ଦେଖନ୍ତୁ Real life ରେ କେମିତି ଦେଖାଯାଆନ୍ତି ‘ବନ୍ଧନ ଏ ଜନ୍ମ ଜନ୍ମର’ ସିରିୟଲ ର ଆକ୍ଟର ମାନେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲଟି ହେଉଛି ‘ବନ୍ଧନ ଏ ଜନ୍ମ ଜନ୍ମର’ । ବନ୍ଧୁଗଣ ଏହି ସିରିଏଲର କାହାଣୀଟି ଭଲ ହେବା ସହ ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି ।

ତେବେ ଏହି ସିରିଏଲର କଳାକାର ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ହେଲେ ଆପଣ ମାନେ କଣ ଏହି ସିରିଏଲର କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲ କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗଜରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗଜରା ଆପଣ ମାନେ ସମସ୍ତେ ଗଜରାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ରିଅଲ ଲାଇଫରେ ଗଜରା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ମନ୍ଦିରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମନ୍ଦିରା । ଆପଣ ମାନେ ସମସ୍ତେ ମନ୍ଦିରାଙ୍କ ସୁନ୍ଦର ଅଭିନୟ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ । ମନ୍ଦିରା ରିଅଲ ଲାଇଫରେ ବହୁତ ହଟ୍ ନଜର ଆସନ୍ତି ।

ରାଜେଶ୍ଵରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରାଜେଶ୍ଵରୀ । ରାଜେଶ୍ଵରୀ ଏହି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଜେଶ୍ଵରୀ ରିଅଲ ଲାଇଫରେ ବହୁତ ସୁନ୍ଦର ଓ ସିମ୍ପଲ ନଜର ଆସନ୍ତି ।

ରାନୀ ମା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାନୀ ମା । ଆପଣ ମାନେ ସମସ୍ତେ ରାନୀ ମାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ରାନୀ ମା ଅସଲ ଜୀବନରେ ବହୁତ ସିମ୍ପଲ ନଜର ଆସନ୍ତି ।

ବିକ୍ରମ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବିକ୍ରମ । ବିକ୍ରମ ଏହି ସିରିଏଲରେ ଅଭିନୟ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତେବେ ରିଅଲ ଲାଇଫରେ ବିକ୍ରମ ବହୁତ ଷ୍ଟାଇଲିସ ନଜର ଆସନ୍ତି ।


ନୟନା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ନୟନା । ନୟନାଙ୍କ ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ନୟନା ରିଅଲ ଲାଇଫରେ ବହୁତ ସୁନ୍ଦର ନଜର ଆସନ୍ତି ।

ରାଜବିର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରାଜବିର । ରାଜବିର ଅତି କମ ବର୍ଷରେ ଏହି ସିରିଏଲରେ ଅଭିନୟ କରି ସଫଳତା ପାଇଛନ୍ତି । ରାଜବିର ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *