ଚୋ-ରୀ କରି ଧରା ପଡିଲେ TV ଇଣ୍ଡଷ୍ଟ୍ରି ର ଏହି ୨ ଅଭିନେତ୍ରୀ, ନାଁ ଜାଣି ବିଶ୍ଵାସ କରି ପାରିବେନି, ଦେଖନ୍ତୁ Live Video

ବନ୍ଧୁଗଣ ଏହି କରୋନା କାଳ ସମୟରେ ଦେଶରେ ଏମିତି ସବୁ ଘ-ଟ-ଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଲୋକମାନେ ଘରେ ରହି ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ସିସି ଟିଭି ଫୁଟେଜର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଘ-ଟ-ଣାଟି ହେଉଛି ଦୁଇଟି ଅଭିନେତ୍ରୀ ଚୋ-ରୀ କରି ଥିବାର । ବନ୍ଧୁଗଣ ଏହି ଘ-ଟ-ଣା ବିଷୟରେ ଜାଣିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ ।

ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ସିସି ଟିଭିରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଟି ମହିଳା ଏକ ବ୍ୟାଗ ନେଇ ଚୁପ ଚାପ ଯାଉଥିବାର ନଜର ଆସୁଛନ୍ତି । ଏହା ସହିତ ଗୋଟେ ମହିଳା ଗୋଟେ ଛୁଆକୁ ଧରି ଯାଉଥିବାର ମଧ୍ୟ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ଫାତିମା ଶୟଦ ନାମକ ଏକ ମହିଳା ଡାଇମଣ୍ଡ ୨ କଲୋନୀରେ ଭଡା ନେଇ ରହୁଥିଲେ । ସେ ଗତ ଦୁଇ ବର୍ଷ ହେବ ସେହି ସ୍ଥାନରେ ରହୁଥିଲେ । ହେଲେ କିଛି ସମୟ ପାଇଁ ସେ ସେହି ଘର ଛାଡି ଅନ୍ୟ ଏକ ସ୍ଥାନକୁ ଯାଇଥିଲେ । ସେହି ସମୟରେ ଦୁଇଟି ମହିଳା ଫାତିମାଙ୍କ ଘରକୁ ଯାଇ ୩ ଲକ୍ଷ ୫୦ ହଜାର ଟଙ୍କା ଚୋ-ରୀ କରି ଫେରାର ହୋଇଯାଇଥିଲେ ।

 

ସେହି ଦୁଇଟି ମହିଳା ଘର ଦେଇଥିବା ବ୍ରୋକରର ସମ୍ପର୍କୀୟ ଥିଲେ ଓ ସେମାନେ ସେହି ବ୍ରୋକର ସହ ଦେଖା କରିବାକୁ ଆସିଥିଲେ । ମହିଳା ଦୁଇଜଣ ମଉକା ଦେଖି ଫାତିମାଙ୍କ ଟଙ୍କା ଚୋ-ରୀ କରି ଫେରାର ହୋଇଯାଇଥିଲେ । ଏହା ପରେ ଫାତିମା ଏହି ଘ-ଟ-ଣା ବିଷୟରେ ପୋ-ଲି-ସକୁ ସୂଚନା ଦେଇଥିଲେ ।

ପୋ-ଲି-ସ ସିସି ଟିଭି କ୍ୟାମେରାର ଆଧାରରେ ଏହି କେ-ସ-ର ତ-ଦ-ନ୍ତ କରିଥିଲା । ପୋ-ଲି-ସ ବର୍ତ୍ତମାନ ସେହି ଦୁଇଟି ମହିଳାଙ୍କୁ ଗି-ର-ଫ କରି ସାରିଛି ଓ ସେମାନେ ଥା-ନା-ରେ ଅଛନ୍ତି । ମହିଳାଙ୍କ ଠାରୁ ପୋ-ଲି-ସ ୫୦ ହଜାର ଟଙ୍କା ଜ-ବ-ତ କରି ସାରିଛି । ଚୋ-ରୀ କରିଥିବା ପ୍ରଥମ ମହିଳାଙ୍କ ନାମ ହେଉଛି ସୁରଭି ଶ୍ରିବାସ୍ତବ ଓ ଦ୍ଵିତୀୟ ମହିଳାଙ୍କ ନାମ ହେଉଛି ମୋସିନା ସିଂହ ।

ଏହି ଦୁଇଜଣ ଟିଭି ଇଣ୍ଡଷ୍ଟ୍ରିରେ କାମ କରନ୍ତି । ସାବଧାନ ଇଣ୍ଡିଆ ଓ କ୍ରା-ଇ-ମ ପେ-ଟ୍ରୋ-ଲ ଆଦି ସିରିଏଲରେ ଏମାନେ ଅଭିନୟ କରନ୍ତି । ବର୍ତ୍ତମାନ ଏହି ଘ-ଟ-ଣାଟି ବହୁତ ଚର୍ଚାରେ ଅଛି ଓ ଅଭିନେତ୍ରୀ ମାନଙ୍କର ଏହି କଳା କାରନାମାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ।  ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *