ଦୀପାବଳି ଏହି ଏକ ବୃକ୍ଷକୁ ସ୍ପର୍ଶ ମାତ୍ରେ ଗରିବରୁ ହୋଇଯିବେ ଧନୀ ! ଚୁପଚାପ କାହାକୁ ନଜଣାଇ କରନ୍ତୁ ଏହି ଉପାୟ ! Diwali

ଆମ ହିନ୍ଦୁ ଧର୍ମ ଅନୁସାରେ ବୃକ୍ଷଲତାକୁ ଦେବୀ ଓ ଦେବତାର ରୂପ ବୋଲି ମନା ଯାଇଥାଏ । ସେଥିପାଇଁ ବୃକ୍ଷଲତାକୁ ଦେବତା ମାନି ଆମେ ତାହାର ପୂଜା ମଧ୍ୟ କରିଥାଉ । ବୃକ୍ଷ ଆମର ଅନେକ ଗୁଡିଏ ଉପକାର କରିଥାନ୍ତି । ବିଜ୍ଞାନରେ ମତ ବୃକ୍ଷକୁ ଶ୍ରେଷ୍ଟ ସ୍ଥାନର ଆକ୍ଷା ଦିଆଯାଇଛି । ଭଗବାନ ନାରାୟଣ ମଧ୍ୟ ବୃକ୍ଷଲତା ମାନଙ୍କୁ ବହୁତ ଭଲ ପାଆନ୍ତି । ତେବେ ସବୁ ବୃକ୍ଷ ମଧ୍ୟରୁ ଓସ୍ତ ବୃକ୍ଷକୁ ବହୁ ଶ୍ରେଷ୍ଟ ବୋଲି ବିବେଚିତ କରାଯାଇଥାଏ । ଏହି ବୃକ୍ଷକୁ ରାଧା ବୃକ୍ଷ ବୋଲି ମଧ୍ୟ କୁହାଯାଇଥାଏ ।

ଓସ୍ତ ଗଛର ଆୟୁଷ ଅନ୍ୟ ବୃକ୍ଷ ମାନଙ୍କ ଅପେକ୍ଷା ବହୁତ ଅଧିକ ଦିନ ହୋଇଥାଏ । ଶାସ୍ତ୍ରରେ ଏଭଳି କିଛି ଲେଖାଯାଇଛି । ଯେ ଓସ୍ତ ଗଛରେ ସ୍ଵୟଂ ନାରାୟଣ ବାସ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଯେ ଆଲୋକର ପର୍ବ ଦୀପାବଳୀରେ କେଉଁ ବୃଷକୁ ଛୁଇଁବା ଦ୍ଵାରା ବ୍ୟକ୍ତିର କିସମତ ଚମକି ଉଠିଥାଏ । ବ୍ୟକ୍ତିର ଭାଗ୍ୟର ତାଲା ଖୋଲିଜାଇଥାଏ । ହଁ ଆଜ୍ଞା ଓସ୍ତ ବୃକ୍ଷକୁ ଯଦି ଆପଣ ଦୀପାବଳି ଦିନ ସ୍ପର୍ଶ କରିଥାନ୍ତି ।

ତେବେ ଆପଣଙ୍କର ଅନେକ ପାପ କ୍ଷୟ ହୋଇଯାଇଥାଏ । ଆପଣଙ୍କର ଅନେକ ମଙ୍ଗଳ ମଧ୍ୟ ହୋଇଥାଏ । ଶରୀରରେ ରହିଥିବା ଅନେକ ରୋଗବ୍ୟାଧି ମଧ୍ୟ ସମାପ୍ତ ହୋଇଯାଇଥାଏ । ଏହି ବୃକ୍ଷ ବ୍ୟକ୍ତିର ଜୀବନରୁ ଅନେକ ଦୁଃଖ ଓ କଷ୍ଟକୁ ଦୂର କରି ଦେଇଥାଏ । ଦୀପାବଳୀ ଦିନ ନିଜ ସାଥିରେ ଗୋଟିଏ ଲବଙ୍ଗ ଓ ଗୋଟିଏ କର୍ପୁର ନେଇକି ଏକ ବୃକ୍ଷ ପାଖକୁ ଜାଆନ୍ତୁ । ସେହି ବୃକ୍ଷ ନିକଟରେ ଏହାକୁ ରଖି ତାହାକୁ ଜଳାଇ ଦିଅନ୍ତୁ ।

ସେହି ସମୟରେ ବୃକ୍ଷ ନିକଟରେ ନିଜର ସମସ୍ତ ଦୁଃଖ ଓ କଷ୍ଟ ମଧ୍ୟରେ ଜଣାନ୍ତୁ । ଏହାପରେ ସେହି ବୃକ୍ଷକୁ ନିଷ୍ଠାର ସହକାରେ ପୂଜା କରିବା ସହ ପ୍ରଣାମ ମଧ୍ୟ କରନ୍ତୁ । ତେବେ ସେହି ଚମତ୍କାରୀ ବୃକ୍ଷଟି ହେଉଛି ଓସ୍ତ ଗଛ । ଯେଉଁ ବୃକ୍ଷ ବିଷୟରେ ଆମେ ଆଗରୁ ମଧ୍ୟ ଆପଣଙ୍କୁ କହିଛୁ ।

ତେବେ ଏହି ବୃକ୍ଷ ନିକଟରେ ପୂଜା ଅର୍ଚନା କରି ନିଜର ସମସ୍ଯାର ବିଷୟରେ ଓସ୍ତ ବୃକ୍ଷକୁ ଜଣାଇବା ଦ୍ଵାରା ଏହି ବୃକ୍ଷ ଆପଣଙ୍କ ସମାସ୍ୟାର ସମାଧାନ କରିଥାଏ । ଆପଣଙ୍କର ଧନର ସମସ୍ଯା ମଧ୍ୟ ବହୁ ଶୀଘ୍ର ଦୂର ହୋଇଯାଇଥାଏ । ତେବେ ବନ୍ଧୁଗଣ ଦୀପାବଳୀ ଦିନ ହିଁ ଆପଣ ଏହି ଉପାୟକୁ କରି ଦେଖନ୍ତୁ ।

ଆପଣଙ୍କର ସବୁ ସମସ୍ଯା ଦୂର ହେବା ସହ ଆପଣ ଓ ଆପଣଙ୍କର ପରିବାରର ମଙ୍ଗଳ ମଧ୍ୟ ହେବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *