‘Dangal’ ଗର୍ଲ ଫାତିମା ସନା ସେଖ କହିଲେ ବଲିଉଡ ର ନିନ୍ଦନୀୟ ସତ, ତାଙ୍କ ସହିତ ହେଉଥିଲା ଏହି ଖରାପ କାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡରେ ବହୁତ କମ ସମୟ ମଧ୍ୟରେ ସଫଳତା ପାଇଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଫାତିମା ସନା ସେଖ ।

ବନ୍ଧୁଗଣ ଫାତିମା ବଲିଉଡ ସୁପର ହିଟ ଫିଲ୍ମ ‘ଦଙ୍ଗଲ’ରୁ ନିଜର ଡେବ୍ୟୁ କରିଛନ୍ତି । ସେ ନିଜ ଦମରେ ବଲିଉଡରେ ନିଜର ସ୍ଥାନ କରିପାରିଛନ୍ତି । ଫାତିମା ସୋସିଆଲ ମିଡିଆରେ ଅଧିକାଂଶ ସମୟ ଚର୍ଚାରେ ରହନ୍ତି । ହେଲେ ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ଫାତିମା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ନିଜ ବଲିଉଡ କାରିୟର ବିଷୟରେ କହିଥିଲେ ।

ଫାତିମା ବହୁତ ରିଜେକ୍ସନ ଓ କାଷ୍ଟିଙ୍ଗ କାଉଚର ସାମ୍ନା କରିଛନ୍ତି । ଯାହାଫଳରେ ତାଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ କରିବାକୁ ପଡିଛି । ଆଜିଆମେ ଆପଣ ମାନଙ୍କୁ ଫାତିମାଙ୍କ ବଲିଉଡ କାରିୟର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଫାତିମା ଏହି କିଛି ଦିନ ତଳେ ନିଜ ପର୍ଶନାଲ ଲାଇଫ ବିଷୟରେ ବହୁତ କିଛି କଥା କହିଥିଲେ । ତାଙ୍କ ମତରେ, ତାଙ୍କୁ ବହୁତ ଥର ଏହା ଶୁଣିବାକୁ ମିଳିଥିଲା ଯେ, ସେ କେବେହେଲେ ଏକ ଅଭିନେତ୍ରୀ ହୋଇପାରିବେ ନାହିଁ । ବହୁତ ଲୋକମାନେ ଫାତିମାଙ୍କୁ ଏହିପରି କଥା କହି ତାଙ୍କର ମନୋବଳକୁ ଦୁର୍ବଳ କରାଇଥିଲେ । ସେ ଆଜି ନିଜ ପଛ ଜୀବନ କଥା ଭାବି କହିଥିଲେ ଯେ, ଏହି ଲୋକମାନଙ୍କ ପାଇଁ କେବଳ ଦୀପିକା ଓ ଐଶ୍ଵର୍ଯ୍ୟ ରାୟ ଆଦି ଅଭିନେତ୍ରୀ ହେଉଛନ୍ତି ଷ୍ଟାର । ଫାତିମା ଏହି ଲୋକମାନଙ୍କର ଭାବନାରେ ଫିଟ୍ ହୁଅନ୍ତି ନାହିଁ ।

ଫାତିମାଙ୍କ ମତରେ ମଣିଷ ମାନଙ୍କ ପାଇଁ ଫିଲ୍ମ କରାଯାଇଥାଏ, ଯାହା ସୁପର ମଡେଲ ନୁହେଁ ଏକ ମଣିଷର ଜୀବନ ଉପରେ ଆଧାରିତ ହୋଇଥାଏ । ଫାତିମା ଙ୍କ ମତରେ ‘ତାଙ୍କୁ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ବହୁତ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା । ଯାହାଫଳରେ ତାଙ୍କୁ କାମ ମିଳିନଥିଲା । ସେ କହିଥିଲେ ଯଦି ଆମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କାଷ୍ଟିଙ୍ଗ କାଉଚ ଆଦି ସମସ୍ଯା ଦେଖାଦେଉଛି ତା ହେଲେ ଅନ୍ୟ ସ୍ଥାନରେ ମଧ୍ୟ କାଷ୍ଟିଙ୍ଗ କାଉଚ ପାଇଁ ଲୋକମାନେ ସମସ୍ଯାର ସମ୍ମୁଖୀନ ନିଶ୍ଚୟ ହେଉଥିବେ’ ।


ଫାତିମା କାଷ୍ଟିଙ୍ଗ କାଉଚର ବିରୋଧରେ ଥିଲେ, ସେଥିପାଇଁ ତାଙ୍କୁ ଫିଲ୍ମରେ କାମ ମିଳୁ ନଥିଲା । ହେଲେ ସେ ବର୍ତ୍ତମାନ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହା ସହିତ ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକଙ୍କ ମନକୁ ଜିତିବାରେ ସକ୍ଷମ ହୋଇପାରିଛନ୍ତି । ଆଜି ସେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *