ଚୋରି କରିବା ପାଇଁ ଆସିଥିଲା ! କିନ୍ତୁ କରିଲା କିଛି ଏମିତି କାମ କି ଜିତିନେଲା ସମସ୍ତଙ୍କ ହୃଦୟ ! ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଡିଜିଟାଲ ଦୁନିଆରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରି ଏହି ସବୁ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଏହି ଘଟଣାଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକ ଲୋକ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଚୋର କଥା ଶୁଣିଲେ ଆପଣଙ୍କ ମନରେ ଭୟ ସୃଷ୍ଟି ହୋଇପାରେ।

କିନ୍ତୁ ଆପଣଙ୍କୁ ଏମିତି ଏକ ଚୋର କଥା କହିବୁ ଯାହାକୁ ଶୁଣିବା ପରେ ଆପଣଙ୍କ ହୃଦୟ ଖୁସିରେ ଖେଳି ଉଠିବ । କାରଣ ଚୋର ଚୋରୀ କରିବାକୁ ଆସି ଏକ ଘରେ ରାତିରେ ଶୋଇବା ସହିତ ଖାଇବା ଏବଂ ଗାଧୋଇବା ଭଳି କାର୍ଯ୍ୟ କରିଥିଲା । ପରେ ସେ ଘରୁ ଫେରିବା ପରେ ଘର ମାଲିକଙ୍କୁ ୧୫ ହଜାର ଟଙ୍କା ଦେଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆମେରିକାର ମେକ୍ସିକୋ ସହରରେ ଘଟିଥିବାର ଜଣା ପଡିଛି ।

ଘଟଣା ଅନୁସାରେ ଆମେରିକାର ମେକ୍ସିକୋ ସାହରରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଝରକା କାଚ ଭାଙ୍ଗି ଏକ ଚୋର ଘର ଭିତରକୁ ପ୍ରବେଶ କରିଥିଲା । ଚୋର ପାଖରେ ଏକ ବନ୍ଧୁକ ମଧ୍ୟ ଥିଲା ହେଲେ ଚୋର ଘରେ ପଶିବା ବେଳେ କେହି ବି ଘରେ ନଥିଲେ । ଚୋରଟି ଘରେ ପଶିବାର କିଛି ଘଣ୍ଟା ପରେ ଘର ଲୋକ ଫେରି ଥିଲେ । ପରେ ଘର ଲୋକ ଯାହା ଦେଖିଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା ।

ଚୋରଟି ଘରେ ଖାଦ୍ୟ ଖାଇବା ସହ ଗାଧୋଇ ସୋଇ ପଡିଥିଲା । ଏହା ପରେ ସେ ଘରୁ ବାହାରିବା ବେଳେ ଘର ମାଲିକଙ୍କୁ ୧୫ ହଜାର ଟଙ୍କା ଦେଇଥିଲା । ତେବେ ଝରକା ଭାଙ୍ଗି ଥିବାରୁ ସେ ୧୫ ହଜାର ଟଙ୍କା କ୍ଷତି ପୂରଣ ଦେଇଥିବା ଘର ମାଲିକ କହିଛନ୍ତି । ଅନ୍ୟ ପଟରେ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଚୋରକୁ ଧରିବାରେ ସକ୍ଷମ ହୋଇଛି ଏବଂ ଚୋର ମଧ୍ୟ ନିଜ ଭୁଲ ସ୍ଵୀକାର କରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *