ଦୁଇଟି ବିବାହ ପରେ ମଧ୍ୟ ତିନି ନମ୍ବର ସ୍ଵାମୀକୁ ପାଇ ବହୁତ ଖୁସିରେ ଅଛନ୍ତି ଏହି ଅଭିନେତ୍ରୀ

ବନ୍ଧୁଗଣ ଫିଲ୍ମରେ ଡିଭୋର୍ସ ଓ ବ୍ରେକଅପ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି । ଏହି ସମୟରେ ଲୋକ ନିଜର ପସନ୍ଦର ଓ ସୁନ୍ଦର ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ଚାହୁଞ୍ଚନ୍ତି । ବନ୍ଧୁଗଣ । ସାଙ୍ଗମାନେ ବଲିଉଡ ହେଉ ବା ଅନ୍ୟ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରିରେ ହଟ ଓ ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତ ଏଥିରେ ଭାବିବାର କିଛି ଆବଶ୍ୟକ ନହିଁ । କାରଣ ଏହି ଇଣ୍ଡଷ୍ଟ୍ରିରେ ଏହିଭଳି ଅଭିନେତ୍ରୀ ଭରପୁର ଅଛନ୍ତି । ବନ୍ଧୁଗଣ ଆଜି ଏହି ଆର୍ଟିକିଲ ରେ ଏମିତି ଜଣେ ଅଭିନେତ୍ରୀଙ୍କୁ ସାମନାକୁ ଆଣିବାକୁ ଯାଉଛୁ ଯାହାଙ୍କ ପଛରେ ଅନେକ ରାଜନେତା ମଧ୍ୟ ଦିବାନା ଥିଲେ ଓ ଏହାଙ୍କୁ ଭେଟିବାର ଇଚ୍ଛା ସବୁ ରାଜନେତାଙ୍କୁ ଥିଲା ।

ବନ୍ଧୁଗଣ ଆମନା ସରିଫ ନାମରେ ଫେମସ ଏହି ଅଭିନେତ୍ରୀ ଏମିତିରେ ତ ବହୁତ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଯେବେ ଏହି ଅଭିନେତ୍ରୀ ମେକପରେ ଥାଆନ୍ତି ତେବେ ସେ ବହୁତ ସୁନ୍ଦର ଲାଗନ୍ତି । ଏହି ଅଭିନେତ୍ରୀ ବହୁତ ଟିଭି ସିରିୟଲରେ ବି କାମ କରିଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ଦର୍ଶକଙ୍କୁ ଟିଭି ର ସୋ ”କାଶୀ ତୋହରେ” ରେ କସିସ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ନିଜର ଦିବାନା ବନେଇଛନ୍ତି ।

 

ବନ୍ଧୁଗଣ ତାଙ୍କର ଏମିତି ଗୋଟେ ଫଟୋ ଦେଖିବାକୁ ମିଳିଥିଲା ସେ ହଳଦିଆ ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖା ଯାଉଥିଲେ । କିଛି ଦିନ ତଳେ ଖବର ଆସିଥିଲା କି, ସେ ବଲିଉଡର ଅଭିନେତା ରାଜୀବ ଖଣ୍ଡେଲୱାଲକୁ ଭଲ ପାଉଛନ୍ତି । ତାଙ୍କ ସହିତ ବହୁତ ଦିନରୁ ସେ ସମ୍ପର୍କରେ ଥିଲେ ଓ ଧୀରେ ଧୀରେ ଏହି ଯୋଡି ଏତେ ଶୀଘ୍ର ପାଖାପାଖି ହୋଇଗଲେ କି ବିବାହ କରିବାକୁ ସ୍ଥିର କରିନେଲେ । କିନ୍ତୁ କିଛି ଦିନ ପରେ ଦୁହେଁ ବ୍ରେକଅପ କରି ନେଲେ । ବ୍ରେକଅପ ହେବାର କିଛି ଦିନ ପରେ ଆଉ ଜଣଙ୍କୁ ଡେଟ କରି ବିବାହ କରି ନେଲେ । ଯାହାର ନାମ ଅଫତାବ ଥିଲା ।

କିନ୍ତୁ ଆଫତାବ ତାଙ୍କୁ ସୁଖ ଦେବାରେ ଅସଫଳ ହେଲେ ଓ ସେ ବହୁତ ଜଲ୍ଦି ଆଫତାବଙ୍କୁ ବି ଡିଭୋର୍ସ ଦେଇଦେଲେ । ଏବେ ଦୁଇଟି ବିବାହ ଅସଫଳ ହେବା ପରେ ସେ ଭିତରୁ ପୁରା ଭାଙ୍ଗି ପଡିଥିଲେ । ଶେଷରେ ସେ ହାର ମାନି ଫିଲ୍ମ ନିର୍ମାତା ଅମିତ କପୂର ଙ୍କୁ ବିବାହ କରିନେଲେ ଓ ଏବେ ସେ ଖୁସିରେ ଜୀବନ କାଟୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *