ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୀ ସିନେମା ରେ ଏକ ନାମ ୯୦ ଦଶକ ରେ ବହୁତ ଚର୍ଚ୍ଚା ରେ ଥିଲା । ଏହି ନାମ କେବଳ ଇଣ୍ଡଷ୍ଟ୍ରୀ ରେ ହିଁ ନୁହେଁ ବରଂ ସମଗ୍ର ଦର୍ଶକ ମାନଙ୍କ ହୃଦୟ ରେ ଛାପ ପକାଇ ଥିଲା । ତେବେ ସେହି ନାମ ଟି ହେଉଛି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭାରତୀ ଙ୍କ । ଏହି ଅଭିନେତ୍ରୀ ଙ୍କ ଫିଲ୍ମୀ କ୍ୟାରିଅର ବହୁତ ଛୋଟ ଥିଲା । କିନ୍ତୁ ଏହି ଛୋଟ କ୍ୟାରିଅର ରେ ହିଁ ସେ ସଫଳତା ର ଶିର୍ଷ ସ୍ଥାନରେ ପହଂଚି ଥିଲେ । ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ୨୦ ଟି ଫିଲ୍ମ ରେ କାମ କରି ସାରିଥିଲେ ।
ଅଭିନେତ୍ରୀ ଦିବ୍ୟା ଭାରତୀ ଙ୍କ ଜନ୍ମ ୧୯୭୪ ୨୫ ଫେବୃଆରୀ ରେ ମୁମ୍ବାଇ ରେ ହୋଇଥିଲା । ବହୁତ ହି କମ ବୟସରେ ଏହି ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଖୁବ କମ ସମୟ ମଧ୍ୟରେ ଏହି ଅଭିନେତ୍ରୀ ଡ଼ାଇରେକ୍ଟର ଙ୍କ ପ୍ରିୟ ମଧ୍ୟ ହୋଇ ଯାଇଥିଲେ ।
ଦିବ୍ୟା ଭାରତୀ ଯେତେ ଶୀଘ୍ର ଫିଲ୍ମ ରେ ଅଭିନୟ କରିଥିଲେ, ଯେତେ ଶୀଘ୍ର ବିବାହ କରିଥିଲେ, ସେତେ ଶୀଘ୍ର ସେ ଦୁନିଆ ରୁ ମଧ୍ୟ ବିଦାୟ ନେଇଥିଲେ । ୫ ଏପ୍ରିଲ ୧୯୯୩ ମସିହାରେ ଏହି ଚୁଲବୁଲି ଅଭିନେତ୍ରୀ ଙ୍କ ମୃ-ତ୍ୟୁ ଘଟିଥିଲା । ତାଙ୍କର ମୃ-ତ୍ୟୁ ଖବର ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତାଙ୍କ ମୃ-ତ୍ୟୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହି ଯାଇଛି ।
କେହି କୁହନ୍ତି ତାଙ୍କ ମୃ-ତ୍ୟୁ ଏକ ଦୁ-ର୍ଘ-ଟ-ଣା ଥିଲା ତ କେହି କୁହନ୍ତି ଏହା ଆ-ତ୍ମ-ହ-ତ-ୟା ଅଥବା ଷ-ଡ଼-ଯ-ନ୍ତ୍ର । କେତେକ ମିଡିଆ ରିପୋର୍ଟ ଏହା ମଧ୍ୟ ଅଭିଯୋଗ କରିଥିଲେ ଦିବ୍ୟା ଭାରତୀ ଙ୍କ ମୃ-ତ୍ୟୁ ତାଙ୍କ ଆପାର୍ଟମେଂଟ ର ବିଲ୍ଡିଂ ରୁ ପଡ଼ିବା କାରଣରୁ ହୋଇଛି । ଏଥିପାଇଁ ସନ୍ଦେହ ଦୃଷ୍ଟି ରେ ଆସିଥିଲେ ତାଙ୍କ ପତି ସାଜିଦ ନଡ଼ିଆଦୱାଲ । ଅଭିନେତ୍ରୀ ଦିବ୍ୟା ଭାରତୀ ଏବଂ ସାଜିଦ ୧୯୯୨ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ ।
ଦିବ୍ୟା ଙ୍କ ମୃ-ତ୍ୟୁ କୁ ନେଇ ତାଙ୍କ ମାଆ କିଛି ରହସ୍ୟ ଖୋଲିଥିଲେ । ସେ ଜଣେ ସାକ୍ଷାତକାର ଙ୍କୁ କହିଥିଲେ ଏହି ଘଟଣା ଦିନ ଦିବ୍ୟା ର-ମ୍ ପିଇଥିଲେ । କିନ୍ତୁ ସେ ଡ୍ର-ଗ-ସ ନିଅନ୍ତି ନାହିଁ । କିନ୍ତୁ ଏହା ସତ୍ୟ ଯେ ସେ ସବୁବେଳେ ରାଗରେ ନିଜକୁ କ୍ଷତି ପହଂଚାଇ ଥାଆନ୍ତି ।
ଦିବ୍ୟା ଭାରତୀ ଙ୍କ ମାଆ ମିତା ଭାରତୀ ଏହା ମଧ୍ୟ କହିଥିଲେ ଯେ ମୃ-ତ୍ୟୁ ର କିଛି ଦିନ ପୂର୍ବରୁ ଦିବ୍ୟା ନିଜକୁ କ୍ଷ-ତି ପହଞ୍ଚାଉଥିଲେ । ଏମିତି କି ସେ ନିଜର ହାତ ମଧ୍ୟ କା-ଟି-ଦେ-ଇ ଥିଲେ ଏବଂ ସି-ଗା-ରେ-ଟ ରେ ନିଜ ହାତକୁ ଜ-ଳା-ଇ ମଧ୍ୟ ଦେଇଥିଲେ । ତାଙ୍କ ମାଆ ମିତା କହିଥିଲେ ଯେ ନିଜ ଝିଅ ଙ୍କ ମୃ-ତ୍ୟୁ ରେ ସେ ବହୁତ ବର୍ଷ ଏକୁଟିଆ ଏବଂ ଚିନ୍ତା ରେ କଟାଇଛନ୍ତି ।
ଅନ୍ୟ ପକ୍ଷ ରେ ସାଜିଦ ମଧ୍ୟ କହିଛନ୍ତି ଯେ ସେ ସର୍ବଦା ନିଜ ପର୍ସ ରେ ଦିବ୍ୟା ଙ୍କ ଫୋଟୋ ରଖନ୍ତି ଏବଂ ବର୍ତ୍ତମାନ ମଧ୍ୟ ତାଙ୍କ ଘରେ ଦିବ୍ୟା ଙ୍କ ସେହିଭଳି ସମ୍ମାନ ରହିଛି । ତାଙ୍କ ଛୁଆ ମଧ୍ୟ ଦିବ୍ୟା ଙ୍କୁ ବଡ଼ ମାଆ ର ସ୍ଥାନ ଦେଇଛନ୍ତି ଏବଂ ତାଙ୍କୁ ସେହି ନାଁ ରେ ହିଁ ଡାକନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ