ଅଷ୍ଟପ୍ରହରି ରେ ଚାଲିଛି ରାସଲୀଳା, ବଲିଉଡ ର ଆଇଟମ ଗୀତ ସାଙ୍ଗକୁ କପଲ ଡ୍ୟାନ୍ସ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ଆମ ଓଡ଼ିଆ ସଂସ୍କୃତି, ପର୍ବ, ଏବଂ ଧାର୍ମିକ ଭାବନା ସବୁଆଡେ ପ୍ରଚାରିତ । ତେବେ ସେହି ଭଳି ଆମର ସଂସ୍କୃତି ର ବଡ଼ ଭାବ ହେଉଛି ସଂକୀର୍ତ୍ତନ ଯାହା ଦ୍ୱାରା ଭକ୍ତ ମାନେ ହରି ନାମ ନେଇ ଖୁସି ମନରେ ତାଙ୍କ ଭକ୍ତି ରେ ଲୀନ ହୋଇ ଯାଆନ୍ତି ଏବଂ ଖୁସିରେ ନୃତ୍ୟ ମଧ୍ୟ କରନ୍ତି । ତେବେ ହରି ନାମ ରେ ବହୁତ ଶକ୍ତି ରହିଛି ଥରେ ହରି ନାମ ନେଇଗଲେ ଜୀଵନ ରେ ବହୁତ ଶାନ୍ତି ମିଳିଥାଏ ।

ତେବେ ଆମର ଓଡ଼ିଆ ତଥା ଭାରତ ସଂସ୍କୃତି କୁ ଦେଖି ଏବଂ ପ୍ରଭାବିତ ହୋଇ ବାହାର ଦେଶ ରେ ମଧ୍ୟ ଅନେକ ଲୋକ ଏହି ସଂକୀର୍ତ୍ତନ କୁ ଆପଣାଇ ଛନ୍ତି ଏବଂ ନିଜକୁ ଭଗବାନ ଙ୍କ ପାଖରେ ସମର୍ପି ଦେଇଛନ୍ତି । ତେବେ ଯେଉଁଠି ବାହାର ଦେଶ ଆମ ସଂସ୍କୃତି କୁ ଆପଣାଇବାରେ ଲାଗିଛି ସେଇଠି କିଛି ଲୋକ ଆମ ସଂସ୍କୃତି ତଥା ଭାବନା ର ସହିତ ଖେଳୁଛନ୍ତି ଏବଂ ଧୀରେ ଧୀରେ ପାଶ୍ଚାତ୍ୟ ସଂସ୍କୃତି କୁ ଆଣିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି ।

ସେହି ଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ଏକ ଅଷ୍ଟପ୍ରହରି ରେ ହେଉ ଥିବା କୀର୍ତ୍ତନ ରେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ତେବେ ଘଟଣା କିଛି ଏପରି କି କୌଣସି ଏକ ସ୍ଥାନରେ ଅଷ୍ଟପ୍ରହରି ର ଆୟୋଜନ କରାଯାଇଥିଲା କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ସେଠାରେ ସଂକୀର୍ତ୍ତନ କରୁଥିବା ଲୋକମାନେ ମର୍ଡନ ପୋଷାକ ରେ କପଲ ଡାନ୍ସ କରୁଥିଲେ ଏହା ସହିତ ସେମାନେ ବଲିଉଡ ର ଆଇଟମ ଗୀତରେ ହରେକୃଷ୍ଣ ହରେ ରାମ ଗାଉ ଥିଲେ ।

ଏହି ଦୃଶ୍ୟ ଦେଖି ଲାଜ ରେ ମଥା ତଳକୁ ହୋଇ ଯାଇଛି । ତେବେ ଏଥିରେ ଭୁଲ ଆମ ମାନଙ୍କ ର କାରଣ କଥାରେ ଅଛି ଯାହା ଦେଖାଯାଏ ତାହା ହିଁ ବେପାର ହୁଏ ସେହି ଭଳି ଲୋକମାନେ ଏହି ନୃତ୍ୟ କୁ ଅଧିକ ପସନ୍ଦ କରୁଛନ୍ତି କୀର୍ତ୍ତନ ଅପେକ୍ଷା ତେଣୁ ସେ ମଧ୍ୟ ଏହି ନୂତନ ଶୈଳୀ ରେ କୀର୍ତ୍ତନ କୁ ପରିବେଷଣ କରୁଛନ୍ତି । ତେବେ ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ଏମାନ ଙ୍କୁ ଦେଖି ବହୁତ ଦୁଃଖିତ ହେଉଥିବେ ।

Leave a Reply

Your email address will not be published. Required fields are marked *