Bollywood ର ଫେମସ ଭିଲିୟାନ Danny Denzongpa ଙ୍କ ଝିଅ ସୁନ୍ଦରତାରେ ନୁହଁନ୍ତି କୌଣସି ହିରୋଇନଙ୍କ ଠାରୁ କମ, ପ୍ରଥମ ନଜରରେ ହିଁ ହେଇଯିବେ ଦିବାନା

ବଲିଉଡ ରେ ଏମିତି ବହୁତ ଆକ୍ଟର ଅଛନ୍ତି ଯେଉଁମାନେ ନିଜର ନାମ ନେଗେଟିଭ ଚରିତ୍ର ରୁ ହିଁ ବନାଇଛନ୍ତି । ସେମାନେ ହିନ୍ଦୀ ସିନେମାରେ ନିଜର ଭିଲିୟନ କ୍ୟାରେକ୍ଟର ରୁ ବି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ସମୟର ଫେମସ ଖଳ ନାୟକ ଡ୍ୟାନୀ ଡେଞ୍ଜୋଗପା ଜଣେ ଅଭିନେତା, ଗାୟକ, ଓ ଜଣେ ଫିଲ୍ମ ନିର୍ଦ୍ଦେଶକ ବି ଅଟନ୍ତି । ସେ 1971 ପରେ ହାରାହାରି 190 ଟି ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କର ସର୍ବ ଶ୍ରେଷ୍ଟ ଖଳନାୟକ ଭୂମିକା ରହିଛି ଫିଲ୍ମ ଧୁନ୍ଦ, 36 ଘନ୍ଟେ, ବନ୍ଦିଶ, ଜିନେ ଦୋ, ଧର୍ମ ଅର କାନୁନ ଓ ଅଗ୍ନିପଥ ଆଦି ।

ଡ୍ୟାନୀ ଫିଲ୍ମ ରେ ମଧ୍ୟ ଗୀତ ଗାଇଛନ୍ତି । ସେ ରେଡିୟୋ ରେ କାମ କରୁଥିଲେ, ଯେତେବେଳେ ବଲିଉଡ ରେ ତାଙ୍କୁ ଫିଲ୍ମ ମିଳିବା ଆରମ୍ଭ ହେଇଗଲା ତେବେ ସେ ନିଜ ପରିଶ୍ରମ ବଳରେ ବଲିଉଡ ରେ ନିଜର ନାମ ବନାଇଲେ । ସେ ବଲିଉଡ ରେ ଆସିବା ପୂର୍ବରୁ ହିନ୍ଦୀ କହିବା ବି ଶିଖିଲେ । ଡ୍ୟାନୀ ସିକ୍କିମ ର ପ୍ରିନସେସ ଙ୍କୁ ବିବାହ କରିଛନ୍ତି ।

ଏବେ ତାଙ୍କର ଏକ ସୁନ୍ଦର ଝିଅ ଅଛି ଯାହାର ନାମ ପେମା ଡେଞ୍ଜୋଗପା । କିନ୍ତୁ ସେ ନିଜ ପିତାଙ୍କ ପରି ଆକଟିଂ କୁ ନିଜ କ୍ଯାରିୟର ରୂପରେ ବାଛି ନଥିଲେ ବରଂ ସେ ଜଣେ ବିଜିନେସ ୱୂମେନ ହେବାକୁ ଚାହାଁନ୍ତି । ଆପଣଙ୍କୁ କହି ଦେଉଛୁ କି ଅଭିନେତା ଡ୍ୟାନୀ ଙ୍କ କହିବା ଅଟେ କି ସେ ତାଙ୍କ ପୁଅ ଓ ଝିଅଙ୍କୁ ବଲିଉଡ ରେ ଲଞ୍ଚ କରି ତାଙ୍କର ରଚନାତ୍ମକ ସନ୍ତୁଷ୍ଟି ରୁ ତାଙ୍କୁ ବଞ୍ଚିତ କରିବାକୁ ଚାହାଁନ୍ତି ନାହିଁ । ସେ ଚାହାଁନ୍ତି କି ତାଙ୍କ ସାହାର୍ଯ୍ୟ ବିନା ହିଁ ସେମାନେ ନିଜ ଦମ ରେ ସଫଳତା ହାସଲ କରନ୍ତୁ ।

ଆକ୍ଟର ଡ୍ୟାନୀ ଏହା ମଧ୍ୟ କହିଲେ କି ନିଜ ପିଲାମାନଙ୍କୁ ସେ ଫିଲ୍ମ ଦେଇ ପାରିବେ ନାହିଁ । କାରଣ ଏହା ଦ୍ଵାରା ତାଙ୍କୁ ସାଟିସଫେକ୍ସନ ମିଳିବ ନାହିଁ ଓ ସେ ଚାହାଁନ୍ତି କି ନିଜ ପିଲାମାନଙ୍କୁ ତାଙ୍କ ପରିଶ୍ରମ ବଳରେ ସଫଳତା ମିଳୁ । ଯାହା ଦ୍ଵାରା ତାଙ୍କୁ ସାରା ଜୀବନ ଏହି କଥା ଉପରେ ସନ୍ତୁଷ୍ଟି ରହିବ କି ସେ ଯାହା ବି କରିଛନ୍ତି ନିଜ ଦମ ରେ କରିଛନ୍ତି ।

ଆପଣଙ୍କୁ କହି ଦେଉଛୁ କି ଆକ୍ଟର ଡ୍ୟାନୀ ଙ୍କର 2 ଜଣ ପିଲା ଅଛନ୍ତି, ପୁଅ ରଞ୍ଜନ ଆକ୍ଟର ଓ ବିଜିନେସ ମ୍ୟାନ ହେବାକୁ ଚାହାଁନ୍ତି ଓ ଏଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ସେ ବହୁତ ଶୀଘ୍ର ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ କେବେ ବି ଫିଲ୍ମ ରେ ଆସିବାକୁ ଚାହୁଁନଥିଲେ କିନ୍ତୁ ଟାଇଗର ଶ୍ରଫ ଙ୍କ ଫିଲ୍ମ ହୀରୋ ପନ୍ତି ଦେଖିବା ପରେ ସେ ନିଜର ପ୍ଳାନ ଚେଞ୍ଜ କରିନେଲେ ଓ ସେ ଫିଲ୍ମରେ ଆସିବାର ମନ କରିନେଲେ ।

ଆକ୍ଟର ଡ୍ୟାନୀ ଙ୍କ ଝିଅ ପେମା ହାରାହାରି 24 ବର୍ଷର ଅଟନ୍ତି ଓ ଦେଖିବାକୁ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । କିନ୍ତୁ ତାଙ୍କର ବଲିଉଡ ରେ ଆସିବାର ମନ ବିଲକୁଲ ନାହିଁ । ଆପଣଙ୍କୁ କହି ଦେଉଛୁ କି ପେମା ଲଣ୍ଡନ ସ୍କୁଲ ଅଫ ୟୁନିଭର୍ସିଟି ରୁ ବିଏ ପଢୁଛନ୍ତି ଓ ସେ ନିଜ କ୍ଯାରିୟର ଏକ ବିଜିନେସ ୱୂମେନ ରୂପରେ ବନାଇବାକୁ ଚାହାଁନ୍ତି । ତାଙ୍କ ପିତା ମଧ୍ୟ ନିଜ ପିଲାଙ୍କ ନିସ୍ପତି ରେ ତାଙ୍କ ସହିତ ଅଛନ୍ତି ।

ତେବେ ଆପଣଙ୍କୁ ଆକ୍ଟର ଡ୍ୟାନୀ ଙ୍କ ଆକ୍ଟିଙ୍ଗ କେମିତି ଲାଗେ ଓ ତାଙ୍କ ଝିଅ ଆପଣଙ୍କୁ କେମିତି ଲାଗିଲେ ଆମକୁ କମେଣ୍ଟ କରି ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *