ଡିସଚାର୍ଜ ପରେ କେଉଁଠି ଅଛନ୍ତି ଲୋକ ପାଇଲଟ ଗୁଣନିଧି ମହାନ୍ତି, ପଚରାଉଚରା ପାଇଁ କଣ ତାଙ୍କୁ ଗୁପ୍ତରେ ରଖିଛନ୍ତି …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଲୋକପାଇଲଟ କୁଆଡେ ଗଲେ ସେ ଅଛନ୍ତି କି ନାହିଁ ଏଭଳି ଅନେକ ପ୍ରଶ୍ନ ଲୋକମାନଙ୍କ ମଧ୍ୟରେ କୋଳାହଳ ସୃଷ୍ଟି କରୁଛି । କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ୩୦୦ ଶହରୁ ଅଧିକ ସଂଖ୍ୟାରେ ଲୋକମାନଙ୍କ ମୃ-ତ୍ୟୁ ଓ ୯୦୦ ଶହ ଲୋକେ ଗୁରୁତର  ଭାବରେ ଆହତ ହୋଇଛନ୍ତି ।

ତେବେ ଏଭଳି ବଡ ଦୁର୍ଘଟଣା କିଭଳି ଘଟିଛି ଓ ଏବା ପଛରେ ଥିବା ପ୍ରକୃତ କାରଣ ଖୋଜିବା ପାଇଁ ଜନସାଧାରଣ ଦାବି କରିଛନ୍ତି । କାରଣ ସମଗ୍ର ଦେଶରେ ଏହା ହିଁ  ବଡ ଦୁର୍ଘଟଣା ଯେଉଁଥିରେ କି ହଜାର ହଜାର ଲୋକେ ଏକା ସଙ୍ଗେଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଲୋକମାନଙ୍କୁ ତାଙ୍କ ପରିବାର ଠାରୁ ଅପେରା ଦୁନିଆକୁ ପଠେଇଥିଲା ଯାହାକୁ ଆଜି ବି ସ୍ମରଣ କଲେ ଦେହ ଥରି ଉଠେ ।

ତେବେ ଏହା ସମ୍ପକରେ ଜାଣିବାକୁ ହେଲେ ଟ୍ରେନ୍ ଚାଳକଙ୍କ ବ୍ୟକ୍ତବ୍ୟ ଦେବା ନିହାତି ଜରୁରୀ ହୋଇଥାଏ । ଏବେ ପ୍ରଶ୍ନ ଉଠୁଛି ଲୋକପାଇଲଟ କେଉଠି ଅଛନ୍ତି ସୂଚନା ଅନୁସାରେ ଡିସଚାର୍ଜ ହେଲା ପରେ ଲୋକ ପାଇଲଟ ଗୁଣନିଧି ମହାନ୍ତି ତାଙ୍କ ଘରକୁ ଯାଇନାହାଁନ୍ତି ଓ ଯେବେ ତାଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇଥିଲେ ସେମାନଙ୍କୁ ଦେଖାକରିବାକୁ ଅନୁମତି ଦିଆଯାଇନଥିଲା ।

ଗୁଣନିଧିଙ୍କ ପରିବାର ଲୋକେ ଭାବୁଛନ୍ତି କୁ ସେ ଏଯାଏ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । କାରଣ ଲୋକ ପାଇଲଟଙ୍କ ସାନ ଭାଇ ଯେବେ ତାଙ୍କୁ ଦେଖାକରିବା ପାଇଁ ଡାକ୍ତରଖାନାକୁ ଯାଇଥିଲେ ତେବେ ଡାକ୍ତରଙ୍କ ତାଙ୍କୁ କହିଥିଲେ ଯେ ଗୁଣନିଧିଙ୍କ ଛାତିରେ ରକ୍ତ ଜମାଟ ହୋଇଛି ତେଣୁ ଏହି ପରିସ୍ଥିତି ସେ କାହା ସହ କଥା ହୋଇପାରିବେ ନାହିଁ ।

ମାତ୍ର ଗୁଣନିଧି ଙ୍କ ସାନ ଭାଇ ସଞ୍ଜୟ ଯେ କି ଜଣେ ଓକିଲ ସେ ତଦନ୍ତ କରିବାରୁ ପୁରାତନ ଡାକ୍ତର ଯିଏ କି ଗୁଣନିଧିଙ୍କ ଚିକିତ୍ସା କରିଥିଲେ ସେ କହିଥିଲେ ଯେ ଗୁଣନିଧିଙ୍କୁ ଚାରିଦିନ ପୂର୍ବରୁ ଡିସଚାର୍ଜ କରାଯାଇଛି । ତେବେ ସିବିଆଇ ଲୋକପାଇଲଟ କୁ ଅନ୍ଧାର କୋଠରି ରଖି ପଚରାଉଛର କରୁଛି ।

ମାତ୍ର ଗୁଣନିଧିଙ୍କ ଗାଁ ରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ତାଙ୍କୁ ଦୋଷୀ କରାଯାଉଥିବାବେଳେ ଲୋକପାଇଲଟଙ୍କ ବାପା କହୁଛନ୍ତି ମୋ ପୁଅ ର କୋଣସି ଭୁଲ ନାହିଁ କାରଣ ସେ ୨୭ ବର୍ଷରୁ ଟ୍ରେନ୍ନ ଚଲାଉଛି । ସେ କେବେବି କିଛି ଭୁଲ କରି ଏବେ ତାହାର କିଛି ଭୁଲ ନାହିଁ । ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *