Jyotish Shastra- ଏବେ 21 ବର୍ଷ ପର୍ଯ୍ୟନ୍ତ ଏହି ୧ ରାଶି ଉପରେ ରହିବ ଶନିଦେଵଙ୍କ କୃପା ଓ ହେବ ଧନବର୍ଷା, କଣ ଏହି ଭାଗ୍ୟଶାଳୀ ରାଶି ଆପଣଙ୍କର ନୁହେଁ ତ ?

ବନ୍ଧୁଗଣ ଆମ ଶାସ୍ତ୍ର ଅନୁସାରେ ବାର ଟି ରାଶି ଓ ନଅ ଗ୍ରହ ଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସବୁ ରାଶି ଓ ଗ୍ରହ ର ପ୍ରଭାବ ଆମ ଜୀବନ ରେ ନିରନ୍ତର ପଡିଥାଏ। ଯେମିତି ଗ୍ରହ ମାନେ ନିଜର ଚଳନ ବଦଳାନ୍ତି ସେମିତି ଏହାର ପ୍ରଭାବ ଆମ ଜୀବନରେ ପଡିଥାଏ। ଗ୍ରହ ମାନଙ୍କ ମଧ୍ୟ ରେ ସବୁଠୁ ବଡ଼ ଓ ସବୁଠୁ ଶକ୍ତିଶାଳୀ ଗ୍ରହ ଭଗବାନ ଶନିଙ୍କୁ କୁହାଯାଏ । ଶନିଦେଵଙ୍କୁ ନ୍ୟାୟ ର ଦେବତା ମଧ୍ୟ କୁହାଯାଏ। କିନ୍ତୁ ସବୁଠୁ ସେ ନିଜର କ୍ରୋଧ ପାଇଁ ପରିଚିତ। ଯାହା ଉପର ଶନିଦେଵ ଙ୍କ କୃପା ହୋଇଯାଏ ସେ ଭାଗ୍ୟଶାଳୀ ହୋଇଯାଏ ଏବଂ ଯାହା ଉପରେ ସେ କ୍ରୋଧିତ ହୋଇଯାଆନ୍ତି ଯଦି ସେ ରାଜା ଥାଏ ତେବେ ତାକୁ ଦାଣ୍ଡ ର ଭିକାରୀ ମଧ୍ୟ କରିଦେଇଥାନ୍ତି।

ଶାସ୍ତ୍ର ରେ ଶନିଦେଵ ଙ୍କ ଉପରେ ଏମିତି ଅନେକ କଥା କୁହାଯାଇଛି ଯାହାକୁ ଯଦି ଆମେ ଠିକ ଭାବରେ ପାଳନ କରିଥାଉ ତେବେ ତାହା ଆମ ପାଇଁ ଖୁବ ଲାଭଦାୟକ। ପ୍ରଥମ କଥା ହେଲା ଯଦି କେବେ ବି ଭଗବାନ ଶନିଦେଵ ଙ୍କ ଦର୍ଶନ କରିବାକୁ ଯାଆନ୍ତି ତେବେ କେବେବି ତାଙ୍କ ଆଖିରେ ଆଖି ମିଶେଇ ଦର୍ଶନ କରିବା ନାହିଁ।

ସର୍ବଦା ତାଙ୍କ ଚରଣ ର ଦର୍ଶନ କରିବା ଉଚିତ। ଯେତିକି ସେ କ୍ରୁର ସେତିକି ସେ ଶୁଭ ବୋଲି ମଧ୍ୟ ମାନିଥାଉ। ସେ ନିଜର ଭକ୍ତ ଉପରେ କୃପା ବହୁତ ଅଧିକ ବର୍ଷେଇ ଥାନ୍ତି। ସେ ନିଜର ଭକ୍ତ ମାନଙ୍କ ସମସ୍ତ ମନୋକାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି। ଏବଂ ଯିଏ ଅସତ୍ୟ ପଥ ରେ ଯାଇଁ କୁକର୍ମ କରିଥାଏ ତେବେ ତାକୁ ଭଗବାନ ଶନିଦେଵ ଉଚିତ ଦଣ୍ଡ ମଧ୍ୟ ଦେଇ ଦଣ୍ଡିତ କରିଥାନ୍ତି।

ଆଜିଠୁ ଆସନ୍ତା ତେତିଶ ବର୍ଷ ପର୍ଯ୍ୟନ୍ତ ଭଗବାନ ଶନିଦେଵ ଗୋଟିଏ ରାଶି ଉପରେ ତାଙ୍କ କୃପା ବର୍ଷେଇବେ। ଏବଂ ଏହି ରାଶି ଏବେ ସବୁବେଳେ ଖୁସି ଓ ଆନଂଦ ରେ ରହିବେ। ଏହି ରାଶି ର ବ୍ୟକ୍ତି ଙ୍କ ଜୀଵନ ରେ ବହୁତ ପରିବର୍ତ୍ତନ ମଧ୍ୟ ଆସିବ। ସେହି ରାଶି ହେଉଛି ତୁଳା ରାଶି। ଆସନ୍ତା ତେତିଶ ବର୍ଷ ପର୍ଯ୍ୟନ୍ତ ତୁଳା ରାଶି ର ବ୍ୟକ୍ତି ଙ୍କ ଉପରେ ଭଗବାନ ଶନିଦେଵ ଙ୍କ ଅସୀମ କୃପା ରହିବ ଏବଂ ନିଜର ସବୁ କ୍ଷେତ୍ରରେ ସେ ଉନ୍ନତି କରିବେ।

ବ୍ୟବସାୟ ରେ ଅଗ୍ରସର ହେବେ। ଏବଂ ପାଠ ପଢା କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଏବଂ ଯଦି କିଛି ବାଦ ବିବାଦ ଆସେ ତେବେ ତାଠାରୁ ଦୂରରେ ରହିବା ଆବଶ୍ୟକ ଅଟେ। ଏବଂ ଶନିବାର ଦିନ ଶନିଦେଵ ଙ୍କ ଦର୍ଶନ କରିବା ଦ୍ୱାରା ସମସ୍ତ ଅସୁବିଧାରୁ ମୁକ୍ତ ହୋଇପାରିବେ। ଏବଂ ଏହି ରାଶି ର ବ୍ୟକ୍ତି ମାନେ ଖୁବ ଭାଗ୍ୟଶାଳୀ ହେବେ।

ଶନିଦେଵ ଙ୍କ ଅସୀମ କୃପା ଯୋଗୁଁ ତୁଳା ରାଶି ର ବ୍ୟକ୍ତି ମାନେ ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ। ଏବଂ ପଦୋନ୍ନତି ମଧ୍ୟ ହେଇପାରିବ। ସବୁବେଳେ ଘରେ ଖୁସି ର ମାହୋଲ ରହିବ ଏବଂ ଆପଣଙ୍କ ପରିବାର ମଧ୍ୟ ସର୍ବଦା ଖୁସି ଓ ପ୍ରସନ୍ନ ରେ ରହିବେ ଏବଂ ଏହା କେବଳ ଭଗବାନ ଶନିଦେଵ ଙ୍କ ଅସୀମ କୃପା ଯୋଗୁଁ ହିଁ ସମ୍ଭବ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *