ବିଶ୍ୱାସ ହେବନି, କେବଳ ୨ ମିନିଟ ରେ ଦାନ୍ତ ଧଳା ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ,କିପରି ନିଜ ହଳଦିଆ ଦାନ୍ତ କୁ ଧଳା ଓ ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବା ର ଘରୋଇ ଉପାୟ । ବନ୍ଧୁଗଣ ଆଜି ଆମେ ଯେଉଁ ଉପାୟ ସମ୍ପର୍କରେ ଆପଣଙ୍କୁ କହିବା କୁ ଯାଉଛୁ ତାହା ଦ୍ୱାରା ଆପଣ କେବଳ ଗୋଟିଏ ସମସ୍ୟା ନୁହଁ ବରଂ ଅନେକ ସମସ୍ୟା ରୁ ମୁକ୍ତି ପାଇ ପାରିବେ । ଏହି ଉପାୟ ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ ସଫା ଧଳା ହେବା ସହିତ ଦାନ୍ତ ରେ ପୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ ।

ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । କିନ୍ତୁ ଆମେ ଯେଉଁ ଉପାୟ ଆପଣ ମାନଙ୍କୁ କହିବା କୁ ଯାଉଛୁ ତାହାଦ୍ୱାରା ଆପଣଙ୍କ ସବୁ ସମସ୍ୟା ର ସମାଧାନ ହେଇଯିବ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ ।

ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆମେ କହିବା ଉପାୟ ଦ୍ବାରା ଆପଣଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ । ଆପଣ ମାନଂକ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ । ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦନ୍ତା କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ୪ ଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି ଲବଙ୍ଗ, ଲୁଣ, ହଳଦୀ ଏବଂ ଲେମ୍ୱୁରସ । ଲବଙ୍ଗ ରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତ କୁ ଧଳା କରିବ ସହିତ ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ । ଲୁଣ ରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ଦାନ୍ତ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ହଳଦୀ ଦାନ୍ତ କୁ ସଫା ରଖିବାରେ ସହାୟକ ହୋଇଥାଏ ଏବଂ ଏହା ପ୍ରାକୃତିକ ଅଟେ । ଲେମ୍ବୁ ରସ ଦାନ୍ତ ରେ ଥିବା ହଳଦିଆପଣ କୁ ଦୂର କରିଥାଏ ଏବଂ ଏହା ଦାନ୍ତ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

୨. ତେବେ ବନ୍ଧୁଗଣ ଆପଣ ପ୍ରଥମେ ଲବଙ୍ଗ କୁ ନିଅନ୍ତୁ ଏବଂ ଏହାକୁ ହେମଦସ୍ତା ରେ ଛେଚି ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଲବଙ୍ଗ ର ଗୁଣ୍ଡ ରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ । ଶେଷରେ ଏଥିରେ ଅଧା ଲେମ୍ୱୁ ରସ ମିଶାନ୍ତୁ । ଏହି ମିଶ୍ରଣ ରେ ଆପଣ ଅଳ୍ପ ପାଣି ମିଶାନ୍ତୁ ଏବଂ ଆପଣ ଯେଉଁ ଟୁଥ ପେଷ୍ଟ କୁ ବ୍ୟବହାର କରନ୍ତି ତାହା ମିଶାନ୍ତୁ ।

୩. ବନ୍ଧୁଗଣ ଏହି ମିଶ୍ରଣ କୁ ଆପଣ ନିଜ ବ୍ରସ ରେ ଲଗାଇ ଭଲ ଭାବରେ ଦାନ୍ତ କୁ ଘସନ୍ତୁ । ଆପଣଙ୍କ ଦାନ୍ତ ଯଦି ଅଧିକ ଖରାପ ହୋଇଛି ତେବେ ଆପଣ ସପ୍ତାହ କୁ ଦୁଇ ଥର ପ୍ରୟୋଗ କରନ୍ତୁ । ଯଦି ଅଳ୍ପ ଖରାପ ହୋଇଛି ତେବେ ସପ୍ତାହ କୁ ଏହି ଉପଚର କୁ ଥରେ ପ୍ରୟୋଗ କରନ୍ତୁ । ଆପଣ ମାନେ ଏହି ଘରୋଇ ଉପଚାର ପ୍ରୟୋଗ କରିବା ଦ୍ବାରା ଆପଣଙ୍କୁ ଏହାର ଫାଇଦା ନିଶ୍ଚିତ ଭାବରେ ମିଳିବ ଏବଂ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *