TV ସିରିଏଲ ‘ଇମଲି’ ରେ ସିଧା ସାଧା ଦେଖା ଯାଉଥିବା ଏହି Actress ଅସଲ ଜୀବନରେ ଅଟନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆପଣ ମାନେ ଷ୍ଟାରପ୍ଲସ ର ଲୋକପ୍ରିୟ ସିରିଏଲ ‘ଇମିଲି’ ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲରେ ଇମିଲିର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀ ଜଣକ ସିରିଏଲରେ ବହୁତ ସିଧା ସାଧା ନଜର ଆସୁଛନ୍ତି ହେଲେ ବନ୍ଧୁଗଣ ସେ ରିଅଲ ଲାଇଫରେ ବହୁତ ଅଲଗା ନଜର ଆସନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଇମିଲିର ଭୂମିକା ପଦର୍ଶନ କରିଥିବା ମୁଖ୍ୟ ଅଭିନେତ୍ରୀଙ୍କ ନାମ ହେଉଛି ସୁମବୁଲ ତାଉକୀର । ସୁମବୁଲଙ୍କ ଜନ୍ମ ୧୬ ଡିସେମ୍ବର ୨୦୦୨ ମସିହାରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା । ହେଲେ ସେ ପିଲା ବେଳରୁ ନିଜ ବାପା ଓ ମାଙ୍କ ସହ ମୁମ୍ବାଇକୁ ସିଫ୍ଟ ହୋଇଯାଇଥିଲେ । ସେ ବର୍ତ୍ତମାନ ମୁମ୍ବାଇରେ ନିଜ ପାଠ ପଢାକୁ ଜାରି ରଖିଛନ୍ତି ।


ସୁମବୁଲ ନିଜ ଅଭିନୟ କାରିୟର ସିରିଏଲ ‘ଯୋଦ୍ଧା ଆକବର’ରେ ମେହେତାବର ଭୂମିକା ପଦର୍ଶନ କରି ଆରମ୍ଭ କରିଥିଲେ । ଏହି ସିରିଏଲରେ ଦର୍ଶକ ମାନେ ସୁମବୁଲଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ ଓ ଏହି ସିରିଏଲ ପରେ ସେ ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ସିରିଏଲ ଶୁଭାଦାର ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲଟି ୨୦୧୮ରେ ଆସିଥିଲା ।

ଏହି ସିରିଏଲ ପରେ ସେ ୨୦୧୯ରେ ଆସିଥିବା ଫିଲ୍ମ ‘ଆର୍ଟିକିଲ ୧୫’ରେ ଆୟୁଷ୍ମାନ ଖୁରାନାଙ୍କ ସହ ଅଭିନୟ କରିଥିଲେ । ଏହି ଫିଲ୍ମରେ ସେ ଆମାଲିର ଭୂମିକା ପଦର୍ଶନ କରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଭୂମିକାକୁ ବହୁତ ଅଧିକ ପସନ୍ଦ କରିଥିଲେ । ବର୍ତ୍ତମାନ ସେ ‘ଇମିଲି’ ସିରିଏଲରେ ନଜର ଆସୁଛନ୍ତି । ଏହି ସିରିଏଲରେ ସେ ଏକ ଗାଁରେ ରହୁଥିବା ସିଧା ସାଧା ଝିଅର ଭୂମିକା ପଦର୍ଷ୍ଣ କରୁଛନ୍ତି । ହେଲେ ବନ୍ଧୁଗଣ ଅଭିନେତ୍ରୀ ସୁମବୁଲ ତାଙ୍କ ରିଅଲ ଲାଇଫରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ଏହି ସିରିଏଲରେ ସେ ବହୁତ ସିଧା ସାଧା ଲୁକ୍ ରେ ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ରିଅଲ ଲାଇଫରେ ସେ ବହୁତ ଅଧିକ ଷ୍ଟାଇଲିସ ନଜର ଆସନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ସେ ଏହି କିଛି ଦିନ ହେବ ବହୁତ ଚର୍ଚାରେ ଅଛନ୍ତି । ସୁମବୁଲଙ୍କ ଅଭିନୟ ଓ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ଓ ସୋସିଆଲ ମିଡିଆରେ ମଧ୍ୟ ସୁମବୁଲଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସୁମବୁଲଙ୍କ ଅଭିନୟ କେମିତି ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *