‘ନବୀନ ବାବୁଙ୍କ ସାଢେ଼ ଚାରି କୋଟି ପରିବାରରେ କଣ ଆମେ ନାହୁଁ, ଯେ ଯଦି ଆମ ଦାବି ନ ଶୁଣନ୍ତି ତେବେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡ୍ରାଇଭରଙ୍କ ୧୦ ଦଫା ଦାବୀରେ ଡ୍ରାଇଭରଙ୍କର ଦାବୀ ପୂରଣ ପାଇଁ ସରକାରଙ୍କର ଉଦ୍ଧେଶ୍ୟରେ ରାଜରାସ୍ତାରେ ଆନ୍ଦୋଳନ ! ଆମର ଦାବୀ ପୂରଣ ହେଉ ଆମର ଦାବୀ ପୂରଣ ହେଉ କହି କହି ଶାନ୍ତି ପୂର୍ଣ୍ଣ ଭାବରେ ଭୁବନେଶ୍ବର ତଥା ରାଜ୍ୟବ୍ୟାପୀ ଆନ୍ଦୋଳନ ବର୍ତ୍ତମାନ ସମୟରେ ବଳବତ୍ତର ରହିଅଛି । ତେବେ ଡ୍ରାଇଭର ମହାସଂଘ ତରଫରୁ ଯେଉଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଲାଗୁ କରାଯାଇଛି ।

 

ସେଥିରେ ବିଶେଷ କିଛି ଦାବୀ ପୂରଣ ପାଇଁ ଡ୍ରାଇଭରଙ୍କର ସରକାରଙ୍କର ନିକଟରେ ନିବେଦନ ରହିଛି । ତେବେ ଗତ କିଛି ବର୍ଷ ଧରି ଯେଉଁ ସବୁ ଦାବୀ ଡ୍ରାଇଭରଙ୍କ ସରକାରଙ୍କ ନିକଟରେ ରହିଥିଲା । ତାହାକୁ ସରକାର ସବୁ କିଛି ଶୁଣି ମଧ୍ୟ ଅଣଶୁଣା କାରିୟଦେଉଥିଲେ । ଡ୍ରାଇଭରଙ୍କର ଦାବୀକୁ ପୂରଣ କରିବାକୁ କୌଣସି ଉତ୍ତମ ପଦକ୍ଷେପ ମଧ୍ୟ ନେଉନଥିଲେ । ତେବେ ଏହାରି ଭିତରେ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସୁଚିଞ୍ଚିତ ଯୋଜନା କରି ଆନ୍ଦୋଳନ ଡକରା ଦିଆଯାଇଛି ।

ତେବେ ଏହାରି ମଧ୍ୟରେ ଡ୍ରାଇଭର ଭାଇଙ୍କ କହିବା ମୁତାବିକ ଯଦି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନର ପ୍ରଭାବ ସରକାରଙ୍କ ଉପରେ ପଡେ । ଏହା ସହିତ ସରକାର ଡ୍ରାଇଭରଙ୍କର ଦୁଃଖ ବୁଝୁ ତାଙ୍କର ଦାବୀକୁ ପୂରଣ କରନ୍ତି । ତେବେ ସବୁ କିଛି ପୁଣି ପୂର୍ବ ଭଳି ହୋଇବ । ଏହା ସହିତ ସୁରୁଖୁରୁରେ ଗାଡି ଚାଲିବ । ଯଦି ଦରକାର ଆମର ଦାବୀକୁ ଭଲରେ ଭଲରେ ପୂରଣ ନକଲେ । ତେବେ ଆନ୍ଦୋଳନ ଛଡା ଆଉ କଣ କଣ ସବୁ କରିହେବ ।

ତାହା ମଧ୍ୟ ବହୁତ ଭଲ ଭାବରେ ଆମ ଡ୍ରାଇଭର ମାନଙ୍କୁ ଜଣା ଅଛି । ଆଗାମୀ ଇଲେକ୍ସନ ସମୟରେ ସରକାରଙ୍କୁ ଜଣାଇଦେବୁ ଯେ ଆମେ କଣ । ତେବେ ଆନ୍ଦୋଳନକାରୀ ଡ୍ରାଇଭର ମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର କହିଛନ୍ତି । ଏହା କି ଯେ ଯଦି ମୁଁ ଗୋଟିଏ ଡ୍ରାଇଭର ମୋ ପରିବାରରୁ ୫ ଜଣ ସଦସ୍ୟ ଭୋଟ ପାଇଁ ଯୋଗ୍ୟ ।

ତେବେ ଆଉ ଯେଉଁ ସବୁ ଡ୍ରାଇଭର ଭାଇ ରହିଲେ ଆଉ ତାଙ୍କ ପରିବାରର କେତେ ଲୋକ ମଧ୍ୟ ଭୋଟ ଦେବା ପାଇଁ ଥିବେ । ତେବେ ସେମାନେ ଆଉ ସରକାରଙ୍କୁ ଭୋଟ ମଧ୍ୟ ଦେବେ ନାହିଁ । ଯଦି ସରକାର ଡ୍ରାଇଭରଙ୍କ ସୁବିଧା ନିମନ୍ତେ କିଛି ପଦକ୍ଷେପ ନେବେ ନାହିଁ । ତେବେ ଆମେ ମଧ୍ୟ ଏଭଳି ସରକାରଙ୍କୁ ଭୋଟ କଣ ପାଇଁ ଦେବୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *