ଦେଖନ୍ତୁ Video: ପଜିଟିଭ ଓ ନେଗେଟିଭ ର ଏହି ଖେଳରେ ଛନ୍ଦି ହେଇ ଯାଇଛନ୍ତି ଯୁବକ, ସେ କଣ କହୁଛନ୍ତି ଥରେ ଶୁଣନ୍ତୁ, ଆପଣଙ୍କ ନିଦ ହଜିଯିବ

ନମସ୍କାର ବନ୍ଧୁଗଣ ଦେଶ ରେ ଆଜି କାଲି କରୋନା ମହାମାରୀ ଚାରିଆଡେ ଆ-ତ-ଙ୍କ ଖେଳାଇ ରହିଛି । ସମସ୍ତେ ଏହି ମହାମାରୀ ଠାରୁ ଭୟବିତ ହୋଇ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତେ ଘରେ ରହୁଛନ୍ତି ।

ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । କିଛି ଜରୁରୀ କାର୍ଯ୍ୟ ଆସିଲେ ହିଁ ଘରୁ ବାହାର କୁ ଯାଆନ୍ତୁ ଏବଂ ବାହାରକୁ ଗଲେ ମୁହଁ ରେ ମାସ୍କ ପିନ୍ଧନ୍ତୁ ଏବଂ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏଵଂ ଖାଇବା ପୂର୍ବରୁ ହାତକୁ ୨ ମିନିଟ ପର୍ଯ୍ୟନ୍ତ ଭଲ ରେ ଧୋଇ ଦିଅନ୍ତୁ । କାରଣ ଏହି ମହାମାରୀ ଅନେକ ଜୀଵନ ନେଇ ସାରିଲାଣି ।

ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟି ସେ କାହାକୁ ଛାଡୁ ନାହିଁ । ତେଣୁ ନିଜେ ସତର୍କତା ଅବଲମ୍ବନ କରି ନିଜେ ହିଁ ସୁରକ୍ଷିତ ରହି ପାରିବା।ତେବେ ଏହି କରୋନା କାଳ ରେ ମଧ୍ୟ କିଛି ଲୋକ ନିଜର ଦାୟିତ୍ୱ କୁ ଠିକ ଭାବରେ ବୁଝୁ ନାହାନ୍ତି କିମ୍ବା ନିଭାଉ ନାହାନ୍ତି ମଧ୍ୟ । ତେବେ ଟେଷ୍ଟ ରିପୋର୍ଟ ରେ ଅନେକ ଗଡ଼ବଡ଼ ମଧ୍ୟ ହୋଇ ଯାଉଛି । ତେବେ ଏହି ଭଳି ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ବିସ୍ତାର ରେ ସେହି ଖବର ସମ୍ବନ୍ଧରେ।

କଟକ ଜିଲ୍ଲା ସୁମିଧା ଗାଁ ରେ ୨୧ ତାରିଖ ରେ ଜଣେ ଗର୍ଭବତୀ ମହିଳା ଙ୍କର କୋଭିଡ ପରୀକ୍ଷା କରାଗଲା । ଗାଁ କୁ ଆସୁଥିବା ସ୍ୱାସ୍ଥ୍ୟ କ୍ରମୀ ୨୬ ବର୍ଷୀୟ ମହିଳା ଜ୍ୟୋସ୍ନା ମୁଦୁଲି ଙ୍କ ର କରୋନା ପରୀକ୍ଷା ପରେ ରିପୋର୍ଟ ପଜେଟିଭ ଅଛି ବୋଲି ତାଙ୍କ ସ୍ୱାମୀ ଙ୍କୁ କହିଥିଲେ । ତେବେ ପଜିଟିଭ ଶୁଣି ଗାଁ ର ଲୋକମାନେ ତାଙ୍କ ଠାରୁ ଦୂରେଇ ଗଲେ ଏବଂ ଟେଷ୍ଟ ର ରିପୋର୍ଟ ଉପରେ ସନ୍ଦେହ ହେବା ପରେ ସେ ଫୁଣି ନିଆଁଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରୀକ୍ଷା କରାଇ ଥିଲେ ।

ତେବେ ମୋବାଇଲ କୁ ମେସେଜ ଆସିଲା କି ସେ ପଜିଟିଭ ଅଛନ୍ତି କିନ୍ତୁ ସେହି ଦିନ ସନ୍ଧ୍ୟା୫ ଟା ରେ ମହିଳା ଙ୍କ ସ୍ୱାମୀ ଗୋପାଳ ମୁଦୁଲି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ରିପୋର୍ଟ ଆଣିବା ପରେ ରିପୋର୍ଟ ନେଗେଟିଭ ଥିଲା । ତେବେ ବର୍ତ୍ତମାନ ସେମାନେ ଦ୍ଵନ୍ଦ ରେ ପଡିଛନ୍ତି ଜ୍ୟୋସ୍ନା ଏବଂ ତାଙ୍କ ସ୍ୱାମୀ । କେଉଁ ରିପୋର୍ଟ ସତ ଏବଂ ସେମାନେ କାହା ଉପରେ ବିଶ୍ୱାସ କରିବେ ସେ ସ-ମ୍ବ-ନ୍ଧ-ରେ ସେମାନେ ଜାଣି ପାରୁ ନାହାଁନ୍ତି ।

ତେବେ ଏହି ଭଳି ରିପୋର୍ଟ କୁ ନେଇ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଗୋପାଳ ମୁଦୁଲି । ତେବେ ତାଙ୍କ କଥା ଅନୁସାରେ ରିପୋର୍ଟ ଭୁଲ ଭାଲ ହୋଇ ଥିବାରୁ ତାଙ୍କୁ ଗାଁ ରେ ବାସନ୍ଦ କରା ଯାଇଛି ସେମାନଙ୍କୁ ଖାଇବା ପିଇବା ରହିବା ଆଦି କାର୍ଯ୍ୟ ରେ ସେମାନଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡୁଛି।

ସେଥିରେ ଫୁଣି ମହିଳା ଜନକ ଗର୍ଭବତୀ ମଧ୍ୟ ଅଛନ୍ତି ତେଣୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ସେତେବେଳେ ଏହି ସବୁ ଅସୁବିଧା ର ସାମ୍ନା କରିବା ତାଙ୍କ ପାଇଁ ବହୁତ କଷ୍ଟ ଦାୟକ ତେଣୁ ସେମାନେ ଏହି ଭୁଲ ରିପୋର୍ଟ ଯୋଗୁଁ ଥାନା ରେ କେଶ କରିଛନ୍ତି। ତେବେ ଏହି ଭୟଙ୍କର ପରିସ୍ଥିତି ରେ ଏଭଳି ଅବହେଳା କରିବା ପ୍ରଶାସନ ପାଇଁ ବହୁତ ବଡ଼ ପ୍ରଶ୍ନ। ଏଥିରେ ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚୟ ଜନାନତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *