ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଓଡିଆ ଢଗ ସମ୍ବନ୍ଧରେ ତଥା କିଛି ସାଧାରଣ ଜ୍ଞାନ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଅନେକ ପ୍ରଶ୍ନ ମାନ ଦିଆଯାଇଥାଏ । ସେଗୁଡିକୁ ମନେରଖି ଆଗକୁ ବଢିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- ଓଡିଶାର କ୍ଷୁଦ୍ରତମ ଜିଲ୍ଲା କିଏ ?
ଉତ୍ତର;- ଜଗତସିଂହପୁର ।
୨;- ସର୍ବାଧିକ ବୃଷ୍ଟିପାତ ଅଞ୍ଚଳ କିଏ ?
ଉତ୍ତର;- ଭଦ୍ରକ ।
୩;- ଓଡିଶାର ବୃହତ୍ତମ ପର୍ବ ?
ଉତ୍ତର;- ରଜ ପର୍ବ ଏବଂ ଦଶହରା ।
୪;- ଓଡିଶାର ବୃହତ୍ତମ ଜିଲ୍ଲା ?
ଉତ୍ତର;- ଗଞ୍ଜାମ ।
୫;- ଓଡିଶାର ବୃହତ୍ତମ ଉଷ୍ଣ ପ୍ରସବଣ ?
ଉତ୍ତର;- ଅଟ୍ରୀ(ବାଘମାରୀ ଖୋର୍ଦ୍ଧା) ।
୬;- ଓଡିଶାର ବୃହତ୍ତମ ଜିଲ୍ଲା (ଆୟତନ ତୁଳନାରେ) ?
ଉତ୍ତର;- ମୟୁରଭଞ୍ଜ ।
୭;- ଓଡିଶାର ବଡ ସହର କିଏ କିଏ ?
ଉତ୍ତର;- କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ଵର ।
୮;- ଓଡିଶାର ବୃହତ୍ତମ ଦୁଗ୍ଧ ଶୀତଳକରଣୀ କେନ୍ଦ୍ର କେଉଁଠି ରହିଛି ?
ଉତ୍ତର;- ପାଇକମାର(ବରଗଡ) ।
୯;- ବିଜୁ ଜନତା ଦଳ (ବିଜେଡି) ଏହାର ସଭାପତି କିଏ ଅଟନ୍ତି ?
ଉତ୍ତର;- ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
୧୦;- ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁଠାରେ ଅବସ୍ଥିତ ?
ଉତ୍ତର;- ମୁମ୍ବାଇ ।
୧୧;- ଏନୋର ଥର୍ମାଲ ପାୱାର ଷ୍ଟେସନ କେଉଁଠାରେ ଅବସ୍ଥିତ ?
ଉତ୍ତର;- ତାମିଲନାଡୁ ।
୧୨;- ଗଙ୍ଗା ନଦୀର ଉଚ୍ଚତା କେତେ ?
ଉତ୍ତର;- ୮୩୮୪ ମିଟର ।
୧୩;- କାଞ୍ଚନଜଙ୍ଗା ଶୃଙ୍ଗର ଉଚ୍ଚତା କେତେ ?
ଉତ୍ତର;- ୮୫୩୫ ମିଟର ।
୧୪;- ଭାରତର ଜାତୀୟ ଆନ୍ଦୋଳନ କାହାକୁ କୁହାଯାଏ ?
ଉତ୍ତର;- ଭାରତଛାଡ ଆନ୍ଦୋଳନ ।
୧୫;- ଜାତୀୟ ବୃକ୍ଷ କାହାକୁ କୁହାଯାଏ ?
ଉତ୍ତର;- ଅଶ୍ଵତଥ ।
୧୬;- ଯଦି ତୁମକୁ ୧୦ ଟଙ୍କା ଦିଆଯାଏ, ଏମିତି କ’ଣ କିଣିବେ ଯେଉଁଥିରେ ଘର ଫୁଲ ହୋଇଯିବ ?
ଉତ୍ତର;- ମହମବତୀ ।
୧୭;- କେଉଁ ଜିନିଷ ଥଣ୍ଡା ଦିନେ ମଧ୍ୟ ତରଳି ଥାଏ ?
ଉତ୍ତର;- ମହମବତୀ ।
୧୮;- କେଉଁ ଦେଶରେ ଛୋଟ ଅପରାଧ ପାଇଁ ମଧ୍ୟ ଫାଶୀ ଦଣ୍ଡ ଦିଆଯାଏ ?
ଉତ୍ତର;- ସାଉଦୀ ଆରବ ।
୧୯;- ପିଣ୍ଡି ଗୁଡିକରେ ଧଳା ରଙ୍ଗ କାହିଁକି ଲଗା ଯାଇଥାଏ ?
ଉତ୍ତର;- ସର୍ବଜନୀକ ହୋଇଥିବାରୁ ।
୨୦;- ସାର୍ବଜନୀକ ଗଛ କାଟିବା ଦ୍ଵାରା କ’ଣ ହୋଇଥାଏ ?
ଉତ୍ତର;- ଜୋରିମାନା ଦେବାକୁ ପଡିଥାଏ ।
୨୧;- ରକ୍ତ ଦାନ କଲେ କଣ ଲାଭ ହୋଇଥାଏ ?
ଉତ୍ତର;- ଶରୀରରେ ନୂଆରକ୍ତ ହୋଇଥାଏ ।
୨୨;- ମୋବାଇଲ ଡାଟା ସବୁବେଳେ ଚାଲୁ ରହିଲେ କ’ଣ କ୍ଷତି ହୋଇଥାଏ ?
ଉତ୍ତର;- ଫୋନ ହ୍ୟାଙ୍ଗ ହୋଇଥାଏ ।
୨୩;- ଭଗବାନ ଶଙ୍କର ଙ୍କର ପତ୍ନୀ ଙ୍କ ନାମ କ’ଣ ଅଟେ ?
ଉତ୍ତର;- ପାର୍ବତୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।