Deepika Padukone ଙ୍କ ଠାରୁ ଭିକ ନେଉଥିବା ଭିକାରି ଘରୁ ମିଳିଲା ଏତେ ଟଙ୍କା କି, ଘଣ୍ଟା ଘଣ୍ଟା ଧରି ଗଣା ଚାଲିଲା, ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ

ନମସ୍କାର ବନ୍ଧୁଗଣ ଭଗବାନ ତିରୁପତି ବାଲାଜି ଙ୍କ ମନ୍ଦିର ରେ କେବଳ ଭି ଆଇ ପି ଶ୍ରଦ୍ଧାଳୁ ଙ୍କୁ ଟୀକା ଲଗାଇ ତାଙ୍କ ଠାରୁ ପଇସା ମାଗୁଥିବା ୟାଚକ ଙ୍କର ମୃ-ତ୍ୟୁ କିଛି ସମୟ ପୂର୍ବରୁ ହୋଇଗଲା ।

ତାଙ୍କ ମୃ-ତ୍ୟୁ ପରେ ତାଙ୍କ ଘରକୁ ସମସ୍ତେ କବ୍ଜା କରିବାକୁ ଚାହୁଁଛନ୍ତି । କଥା ହେଉଛି ତାଙ୍କ ଘରେ ଥିବା ଏକ ସିନ୍ଧୁକ ଭିତରେ ବହୁତ ପଇସା ରହିଛି । ଏବଂ ସେହି ପଇସା ଉପରେ ସମସ୍ତଙ୍କ ନଜର ମଧ୍ୟ ରହୁଛି । ଏହା ପରେ ଯେତେବେଳେ ସେହି ସିନ୍ଧୁକ କୁ ପ୍ରଶାସନ ଖୋଲିଲେ ତେବେ ତାହା ଭିତରୁ ଲକ୍ଷ ଲକ୍ଷ ଟଙ୍କା ବାହାରିଲା । ଯାହାକୁ ଗଣିବା ପାଇଁ ବହୁତ ସମୟ ମଧ୍ୟ ଲାଗିଲା ।

ୟାଚକ ଶ୍ରୀନିବାସନ ଙ୍କ ବୟସ ଥିଲା ୬୪ ବର୍ଷ । ଏବଂ ସେ ତିରୁମାଳା ରେ ସେଲିବ୍ରେଟି ଏଵଂ ଭି ଆଇ ପି ଭକ୍ତ ଙ୍କୁ ତିଳକ କରି ଭିକ୍ଷା ମଗୁଥିଲେ । ତାଙ୍କୁ ଜାଣିଥିବା ଲୋକଙ୍କ ଅନୁସାରେ ସେ ନିଜର ଯୁବବସ୍ଥା ରେ ହିଁ ତିରୁପତି ବାଲାଜି ମନ୍ଦିର କୁ ଆସି ଯାଇଥିଲେ । ଶ୍ରୀନିବାସନ ଶ୍ରୀ ବାଲାଜି ଙ୍କୁ ବହୁତ ମାନୁଥିଲେ ଏବଂ ପୂଜା ମଧ୍ୟ କରୁଥିଲେ ।ଏବଂ ଶ୍ରଦ୍ଧାଳୁ ମାନେ ତାଙ୍କ ଠାରୁ ତିଳକ କରି ହିଁ ମନ୍ଦିର ବାହାରକୁ ଯାଉଥିଲେ ।

ସେ ଯୁବ ଅବସ୍ଥା ରୁ ନିଜ ଅନ୍ତିମ ଅବସ୍ଥା ପର୍ଯ୍ୟନ୍ତ ସେ ଏଠାରେ ହିଁ ନିଜର ଜୀଵନ ବିତାଇ ଛନ୍ତି । ଶ୍ରୀନିବାସନ ନିଜର ପଇସା କୁ ନିଜ ଘରେ ଥିବା ଦୁଇଟି ସିନ୍ଧୁକ ଭିତରେ ରଖନ୍ତି । ଏବଂ ତାଙ୍କ ଘରେ କିମ୍ବା ପରିବାର ରେ କେହି ନାହାନ୍ତି ସେ ଏକୁଟିଆ ରହୁଥିଲେ । ଏବଂ ତାଙ୍କ ଘର ପାଖରେ ଥିବା ଲୋକମାନେ ତାଙ୍କ ଘରକୁ କବ୍ଜା କରିବାକୁ ମଧ୍ୟ ଚାହୁଁଥିଲେ ।

ତାଙ୍କ ଘରେ ଲକ୍ଷ ଲକ୍ଷ ଟଙ୍କା ଅଛି ବୋଲି ଅନୁମାନ ମଧ୍ୟ କରାଯାଉଥିଲା । ଏବଂ କିଛି ପଡ଼ୋଶୀ ମାନେ ଏହାର ସୂଚନା ଟିଟିଡ଼ି ଅଧିକାରୀ ଏବଂ ପୋଲିସ ଙ୍କୁ ଦେଇଥିଲେ ଏବଂ ପରେ ଯାଞ୍ଚ କରିବା ପରେ ତାଙ୍କ ଘରର ସେହି ଦୁଇ ସିନ୍ଧୁକ ଭିତରୁ ୬ ଲକ୍ଷ ୧୫ ହଜାର ଏବଂ ୫୦ ଟଙ୍କା ମିଳିଥିଲା ।

ଦୀପିକା ପାଦୁକନ ନିଜର ବିବାହ ବାର୍ଷିକ ରେ ଯେତେବେଳେ ତିରୁପତି ବାଲାଜି ମନ୍ଦିର କୁ ସମସ୍ତ ପରିବାର ସହିତ ଦର୍ଶନ ପାଇଁ ଯାଇଥିଲେ ସେତେବେଳେ ମଧ୍ୟ ଶ୍ରୀନିବାସନ ତାଙ୍କ ଠାରୁ ଭିକ୍ଷା ନେବା ପରେ ହିଁ ଛାଡି ଥିଲେ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *