ଡାକ୍ତର କାହାନ୍ତି ପଚାରିଲେ ଅଭଦ୍ରାମୀ କରୁଛନ୍ତି ମ୍ଯାଡାମ ! କହୁଛନ୍ତି ‘ତୁ ମତେ ଜାଣିନୁ ବୋଧେ, ମୁଁ ଯଦି ଚାହିଁବି ତୁମକୁ….’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକ୍ତର କାହାନ୍ତି ପଚାରିଲେ ଅଭଦ୍ରମୀ କରୁଛନ୍ତି ମ୍ଯାଡାମ । ତେବେ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ଯେଉଁଠାରେ ହେଲ୍ଥ ଟେକ୍ସଟରେ ବସିଥିବା ମ୍ଯାଡାମଙ୍କୁ ଯେତେବେଳେ ଡାକ୍ତର କାହାନ୍ତି ବୋଲି ପଚରା ଯାଇଥିଲା । ସେତେବେଳେ ମ୍ଯାଡାମ ତାହାର କିଛି ଉତ୍ତର ନଦେଇ ଓଲଟା ଜବାବ ଦେବାକୁ ଲାଗିଥିଲେ । ତେବେ ପ୍ରତିଦିନ ବହୁ ସଂଖ୍ୟକ କୌଣସି ନା କୌଣସି ସ୍ଵାସ୍ଥ ସମାସ୍ୟାରେ ପୀଡିତ ଲୋକେ ଡାକ୍ତରଖାନାକୁ ଆସିଥାନ୍ତି ।

ତେବେ ଡାକ୍ତରଖାନାରେ ମଧ୍ୟ ଅନେକ ଡାକ୍ତର ନିଜ ନିଜ ଜୋନରେ ଉପସ୍ଥିତ ରହି ରୋଗୀଙ୍କର ଚିକିତ୍ସା କରିଥାନ୍ତି । ତେବେ ସେହିପରି ଏକ ହସ୍ପିଟାଲରେ ଲୋକମାନେ ନିଜ ନିଜର ସମସ୍ଯା ନେଇ ହସପିଟାଲକୁ ଆସିଛନ୍ତି । ହେଲେ ସେଠାରେ ଆସିଥିବା ଲୋକମାନେ ଡାକ୍ତର କାହାନ୍ତି ବା ଡାକ୍ତରଙ୍କ ବିଷୟରେ କିଛି ପଚାରିବା ପାଇଁ ଡାକ୍ତରଖାନାରେ ଉପସ୍ଥିତ ଥିବା ହେଲ୍ଥ ଟେକ୍ସଟକୁ ପଚରା ଯାଇଥିଲା ।

ତେବେ ସେଠାରେ ରହିଥିବା ମ୍ଯାଡାମ କିନ୍ତୁ ଡାକ୍ତର କୋଊଠି ଅଛନ୍ତି କି ନାହିଁ । ଭଲ ଭାବରେ କିଛି ନକହି ଲୋକମାନଙ୍କ ସହ ଖରାପ ଆଚରଣରେ କଥା ହୋଇଥିଲେ । ଯେଉଁଥି ପାଇଁ ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ମ୍ଯାଡାମଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇଯାଇଥିଲେ ।

ତାପରେ ମ୍ଯାଡାମଙ୍କ ସହିତ ଜଣେ ବ୍ୟକ୍ତିଙ୍କର ପାଟିତୁଣ୍ଡ ମଧ୍ୟ ହୋଇଯାଇଥିଲା । ସେତେବେଳେ ମ୍ଯାଡାମ ଜଣଙ୍କ ରାଗତମତମ ହୋଇ ଖରାପ ଆଚରଣରେ ଅନ୍ୟ ବ୍ୟକ୍ତି ମାନଙ୍କୁ କଥା କହୁଥାନ୍ତି । ଲୋକଙ୍କ ସହ ଅଯଥା ଯୁକ୍ତି ତର୍କ ମଧ୍ୟ କରୁଥାନ୍ତି । ମ୍ଯାଡାମ ରାଗିକି ଲୋକଙ୍କୁ କହୁଥାନ୍ତି । ତମେ ଜାଣିନ ମୁଁ କିଏ ।

ତେବେ ଏପରି ଖରାପ ଆଚରଣ ସହକାରେ ମ୍ଯାଡାମ ଜଣଙ୍କ ଡାକ୍ତରଖାନା କୁ ଆସିଥିବା ବ୍ୟକ୍ତି ମାନଙ୍କ ସହିତ କଥା ହେଉଥାନ୍ତି । ତେବେ ସେଠାରେ ଯଦି କିଛି ବ୍ୟକ୍ତି ମ୍ଯାଡାମଙ୍କୁ ଡାକ୍ତରଙ୍କ ବିଷୟରେ ପଚାରିଲେ । ଆପଣ କହିବେନି ତ ଆଉ କିଏ କହିବେ ବୋଲି କହିଥିଲେ । ସେତେବେଳେ ମ୍ଯାଡାମ ନିଜର କିଛି ପ୍ରତିକ୍ରିୟା ସେଠାରେ ଦେବାକୁ ଉଚିତ ମନେ କରିନଥିଲେ ।

ଓଲଟା ମ୍ଯାଡାମ ଜଣଙ୍କ ପୁରା ଚୁପ ରହିଯାଇଥିଲେ । ଯିଏ ଯେତେ କଥା ପ୍ରଶ୍ନ ମ୍ଯାଡାମଙ୍କୁ ପଚାରିଥିଲେ । ମ୍ଯାଡାମ କାହାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଜରୁରୀ ମନେ କରୁଣାଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *