହିଁ ସେ ବ୍ୟକ୍ତି ଟି ନୃତ୍ୟ କରିବା ଆରମ୍ଭ କରି ଦେଇଥିଲା ତେବେ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଭା-ଇ-ରା-ଲ ମଧ୍ୟ ହୋଇଥିଲା ।
୫- ପଞ୍ଚମ ରେ ହେଉଛି ପେଟ୍ରୋଲ ଦର ବଢିବା ଯୋଗୁଁ ଓଡ଼ିଶାରେ ଷ୍ଟ୍ରାଇକ କରାଯାଇ ଥିଲା ସେହି ସମୟରେ କୌଣସି ଗାଡି ଯିବା ଆସିବା କରି ପାରିବ ନାହିଁ ତେବେ ସେହି ସମୟରେ ଜଣେ ମହିଳା କିଛି କାର୍ଯ୍ୟ ପାଇଁ ନିଜ ସ୍କୁଟି ରେ ଯାଉଥିବା ସମୟରେ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ ଏବଂ ଗାଡି କୁ ମା-ରି-ଥି-ଲେ ମଧ୍ୟ କିନ୍ତୁ ସେଠାରେ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିଛି କରି ନଥିଲା । ତେବେ ଏହା କେତେଦୂର ଠିକ ଆପଣ ନିଜର ମତାମତ ଜଣାନ୍ତୁ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।