ଦିନେ ବୁଲି ବୁଲି Film Poster ଲଗାଉଥିବା ଏହି ଛୋଟ ପିଲା, ବଡ ହେଇ ହେଇଗଲା Bollywood ର ବଡ ସୁପରଷ୍ଟାର, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏଭଳି ଜଣେ ବଲିଉଡ ସୁପରଷ୍ଟାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ ଛୋଟବେଳେ ଦିନେ ପୋଷ୍ଟର ଲଗାଉଥିଲେ । କିନ୍ତୁ ବଡ଼ ହେବା ପରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ବଲିଉଡ ରେ କରିଥିଲେ । ତେବେ ସେହି ବଲିଉଡ ଅଭିନେତା ବା ସୁପରଷ୍ଟାର ହେଉଛନ୍ତି ବଲିଉଡ ର ଜଗଗୁ ଦାଦା ଅର୍ଥାତ ଜ୍ୟାକି ଶ୍ରଫ ।
ଜ୍ୟାକି ୧୯୫୮ ମସିହାରେ ଫେବୃଆରୀ ୨ ରେ ଦକ୍ଷିଣ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ।

ଜ୍ୟାକି ଙ୍କ ପିତା ଗୁଜୁରାଟୀ ଥିଲେ । କିନ୍ତୁ ତାଙ୍କ ମାଆ ଙ୍କ ମୂଳ ସ୍ଥାନ କାଜାଖସ୍ତନ । ତେବେ ଜ୍ୟାକି ଙ୍କ ଜୀଵନ ରେ କିଛି ଏଭଳି କଥା ରହିଛି ଯାହା କି ଅନ୍ୟ ମାନେ ଅଧିକ ଜାଣି ନଥିବେ । ତେବେ ଆସନ୍ତୁ ତାଙ୍କ ଜୀଵନ ର ସେହି କିଛି ଅଜଣା କଥା ବିଷୟ ରେ ଜାଣିନେବା ଆସନ୍ତୁ । ଜ୍ୟାକି ନିଜର ଏକ ଇଣ୍ଟରଭିଉ ରେ କହିଥିଲେ କି ସେ ଛୋଟ ବେଳେ ସେ ଫିଲ୍ମ ରିଲିଜ ର ଅପେକ୍ଷା କରିଥାନ୍ତି ଯାହା ଦ୍ୱାରା ସେ ସେହି ସିନେମା ର ପୋଷ୍ଟର କୁ ଲଗାଇ ପାରିବେ ଏବଂ କିଛି ପଇସା ରୋଜଗାର କରି ପାରିବେ ।

ତେବେ ସେ ଏହା ନିଜର ମଧ୍ୟହ୍ନ ଛୁଟି ରେ ଏହି କାର୍ଯ୍ୟ କରିଥାନ୍ତି । ତେବେ ଦିନେ ସେ ଏକ ଯାଗାରେ ଏହି ପୋଷ୍ଟର ଲଗାଇ ଛିଡା ହୋଇଥିଲେ ଠିକ ସେହି ସମୟରେ କେହି ଅଜ୍ଞାତ ବ୍ୟକ୍ତି ଆସି ତାଙ୍କୁ ନିଜର କାର୍ଯ୍ୟ ଏବଂ ଛିଡା ହେବାର କାରଣ ପଚାରି ଥିଲେ ଏବଂ ଜ୍ୟାକି ନିଜର କାର୍ଯ୍ୟ ବିଷୟରେ ମଧ୍ୟ କହି ଥିଲେ । ତେବେ ସେ ତାଙ୍କୁ କହିଥିଲେ କି ମାର୍କେଟିଂ ରେ ତାଂକର ଚିହ୍ନା ଅଛନ୍ତି ଏବଂ ମଡ଼ଲିଂ କରିବେ ଏବଂ ଫୋଟୋସୁଟ କରିବା ପାଇଁ କହିଥିଲେ ଏବଂ ଟଙ୍କା ମିଳିବ ବୋଲି ମଧ୍ୟ କହିଥିଲେ ।

ତେବେ ଏହା ପରେ ଜ୍ୟାକି ଫୋଟୋସୁଟ କରିଥିଲେ ଏବଂ ତାଙ୍କୁ ସାତ ହଜାର ଟଙ୍କା ମଧ୍ୟ ମିଳିଥିଲା । ତେବେ ଏହା ପରେ ଜ୍ୟାକି ଆକ୍ଟିଂ କ୍ଳାସ ଜଏନ କରିଲେ ଏବଂ ତାଙ୍କର ସେଠି ଦେବାନନ୍ଦ ଙ୍କ ପୁଅ ସୁନୀଲ ଆନନ୍ଦ ଙ୍କ ସହ ଭେଟ ହୋଇଥିଲା ଏବଂ ଦୁହେଁ ଖୁବ ଭଲ ସାଙ୍ଗ ମଧ୍ୟ ହୋଇଥିଲେ ତେବେ ଏହା ପରେ ଦୁହେଁ ବାରମ୍ବାର ମିଳିଲେ ମଧ୍ୟ ତେବେ ଜ୍ୟାକି ଦେବାନନ୍ଦ ଙ୍କର ଜଣେ ବଡ ପ୍ରଶଂସକ ତେଣୁ ସେ ତାଙ୍କ ପୁଅ ଙ୍କ ସହ ବାରମ୍ବାର ଭେଟ କରିଥିଲେ ଯାହା ଦ୍ୱାରା ସେ ଦେବାନନ୍ଦ ଙ୍କୁ ଭେଟି ପାରିବେ ।

ତେବେ ତାଙ୍କର ଏହି ସ୍ୱପ୍ନ ଦିନେ ପୂର୍ଣ୍ଣ ହେଲା ଏବଂ ସେ ଦେବାନନ୍ଦ ଙ୍କ ଏକ ସିନେମା ରେ ଛୋଟ ଭୂମିକା ରେ ଅଭିନୟ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ଏହି ପୋଷ୍ଟର ଲଗାଉଥିବା ପା ବଲିଉଡ ର ଜଣେ ସୁପରଷ୍ଟାର ହୋଇ ଯାଇଛନ୍ତି ଏବଂ ଏହା ସହ ତାଙ୍କ ପୁଅ ମଧ୍ୟ ଜଣେ ସୁପରଷ୍ଟାର ଅଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *