ଦୋକାନ ସଟର ପକେଇ ଭିତରେ ଚାଲିଥିଲା ରାସଲୀଳା, ହଠାତ ପହଞ୍ଚିଲେ ଗାଁ ଲୋକ, ଆଉ ତା’ ପରେ…ଦେଖନ୍ତୁ ଭିଡିଓ

ଦେଶରେ କରୋନା ମହାମାରୀରେ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।

ବନ୍ଧୁଗଣ କରୋନା ମହାମାରୀର ସ୍ଥିତିକୁ ଦେଖି କେତେକ ରାଜ୍ୟରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଏକ ଭିଡିଓ ଗତ କିଛି ସମୟ ହେବ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓରେ ଏକ ମୋବାଇଲ ଦୋକାନ ମଧ୍ୟରେ ଚାଲିଥିଲା ଖରାପ କାମ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ଜବଲପୁରରେ ଥିବା ଏକ ମୋବାଇଲ ଦୋକାନରେ ଚାଲିଥିଲା ଖରାପ କାମ ।

କର୍ଫ୍ଯୁ ସମୟରେ ଦୋକାନ ସଟର ଭିତରେ ଚାଲିଥିଲା ଖରାପ କାମ । ବନ୍ଧୁଗଣ ଏହି ସ୍ଥାନରେ ଥିବା ଲୋକ ମାନଙ୍କୁ ଅନେକ ଦିନ ହେବ ସନ୍ଦେହ ଥିଲା ଯେ, ସେହି ମୋବାଇଲ ଦୋକାନ ଭିତରେ କିଛି ଖରାପ କାମ ହେଉଛି । ତେଣୁ ସ୍ଥାନୀୟ ଲୋକ ସୋମବାର ଦିନ ସତ କଣ ଜାଣିବା ପାଇଁ ଚେଷ୍ଟା କରିଥିଲେ ।

ସୋମବାର ଦିନ ଦୋକାନ ସଟର ଖୋଲିବା ମାତ୍ରେ ସାମ୍ନାକୁ ଆସିଥିଲା ନ-ଘ୍ନ ଚିତ୍ର । ସଟର ଭିତରେ ଆ-ପ-ତ୍ତି ଜନକ ଅବସ୍ଥାରେ ଧରା ପଡିଥିଲେ ଦୋକାନ ମାଲିକ ଓ ଜଣେ ଯୁବତୀ । ସମସ୍ତ ଲୋକ ସେହି ଘଟଣାର ଭିଡିଓ କରିଥିଲେ । ବନ୍ଧୁଗଣ ସରକାର ଲୋକ ମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲକଡାଉନ ଘୋଷଣା କରୁଛନ୍ତି ହେଲେ କିଛି ଲୋକେ ଏହି ପରି ଭାବରେ ନିୟମର ଉଲଂଘନ କରୁଛନ୍ତି ।

ସଟର ଭିତରୁ ଦୁଇଜଣଙ୍କୁ ଧରିବା ପରେ ଲୋକମାନେ ଦୋକାନ ମାଲିକକୁ ଦୋକାନ ବାହାରକୁ ଟାଣି ଆଣି ଥିଲେ । ଏହା ପରେ ଲୋକମାନେ ପୋ-ଲି-ସ-କୁ ଡାକି ସେହି ଘଟଣାର ଭିଡିଓ ଦେଖାଇଥିଲେ । ଏହା ପରେ ସେହି ଭିଡିଓଟି ଭାଇରାଲ ହୋଇଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ପୋ-ଲି-ସ ଦୋକାନ ମାଲିକ ଓ ଯୁବତୀଙ୍କୁ ଥା-ନା-କୁ ନେଇ ପଚରା ଉଚରା କରିଛି ।

ଯୁବତୀ ଜନକ କହିଛନ୍ତି, ମୁ ଫୋନ ରିଚାର୍ଜ କରିବା ପାଇଁ ଆସିଥିଲି । ଲୋକେ ସେହି ସମୟରେ କେଉଁ ଆଡୁ ପଶିଆସିଲେ । ମୋର ଦୋକାନ ମାଲିକଙ୍କ ସହ କୌଣସି ସମ୍ପର୍କ ନାହିଁ । ହେଲେ ବନ୍ଧୁଗଣ ଭିଡିଓରେ ଆଉ କିଛି ସତ ଆସୁଛି । ଏହା ହେଉଛି ଏକ ଲଜ୍ୟା ଜନକ ମାମଲା । ଏହି ଭଳି ଲୋକମାନେ ସର୍ବଦା ସୁଯୋଗରେ ରହିଥାନ୍ତି ।

ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *