ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ଅଧିକ ବିଷଧର ସାପ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ସାପଟିର ନାମ ହେଉଛି କିଙ୍ଗ କୋବରା । ଏହି ସାପଟି ମଣିଷ ମାନଙ୍କ ପାଇଁ ଘାତକ ହୋଇଥାଏ । ଏହାର ରଙ୍ଗ କଳା ହେବା ସହ ଏହା ବହୁତ ଲମ୍ବ ବିଶିଷ୍ଠର ହୋଇଥାଏ ।
ଗତ କିଛି ସମୟ ହେବ କିଙ୍ଗ କୋବରା ସାପର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ସାପଟିର ଚର୍ଚା ବର୍ତ୍ତମାନ ସମସ୍ତ ଲୋକ କରୁଛନ୍ତି । ବନ୍ଧୁଗଣ ଓଡିଶାର ଏକ ସ୍ଥାନରେ ଏହି ସାପକୁ ଉଧାର କରାଯାଇଛି । ଉଧାର କରିବା ସମୟରେ ଏହାର ଭିଡିଓ କରଯାଇଥିଲା ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ଓଡିଶାର ଏକ ଗାଁରେ ଏହି ଘଟଣା ଘଟିଛି । କିଛି ଲୋକ ପ୍ରଥମେ ଏକ ବିଲ ବଣରେ ଏହି ସାପଟିକୁ ଦେଖି ଭୟବିତ ହୋଇଯାଇଥିଲେ । ଏହା ପରେ ଲୋକ ମାନେ ସାପଟିର କିଛି କ୍ଷତି ନକରି ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । ସୂଚନା ଦେବା ପରେ ତୁରନ୍ତ ସେହି ସ୍ଥାନକୁ ଏକ ସାପ ଧରାଳି ପହଞ୍ଚି ଥିଲେ । ବନ୍ଧୁଗଣ ସାପ ଧରାଳି ମଧ୍ୟ ସେହି କିଙ୍ଗ କୋବରାଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
କାରଣ ସାପଟି ବହୁତ ମୋଟା ଓ ଲମ୍ବା ଥିଲା । ଅନ୍ଧାର ଜଙ୍ଗଲରେ ସାପଟି ଅତି ଭୟଙ୍କର ଦେଖା ଯାଉଥିଲା । ସାପ ଧରାଳି ଜଣକ ଅତି ସାହାସକତାର ସହ ସାପଟିର ଲାଞ୍ଜ ଧରି ବଣରୁ ବାହାର କରିଥିଲେ ।ଯେତେବେଳେ ସାପଟିର ସଂପୂର୍ଣ୍ଣ ରୂପକୁ ଲୋକମାନେ ଦେଖିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏତେ ବଡ ଓ ମୋଟା ସାପ ବହୁତ କମ ଦେଖିବାକୁ ମିଳିଥାଏ ।
ସାପଟିର ଓଜନ ମଧ୍ୟ ବହୁତ ଅଧିକ ଥିଲା । କିଙ୍ଗ କୋବରା ସାପ ଯଦି କୌଣସି ମଣିଷକୁ ଚୋଟ ମାରିବ ତା ହେଲେ ସେହି ମଣିଷ ବାସ କିଛି ମିନିଟ ମଧ୍ୟରେ ନିଜ ପ୍ରାଣ ହରାଇବ । ଏହି ସାପକୁ ଦୁନିଆରେ ସବୁଠାରୁ ଅଧିକ ବିଷଧର ବୋଲି କୁହାଯାଏ । ହେଲେ ସାପ ଧରାଳି ଜଣକ ସଠିକ ଭାବରେ ସାପକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।