ଧାନ ବିଲରେ ଦିଅର ଭାଉଜକୁ ଗୋଡେଇ ଗୋଡେଇ କଲା ଏମିତି କାଣ୍ଡ, ତା’ପରେ କଣ ହେଲା ଦେଖନ୍ତୁ, ଭାଇରାଲ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରୁ ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି କାଲି ଦୁନିଆରେ ଲୋକମାନେ ନିଜ ଲାଭ ଦେଖିବା ପାଇଁ ସମସ୍ତ ପ୍ରକାରର କୁ-କ-ର୍ମ କରି ଚାଲିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଧାନ ବିଲରେ ଭାଉଜଙ୍କୁ ଗୋ-ଡା-ଇ ଗୋ-ଡା-ଇ ଦିଅର ପି-ଟି ଛନ୍ତି ।

ଏହି ଘଟଣାଟି ହୋଇଛି ବାଲେଶ୍ଵର ଜିଲ୍ଲାରେ । ବନ୍ଧୁଗଣ ସାଧାରଣତଃ ଭାଉଜ ଓ ଦିଅର ମଧ୍ୟରେ ବହୁତ ମଜାଳିଆ ସମ୍ପର୍କ ରହିଥାଏ । ଭାଉଜ ନିଜ ଦିଅରକୁ ଏକ ଭାଇ ରୂପରେ ଦେଖିଥାଏ ଓ ନିଜର ସମସ୍ତ ଦୁଃଖ କଷ୍ଟ ବିଷୟରେ ତାକୁ ଜଣାଇ ଥାଏ ।

ହେଲେ ଆଜିର ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏହି ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମର ।

ଏହି ଘଟଣାଟି ଏକ ଘରୋଇ ଘଟଣାକୁ ନେଇ ହୋଇଛି ବୋଲି ଅନୁମାନ କରାଯାଇଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଲୋକ ଏକ ମହିଳାଙ୍କୁ ଗୋ-ଡା-ଇ ଗୋ-ଡା-ଇ ପି-ଟୁ ଥିବାର ନଜର ଆସିଛନ୍ତି । ଅନ୍ୟ ଲୋକମାନେ ସେହି ପି-ଟୁ ଥିବା ବ୍ୟକ୍ତି ଜଣଙ୍କୁ ଏପରି ବିଲ ମଧ୍ୟରେ ପି-ଟି-ବା ପାଇଁ ମନା କରୁଛନ୍ତି .

ବନ୍ଧୁଗଣ ଅସଲ ଘଟଣାଟି ହେଉଛି ଜଣେ ଦିଅର ନିଜ ଭାଉଜକୁ ବିଲ ମଧ୍ୟରେ ଗୋ-ଡା-ଇ ଗୋ-ଡା-ଇ ପି-ଟୁ ଛନ୍ତି । କିଛି ସମୟରେ ଏହି ଭିଡିଓରେ ଭାଉଜ ଓ ଦିଅର ବିଲରେ ଗ-ଡା-ଗ-ଡି ହେଉଥିବାର ନଜର ଆସୁଛନ୍ତି ଓ ଶେଷରେ ଗ୍ରାମବାସୀ ମାନେ ସେହି ପି-ଟୁ ଥିବା ବ୍ୟକ୍ତି ଜଣକଙ୍କୁ ରୋ-କି ଛନ୍ତି । ବନ୍ଧୁଗଣ ଏହି ଘଟଣା ବିଷୟରେ ବର୍ତ୍ତମାନ ଅ-ନୁ-ସ-ନ୍ଧା-ନ ଚାଲିଛି ।

ଏହି ଘଟଣା ପଛରେ ଥିବା ରହସ୍ୟ ବିଷୟରେ ଜାଣିବା ପାଇଁ ସମସ୍ତ ଲୋକ ଇଛା କରୁଛନ୍ତି ହେଲେ ଏଯାଏଁ ଏହି ଘଟଣା ସମ୍ବନ୍ଧିତ ରହସ୍ୟ ବିଷୟରେ କୌଣସି ତଥ୍ୟ ମିଳିନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଲୋକ ମାନେ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *