ଦୁଇ ଦିନ ପରେ ଲିଟର ପିଛା ୫୦ ଟଙ୍କା ଶସ୍ତା ହୋଇପାରେ ଖାଇବା ତେଲ (Cooking Oil)

ଦେଶରେ କରୋନା ପରିସ୍ଥିତି ବଢିବା ପରେ । ଅନେକ କିଛି ବଦଳି ଯାଇଥିଲା । କହିବା ପାଇଁ ଗଲେ ପ୍ରତେକ ଜିନିଷ ମହଙ୍ଗା ହୋଇ ଯାଇଥିଲା । ଯେତେବେଳେ କି ଦେଖିବବା ପାଇଁ ଗଲେ ପାରିବା ଓ ଖାଦ୍ଯ ପଦାର୍ଥ ର ଦୋକାନ ବନ୍ଦ ନଥିଲା ।

ଏହା ସତ୍ବେ ମଧ୍ୟ ଖାଦ୍ଯ ପେୟର ଦାନ ଖୁବ ବଢିବାରେ ଲାଗିଥିଲା । ତେବେ ସୂତ୍ରରୁ ଜଣା ପଡିଛି କି । ଏବେ ଖାଇବା ତେଲ ର ଦାନ ୫୦ ଟଙ୍କା କିମ୍ବା ୪୦ ଟଙ୍କା ଭଳି କମି ପାରେ । ଆପଣ ମାନେ ଯାଇଥିବେ କି ଯେତେ ବେଳେ  ମହାମାରୀ ବ୍ୟାପୀଥିଲା ସେତେବେଳେ ଆମେ ଦେଖିଥିଲୁ କି ଏହା ଖୁବ ଜୋର ସେ ନିଜ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା । ତେଣୁ କରି ସବୁ ଦେଶରେ କିଛି ନା କିଛି କାମ ବନ୍ଦ ହୋଇ ରହିଥିଲା  ।

ଯାହାର ପରିଣାମ ରେ ତେଲ ମହଙ୍ଗା ହୋଇଥିଲା ବୋଲି ଖାଦ୍ଯ ତେଲ ବ୍ୟବଶାୟୀ ମହାସଂଘ ର ସଭାପତି ଶଙ୍କର ଠକ୍କର କହିଥିଲେ । ତାଙ୍କ କଥା ଅନନୁସାରେ ୪୬% ବିଶୋଧିତ ତେଲ କୁ ଇନ୍ଧନ ରୂପେ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି । ଏହା ପୂର୍ବରୁ ଏହା ୧୩% ଯାଏ ସୀମିତ ଥିଲା । ତେବେ ଈଦ ଓ ଅନ୍ୟ କାରଣରୁ ଇଣ୍ଡୋନେସିଆ ରେ ଖୁବ କମ ତେଲ ଉତ୍ପାଦନ ହୋଇଥିଲା ।

କିଛି ଦେଶରେ ପାଣି ପାଗ ଠିକ ନଥିଲା । ତେବେ ଆମେରିକା ଏବେ ପୁଣି ନିସ୍ପତି ନେଇଛି କି ଇନ୍ଧନ ତେଲ ଓ ଅନ୍ଯାନ୍ଯ ଖାଇବ୍ବା ତେଲରେ କେତେ ପ୍ରତିଶତ ବିଶୋଧିତ ହାର ରହିବ । ଏହା ଛଡା ମାଲେସିଆ ଓ ଇଣ୍ଡୋନେସିଆ ରେ ମଧ୍ୟ ତେଲର ଉତ୍ପାଦନ ଖୁବ ଅଧିକ ମାତ୍ରାରେ ହୋଇଛି । ତେବେ ଏହା ଶସ୍ତା ହେବାର କାରଣ ଅଛି । ଏବେ ବଜାର କୁ ନୂଆ ସୋରିଷ ତେଲ ଆସିବା ପାଇଁ ଯାଉଛି ।

ଏହାକୁ ନେଇ ସ୍ଥାନୀୟ ତୈଳ ବ୍ୟବସାୟୀ ଲାଲା ଗିରି ଧାରି ଗୋୟାଲ କୁହନ୍ତି କି ଏହି ବର୍ଷ ୮୬ ଲକ୍ଷ ଟନ ସୋରିଷ ତେଲ ଉତ୍ପାଦନ କରା ଯାଇଛି । ଗତ ବର୍ଷ ଖୁବ ପରିମାଣରେ ଏହାର ଉତ୍ପାଦନ ହୋଇଥିଲା ତେଣୁ ବଜାରରେ ତେଲ ଦାନ ବଢିବାରେ ଲାଗିଥିଲା । ତେବେ ଆମେରିକା କହିବା ଅନୁସାରେ ଖାଇବା ତେଲରେ ହ୍ରାସ ଏବେ ଖୁବ ଜଲ୍ଦି ହହେବା ପାଇଁ ଯାଉଛି । ଗତ ଚାରି ଦିନ ତଳେ ୧୫% ହ୍ରାସ  ପାଇଥିଲା ଏହା । ଯଦି ସମ୍ଭବ ହେବ ଏହା ଆହୁରି ମଧ୍ୟ କମ ହୋଇ ପରେ ।

Leave a Reply

Your email address will not be published. Required fields are marked *