ଦିନକୁ ମାତ୍ର ୩ ଥର ଖାଆନ୍ତୁ ଏହି ଜିନିଷ, ମଧୁମେହ ହୋଇଯିବ ମୂଳରୁ ଶେଷ- Health Tips

ବନ୍ଧୁଗଣ ଆଜି ଆମେ ମଧୁମେହ ବିଷୟରେ ଆଲୋଚନା କରିବା। ମଧୁମେହ ଗୋଟେ ଏପରି ରୋଗ ଯାହା କି ଜୀବନ ଯାକ ଭୋଗ କରି ବାକୁ ପଡିଥାଏ। ଏବଂ ଏହି ରୋଗ ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ବିଜ୍ଞାନ ଦ୍ଵାରା ଏହା ସିଦ୍ଧ ହେଇଛି କି ମଧୁମେହ ଭଲ ହୋଇପାରିବ ନାହିଁ କିନ୍ତୁ ଏହାକୁ ନିୟନ୍ତ୍ରଣ ରେ ରଖିପାରିବା। ଆଜି ର ଯୁଗରେ ତିନି ଜଣ ରୁ ଜଣଙ୍କୁ ମଧୁମେହ ହୋଇଥିବ।ଏବଂ ଏହା ଆମ ଶରୀର ର ରୋଗ ପ୍ରତିଶୋଧ କୁ ବହୁତ କମ କରିଦେଇଥାଏ ଯାହା ଦ୍ୱାରା ରୋଗୀର ଦେହ ଦିନକୁ ଦିନ ଦୁର୍ବଳ ହୋଇପଡ଼ିଥାଏ।

ଏହି ରୋଗ କୁ କୁ କମ କରିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ। ଦିନକୁ ୬ ଲିଟର ପାଣି ପିଇବା ଆବଶ୍ୟକ। ଲୁଣ କମ ଖାଇବା ଉଚିତ।ଏବଂ ଖାଲି ପାଦରେ ଘାସ ରେ ଚାଲିବା ଦରକାର। କମ ସେ କମ ୮ ଘଣ୍ଟା ଶୋଇବା ଆବଶ୍ୟକ।ସବୁ ପ୍ରକାର ର କୁଚିନ୍ତା ଓ ଧୂମ୍ର ପାନ ରୁ ଦୁରେଇ ରହିବା ଆବଶ୍ୟକ। ତେବେ ଚାଲନ୍ତୁ ଦେଖିନେବା କଣ କଣ ଖାଇବା ଦ୍ଵାରା ଆମେ ଏହା କୁ କିଛି ପରିମାଣରେ ନିୟନ୍ତ୍ରଣ କରି ପାରିବ।

୧- ପ୍ରଥମ ଖାଇବା ପଦାର୍ଥ ହେଲା ସାରୁ। ସାରୁ କୁ ବହୁତ ଲୋକ ଖାଇବା କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏଥିରେ ଥିବା ଭିଟାମିନ-ସି, କ୍ୟାଲସିୟମ, ଆୟୋଡିନ, ଆଦି ରହିଥାଏ।ଏହା ଦ୍ବାରା ଆମେ ସାରୁ କୁ ଖାଇଲେ ବିଭିନ୍ନ ରୋଗ ରୁ ମୁକ୍ତ ହୋଇ ପାରିବା।ତେଣୁ ଏହି ମଧୁମେହ ରୋଗୀ ଏହା କୁ ସେବନ କରିବା ଆବଶ୍ୟକ।ସାରୁ କୁ ଖାଇବା ଦ୍ୱାରା ଆମେ ଆମ ମଧୁମେହ କୁ ନିଜେ ନିୟନ୍ତ୍ରଣ ରେ ରଖିପାରିବା ତେଣୁ ମଧୁମେହ ରୋଗୀ ସାରୁ ଖାଇବା ଆବଶ୍ୟକ।

୨- ଦ୍ୱିତୀୟ ପଦାର୍ଥ ହେଲା କଲରା। କଲରା କୁ ହୁଏତ କିଏ ପସନ୍ଦ କରିଥାଏ। କିନ୍ତୁ ମଧୁମେହ ରୋଗୀ ଙ୍କୁ କଲରା ରୋଗ ନିୟନ୍ତ୍ରଣ କରିବା ରେ ସାହାର୍ଯ୍ୟ କରିଥାଏ। ଏବଂ ଏଥିରୁ ଆମକୁ ଗ୍ଲୁକୋଜ ମଧ୍ୟ ମିଳିଥାଏ। କଲରା ର ପିତା ଅଂଶ ଆମ ଶରୀର ର ସୁଗାର ମାତ୍ର କୁ ନିୟନ୍ତ୍ରଣ ରେ ରଖିଥାଏ ଯ ଦ୍ୱାରା ମଧୁମେହ ରୋଗୀ ମାନେ ବହୁ ଉପକୃତ ହେଇପାରିବେ।

୩- ତୃତୀୟ ପଦାର୍ଥ ହେଲା ମେଥି। ମେଥି ରେ ମଧୁମେହ କୁ ନିୟନ୍ତ୍ରଣ କରିବା ର କ୍ଷମତା ଅଛି। ଏହାର ସେବନ ଦ୍ୱାରା ଆମ ରକ୍ତ ସଫା ହେବା ଦ୍ୱାରା ଆମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ମେଥି ପାଟି କୁ ପିତା ଲାଗି ଥାଏ କିନ୍ତୁ ଆମ ଶରୀର ପାଇଁ ମେଥି ସବୁଠୁ ଲାଭଦାୟକ ପଦାର୍ଥ। ମଧୁମେହ ରୋଗୀ ଏହା ଖାଇବା ନିହାତି ଆବଶ୍ୟକ।

୪- ଚତୁର୍ଥ ଖାଇବା ପଦାର୍ଥ ହେଲା ଜାମୁ କୋଳି । ଜାମୁ କୋଳି କୁ ଖାଇବା ଦ୍ୱାରା ରକ୍ତ ଚାପ ଓ ସୁଗାର କୁ କମ କରି ମଧୁମେହ କୁ ନିୟନ୍ତ୍ରଣ ରେ ରଖିଥାଏ। ଜାମୁ କୋଳି ସହ ତା ମଞ୍ଜି ମଧ୍ୟ ଆମ ପାଇଁ ଲାଭଦାୟକ ଅଟେ। ଲୋକମାନେ ଏହାର ମଞ୍ଜି କୁ ଗୁଣ୍ଡ କରି ଖାଇ ମଧ୍ୟ ଥାଆନ୍ତି।ତେବେ ଏହି ସବୁ ଜିନିଷ ଖାଇବା ଦ୍ୱାରା ଆମେ ମଧୁମେହ କୁ କିଛି ମାତ୍ରାରେ ନିୟନ୍ତ୍ରଣ ରେ ରଖିପାରିବା।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ହେଲ୍ଥ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *