ରାଶିଫଳ 8 ମେ 2020, ମା ଦୂର୍ଗାଙ୍କ ଆଶୀର୍ବାଦରୁ ଆଜି ଏହି 3ଟି ରାଶି ହେବେ ମାଲାମାଲ, ସବୁ ଇଚ୍ଛା ପୂରଣ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 8 ମେ 2020 ଶୁକ୍ରବାରର ରାଶିଫଳ ।

ମେଷ

mesha rashi

ଆଜି ଏହି ରାଶିର ଲୋକଙ୍କୁ ନୂଆ ଶକ୍ତିର ଅନୁଭବ ହେବ । ମା ଲକ୍ଷ୍ମୀ ଙ୍କ କୃପାରୁ ଆଜି ଆପଣଙ୍କୁ ଧନ ଲାଭ ହେବ । ଆପଣ ନିଜର କୌଣସି ବଡ ଦାୟିତ୍ଵରୁ ମୁକ୍ତି ପାଇ ପାରନ୍ତି । ବ୍ୟବସାୟରେ ଲାଭ ହେବ । ପିଲା ଏବଂ ବୃଦ୍ଧା ଆପଣଙ୍କ ସାଙ୍ଗରେ ଅଧିକ ସମୟ କାଟିବା ପାଇଁ ଆପଣଙ୍କୁ କହି ପାରନ୍ତି । ନୂଆ କାମରେ ସଫଳତା ମିଳିବ । ଭାଇ ବନ୍ଧୁ ଏବଂ ପଡୋଶୀ ମାନଙ୍କ ସହିତ ଭଲ ସବନ୍ଧ ରହିବ ।

ବୃଷ

brusha rashi

ଆଜି ଆପଣଙ୍କର ହଠାତ ଧନ ଲାଭ ହେବା ସହିତ ଘରେ ସୁଖ ସମୃଦ୍ଧି ମଧ୍ୟ ବଢିବ । ଯଦି ଆପଣ କୌଣସି ପରିସ୍ଥିତି କୁ ଡରି ସେଠାରୁ ପଳାଇଯିବେ ତାହେଲେ ସେ ଆପଣଙ୍କ ପିଛା କେବେ ହେଲେ ଛାଡିବ ନାହିଁ । ସାମାଜିକ ସ୍ତରରେ ଆପଣ ଆଗ ଅପେକ୍ଷା ଅଧିକ ସକ୍ରିୟ ହୋଇ ପାରନ୍ତି । କାର୍ଯ୍ୟକ୍ଷେତ୍ର ରେ ଆପଣ ନିଜର କାମ ଦ୍ଵାରା ମାଲିକକୁ ପ୍ରଭାବିତ କରିବେ । ଆପଣଙ୍କ ରାଗ ପାଇଁ ଆପଣଙ୍କୁ ଅନୁତାପ କରିବା ପାଇଁ ପଡିବ ।

ମିଥୁନ

mithuna rashi

ଆଜି ଏହି ରାଶିର ଲୋକମାନଙ୍କୁ ସଫଳତା ପାଇଁ ପାଇଁ ଅଧିକ ପରିଶ୍ରମ କରିବା ସହିତ ସଚେତନ ରହିବା ପାଇଁ ପଡିବ । ଚାକିରି ପାଇଁ ବି ଆପଣଙ୍କୁ କଷ୍ଟ କରିବାକୁ ପଡିପାରେ । ଯଦି ଆପଣ ସଫଳ ହେବା ପାଇଁ ଚାହୁଁଛନ୍ତି ତାହଲେ ଅଯୋଥା ଝଗଡାରେ ନପଡି ନିଜର ପରିଶ୍ରମ ଉପରେ ଧ୍ୟାନ ରଖନ୍ତୁ । ହଠାତ ଅଧିକ ଖର୍ଚ ହୋଇପାରେ । ଆଜି ବାଦ ବିବାଦ ହେବା ଦ୍ଵାରା ମତଭେଦ ହୋଇପାରେ । ସରକାରୀ ଚାକିରି କରିଥିବା ଲୋକଙ୍କୁ ନିଜର କାମ ଦ୍ଵାରା ପରିଚୟ ମିଳିପାରେ ।

କର୍କଟ

karkat rashi

ଆର୍ଥିକ ରୂପରେ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବା ସହିତ ଭାଗ୍ୟର ସହଯୋଗ ମଧ୍ୟ ମିଳିବ । ବରିଷ୍ଠ ମାନଙ୍କର ପ୍ରଭାବ କାମରେ ସଫଳତା ହାସଲ କରାଇବ । ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ଆପଣ ସବୁ କାମକୁ ଠିକ ଭାବେ କରିବେ । ପ୍ରତିଯୋଗୀ ମାନଙ୍କୁ ଆପଣ ପରାସ୍ତ କରି ପାରିବେ । କାମରେ ମନ ଲାଗିବ ନାହିଁ । ଚାକିରି ଏବଂ ବ୍ୟବସାୟରେ ଲୋକ ଭୁଲ ନିଷ୍ପତ୍ତି ବି ନେଇ ପାରନ୍ତି ।

ସିଂହ

singha rashi

ଆଜି ଆପଣ ବହୁତ ବ୍ୟସ୍ତତା ଭିତରେ ରହିବେ । ଆୟ ମଧ୍ୟମ ଧରଣର ରହିବ । ଅଧିକ ପ୍ରୟାସ କରିବାକୁ ହେବ । ଅଧର୍ଜ୍ୟ ହୋଇ କୌଣସି କାମ କରନ୍ତୁ ନାହିଁ । ସନ୍ତାନ ମାନଙ୍କ କାମରେ ଅଧିକ ଖର୍ଚ କରିବାକୁ ପଡିପାରେ । କୌଣସି ନୂଆ ଜିନିଷ ବିଷୟରେ ଜାଣିବା ପାଇଁ ଆପଣ ଇଚ୍ଛା କରିପାରନ୍ତି । ନିବେଶ ଦୃଷ୍ଟିରୁ ଆଜିର ଦିନଟି ଭଲ ଅଛି । ଚାକିରି କ୍ଷେତ୍ରରେ ଉଚ ଅଧିକାରୀଙ୍କ ସହିତ ସାବଧାନର ସହିତ କାମ କରନ୍ତୁ । ସ୍ଵାଭିମାନ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କନ୍ୟା

kanya rashi

ଆଜି ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଯଦି ଆପଣଙ୍କର ପୈତୃକ ସମ୍ପତିରେ କୌଣସି ଆଶା ଥିବ ତାହଲେ ଆଜି ତାହା ପୁରା ହେବ । ଆପଣଙ୍କର ମିଠା କଥା ଦ୍ଵାରା କୌଣସି ମହିଳା ଆପଣଙ୍କ ଆଡକୁ ଆକର୍ଷିତ ହୋଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସାବଧାନ ରହିବାକୁ ହେବ । କିଛି ନଭାବି କାହାକୁ କିଛି କଥା ଦିଅନ୍ତୁ ନାହିଁ । ବଡ ଲୋକ ଏବଂ ଉଚ ପଦାଧିକାରୀ ଙ୍କର କୃପା ଦୃଷ୍ଟି ରହିବା କାରଣରୁ ଆପଣ ମାନସିକ ରୂପେ କୌଣସି ବୋଝରୁ ମୁକ୍ତି ପାଇବେ ।

ତୁଳା

tula rashi

ସମାଜରେ ଆପଣଙ୍କର ମାନ ସଂମ୍ମାନ ବଢିବ । ଚାକିରି କରିଥିବା ଲୋକଙ୍କର ଆୟରେ ବୃଦ୍ଧି ହେବା ସହିତ ପ୍ରମୋଶନ ହେବାର ମଧ୍ୟ ସମ୍ଭାବନା ଅଛି । ଅଫିସ ବା ଘରେ ଆପଣ କିଛି ନୂଆ ପରିବର୍ତ୍ତନ ହେବାର ଦେଖିବେ । ମାଙ୍ଗଳିକ କାମରେ ଯୋଗ ଦେବେ । ଜୀବନସାଥୀ ଏବଂ ସନ୍ତାନ ଦ୍ଵାରା ଲାଭ ହେବ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବା କାରଣରୁ ଆପଣ ବହୁତ ଖୁସି ହେବେ ।

ବିଛା

bichha rashi

କ୍ୟାରିୟର ପାଇଁ ଆଜିର ଦିନ ଶୁଭ ରହିବ ଏବଂ ଆପଣଙ୍କୁ ସଫଳତା ନିହାତି ମିଳିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣ ପାର୍ଟି କରିବା ପାଇଁ ଚାହୁଁଛନ୍ତି ତାହଲେ ଆପଣ ନିଜର ଭଲ ଭଲ ସାଙ୍ଗଙ୍କୁ ଡାକନ୍ତୁ । ଆପଣ ନିଜର ସବୁ ଲକ୍ଷକୁ ଭଲ ଭାବରେ ପୁରା କରିପାରିବେ । ଏହା ସହିତ ଏହା ଆପଣଙ୍କର ଉର୍ଣ୍ଣତି ର ଏକ ଭଲ ମୌକା ବି ହେବ । କିଛି କ୍ଷେତ୍ରରେ ଆପଣଙ୍କୁ ସମସ୍ୟାର ସାମନା କରିବାକୁ ପଡିପାରେ ।

ଧନୁ

dhanu rashi

ଆଜି ଆପଣଙ୍କୁ ନିଜର ଭଲପାଇବା ମିଳିପାରେ । ଏଥିପାଇଁ ଆପଣଙ୍କୁ ପରିବାରଏ କୌଣସି ସଦସ୍ୟ ଙ୍କର ସାହାଯ୍ୟ ନେବାକୁ ପଡିପାରେ । ମହିଳା ଏବଂ ଛାତ୍ର ମାନେ ସଫଳ ହେବେ । ଆପଣ ଅନ୍ୟ ଲୋକଙ୍କୁ ଅତି ସହଜରେ ନିଜ ଆଡକୁ ଆକର୍ଷିତ କରି ପାରିବେ । ପଇସାକୁ ନେଇ ସାବଧାନ ରୁହନ୍ତୁ । କ୍ଷତ ହେବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବେ ।

ମକର

makar rashi

ଆଜି ଆପଣଙ୍କ ହାତରେ ଯେଉଁ କାମ ଅଛି ତାକୁ ସାରିବା ପାଇଁ ଅଧିକ ସମୟ ଲାଗିବ । ପୁରୁଣା ପରିଚିତ ଲୋକ ଆପଣଙ୍କ ସହିତ ସମ୍ପର୍କ କରି ପାରନ୍ତି । କାମରେ ଆପଣଙ୍କୁ ସଫଳତା ମିଳିପାରେ । ନିଜର ପ୍ରିୟ ଜିନିଷ ଖୋଜିବାରେ ସମୟ ବର୍ବାଦ କରନ୍ତୁ ନାହିଁ । କାମକୁ ସମାଧାନ କରିବା ପାଇଁ ନିଜର ହୁସିୟାରି ଏବଂ ପ୍ରଭାବର ବ୍ୟବହାର କରନ୍ତୁ । ଅନ୍ୟ ଲୋକଙ୍କ ସହିତ ଅସହମତି ହୋଇ ପାରନ୍ତି ।

କୁମ୍ଭ

kumbha rashi

ଯେଉଁ ଲୋକ ସରକାରୀ ଚାକିରି କରିଛନ୍ତି ସେମାନଙ୍କର ପ୍ରମୋଶନ ହୋଇ ପରେ ଏବଂ ଆୟରେ ବୃଦ୍ଧି ହେବ । ଆଜି କୌଣସି ନିବେଶ କରନ୍ତୁ ନାହିଁ । ଆପଣଙ୍କର ମୁଲ୍ୟବାନ ସମୟ ନିଜର ପିଲା ମାନଙ୍କ ସହିତ କାଟନ୍ତୁ । ଏହା ସବୁଠାରୁ ଭଲ ରହିବ । ଆପଣଙ୍କ କେଉଁଠି ଫସି ଥିବା ପଇସା ଆପଣଙ୍କୁ ମିଳିପାରେ । ଯଦି ଆପଣ ପରିବାରରେ ଶାଣିତ ରଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ନିଜ ସ୍ତ୍ରୀ ଙ୍କୁ ଖୁସି ରଖିବାକୁ ହେବ ।

ମୀନ

mina rashi

ଆଜି ଆପଣ ନିଜ କଥାରେ ଆପଣଙ୍କ ବନ୍ଧୁଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିପାରନ୍ତି । ଆଜି ଆପଣ ନିଜର କଥାକୁ ଠିକ ଭାବରେ କହି ପାରନ୍ତି । ବ୍ୟବସାୟୀ ମାନଙ୍କ ପାଇଁ ହୀରା, କୋଇଲା ଆଦି କ୍ଷେତ୍ରରେ ଲାଭ ମିଳିପାରେ । ଆପଣଙ୍କ ଜୀବନ ବହୁତ ସହଜ ଏବଂ ସାମାନ୍ୟ ରହିବ ତାହେଲେ ଏହା ଆପଣଙ୍କ ପାଇଁ ଭଲ ଅଟେ । ହଠାତ ଆସିଥିବା ଦାୟିତ୍ଵ ଆପଣଙ୍କ ଯୋଜନାରେ ବାଧା ଆଣି ପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *