ଓଡିଆ ସିରିଏଲ ‘ଦିବ୍ୟଦୃଷ୍ଟି’ ର Actor ମାନଙ୍କ ଦରମା କେତେ ? ଦୃଷ୍ଟି ଙ୍କ ଗୋଟିଏ ଦିନର ସାଲାରୀ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ଦିବ୍ୟଦୃଷ୍ଟି ତ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ସମସ୍ତ କଳାକାର ମାନଙ୍କ ଜବରଦସ୍ତ ଅଭିନୟ ପ୍ରଦର୍ଶନ ମଧ୍ୟ ଦେଖିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନଙ୍କ ଦରମା ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧୦. ବନ୍ଧୁଗଣ ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ପ୍ରତିମା । ଯିଏ ଏହି ଧାରାବାହିକ ରେ ଦିବ୍ୟ ଙ୍କ ଖୁଡ଼ି ଭୂମିକା ରେ ଅଭିନୟ କରିଛନ୍ତି । ପ୍ରତିମା ଙ୍କୁ ଗୋଟିଏ ଦିନ ର ସୁଟିଂ ପାଇଁ ୨,୦୦୦ ଟଙ୍କା ମିଳିଥାଏ ।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ତାପସ । ଯାହାଙ୍କୁ ଦିବ୍ୟ ଙ୍କ ବାପା ଭୂମିକା ରେ ଦେଖିବାକୁ ମିଳେ । ତାପସ ଗୋଟିଏ ଦିନ ର ସୁଟିଂ ପାଇଁ ୧,୫୦୦ ଟଙ୍କା ନିଅନ୍ତି ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଦିବ୍ୟ ଙ୍କ ଜେଜେମା । ତାଙ୍କୁ ଗୋଟିଏ ଦିନ ର ସୁଟିଂ ପାଇଁ ୩,୦୦୦ ଟଙ୍କା ମିଳିଥାଏ ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଦିପୁ । ଯିଏ ଦିବ୍ୟ ଙ୍କ ଭାଇ ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ର ସୁଟିଂ ପାଇଁ ୧,୫୦୦ ଟଙ୍କା ନେଇଥାନ୍ତି ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ପିକୁ । ସେ ମଧ୍ୟ ଧାରାବାହିକ ଦିବ୍ୟ ଙ୍କ ଭାଇ ଭୂମିକା ରେ ନଜର ଆସନ୍ତି । ସେ ଗୋଟିଏ ଦିନ ର ସୁଟିଂ ପାଇଁ ୧,୫୦୦ ଟଙ୍କା ନିଅନ୍ତି ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଜାସ୍ମିନ । ଯିଏ ଏହି ଧାରାବାହିକ ରେ ଦିବ୍ୟ ଙ୍କ ଫିଅନ୍ସି ଭୂମିକା ରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ର ସୁଟିଂ ପାଇଁ ୧୮୦୦ ଟଙ୍କା ନିଅନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ସୁନନ୍ଦା । ତାଙ୍କୁ ଏହି ଧାରାବାହିକ ରେ ଦୃଷ୍ଟି ଙ୍କ ଯାଆ ଭୂମିକା ରେ ଦେଖିବାକୁ ମିଳିଥାଏ । ସୁନନ୍ଦା ଗୋଟିଏ ଦିନ ର ସୁଟିଂ ପାଇଁ ୧୫୦୦ ଟଙ୍କା ନେଇଥାନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ସଂଯୁକ୍ତା । ଯିଏ ଏହି ଧାରାବାହିକ ରେ ଦିବ୍ୟ ଙ୍କ ମାଆ ଭୂମିକା ରେ ଅଭିନୟ କରିଛନ୍ତି । ସଂଯୁକ୍ତା ଙ୍କୁ ଗୋଟିଏ ଦିନ ର ସୁଟିଂ ପାଇଁ ୩,୫୦୦ ଟଙ୍କା ମିଳିଥାଏ ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଦିବ୍ୟ । ଯିଏ ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି । ଦିବ୍ୟ ଙ୍କୁ ଗୋଟିଏ ଦିନର ସୁଟିଂ ପାଇଁ ୪,୦୦୦ ଟଙ୍କା ମିଳିଥାଏ ।

୧. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଦୃଷ୍ଟି । ଯିଏ ଏହି ସିରିଆଲ ର ମୁଖ୍ୟ ପାତ୍ର ଅଟନ୍ତି । ଦୃଷ୍ଟି ଗୋଟିଏ ଦିନର ସୁଟିଂ ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି ।

Leave a Reply

Your email address will not be published. Required fields are marked *