TV ସିରିଏଲ Choti Bahu ରେ ନଜର ଆସିଥିବା ଏହି 3 ଜଣ ଷ୍ଟାର ଆଜି 8 ବର୍ଷ ପରେ ବହୁତ ବଦଳି ଯାଉଛନ୍ତି, ଦେଖା ଯାଉଛନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଇଥିବା ଲୋକପ୍ରିୟ ସିରିଏଲ ‘ଛୋଟି ବୋହୁ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଏକ ଲଭଷ୍ଟୋରି ଥିଲା । ଏହି ସିରିଏଲରେ ଦୁଇଜଣ ଭଉଣୀଙ୍କ ସହିତ ଏକ ରୋମାଣ୍ଟିକ କପଲଙ୍କ କାହାଣୀ ମଧ୍ୟ ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ଏହି ସିରିଏଲକୁ ଦେଖିବା ପାଇଁ ବହୁତ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଆଜିକୁ ଏହି ସିରିଏଲ ୮ ବର୍ଷ ହେବ ବନ୍ଦ ହୋଇ ସାରିଛି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କେତେକ ଲୋକପ୍ରିୟ କଳାକାର ମାନଙ୍କ ବିଷୟରେ କହବାକୁ ଯାଉଛୁ ।

ଏହି କଳାକାର ମାନଙ୍କ ମଧ୍ୟରେ କେତେଜଣ ନିଜ କାରିୟରକୁ ଆଗକୁ ନେଇ ଥିଲେ ତ ଅନ୍ୟ କେତେ ଜଣ ଏହି ସିରିଏଲ ପରେ ଟେଲିଭିଜନ ଦୁନିଆକୁ ତ୍ୟାଗ କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।


କୀର୍ତି ଗିକ୍ୱାଡ କେଲକର- ଏହି ସିରିଏଲରେ ଅଭିନେତ୍ରୀ କୀର୍ତି ମୃଣାଳିନୀ ର ଭୂମିକାରେ ନଜର ଆସିଥିଲେ । କୀର୍ତିଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ । ଏହି ସିରିଏଲ ପରେ କୀର୍ତି ଅନ୍ୟ କେତେକ ସିରିଏଲ ମଧ୍ୟ ଅଭିନୟ କରିଥିଲେ ।

ହେଲେ ଆଜି ‘ଛୋଟି ବୋହୁ’ ସିରିଏଲଟି ଶେଷ ହେବାର ୮ ବର୍ଷ ହୋଇସାରିଛି, ସେହି ଦ୍ରୁଷ୍ଟିରୁ ଏହି ୮ ବର୍ଷ ପରେ କୀର୍ତି ବହୁତ ଅଧିକ ବଦଳି ଯାଇଛନ୍ତି । ଆଜିକୁ କୀର୍ତି ୪୬ ବର୍ଷ ବୟସର ହୋଇ ସାରିଛନ୍ତି ଓ କେଶା ନାମକ ଏକ ପିଆର ମା ମଧ୍ୟ ଅଟନ୍ତି ।

ବେନାଫ ଦଦଚାନ୍ଦଜି- ଏହି ସିରିଏଲରେ ବେନାଫ ବର୍ଖାର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସିଲ କରିଥିଲେ । ଦର୍ଶକ ମାନେ ତାଙ୍କର ଭୂମିକାକୁ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲକୁ ଶେଷ ହେବାର ୮ ବର୍ଷ ହୋଇସାରିଛି, ଏହି ୮ ବର୍ଷ ପରେ ବେନାଫ ମଧ୍ୟ ବହୁତ ମାତ୍ରାରେ ବଦଳି ଯାଇଛନ୍ତି । ତାଙ୍କୁ ବର୍ତ୍ତମାନ ୩୨ ବର୍ଷ ବୟସ ହୋଇସାରିଛି ଓ ସେ ବର୍ତ୍ତମାନ ମୁମ୍ବାଇ ସହରରେ ରହୁଛନ୍ତି । ବେନାଫ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ହେଲେ ସେ ବର୍ତ୍ତମାନ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାଉଛନ୍ତି ।

ଅଭିନାଶ ସଚଦେବ- ଏହି ସିରିଏଲରେ ଦେବର ମୁଖ୍ୟ ଭୂମିକା ପଦର୍ଶନ କରୁଥିବା ଅଭିନେତାଙ୍କର ନାମ ହେଉଛି ଅଭିନାଶ ସଚଦେବ, ଏହି ସିରିଏଲରେ ଅଭିନାଶ ଦର୍ଶକ ମାନଙ୍କର ବହୁତ ସୁନ୍ଦର ମନୋରଞ୍ଜନ କରିଥିଲେ । ଅଭିନାଶଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ଆଜି 8 ବର୍ଷ ପରେ ଅଭିନାଶ ବହୁତ ଅଧିକ ବଦଳି ଯାଇଛନ୍ତି । ଆଜିକୁ ସେ ୩୫ ବର୍ଷ ବୟସର ହୋଇସାରିଛନ୍ତି । ସେ ୨୦୧୫ରେ ସେଲମାଇ ଦେସାଇଙ୍କ ସହ ବିବାହ କରିଥିଲେ । ହେଲେ ତାଙ୍କର ଏହି ସମ୍ପର୍କ ୨୦୧୭ରେ ଭାଙ୍ଗି ଯାଇଥିଲା ଯାହାଫଳରେ ସେମାନଙ୍କ ମଧ୍ୟରେ ତଲାକ ହୋଇଥିଲେ । ବର୍ତ୍ତମାନ ଅବିନାଶ ଏକା ରହୁଛନ୍ତି ।

ପ୍ରିୟଙ୍କା ମିଶ୍ରା

ଏହି ସିରିଏଲ ରେ ପ୍ରିୟାଙ୍କା ମିଶ୍ର ସହାୟକ ଅଭିନେତ୍ରୀ ଭାବେ ବିଶାଖା ର ଚରିତ୍ର କରିଥିଲେ । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କିନ୍ତୁ ଏହି ୮ ବର୍ଷ ରେ ସେ ବହୁତ ବଦଳି ଯାଇଛନ୍ତି । କିନ୍ତୁ ସେ ଆଜି ବି ଶିଂଗଲ ଅଛନ୍ତି ଓ ଆଗ ଭଳି ଏକୁଟିଆ ଜୀବନ ବିତାଉଛନ୍ତି ।

ରୁବିନା ଦିଲାଇକ

ଏହି ସିରିଏଲ ରେ ରୁବିନା ଦିଲାଇକ ମୁଖ୍ୟ ଅଭିନେତ୍ରୀ ଭାବେ ରାଧିକା ଭୂମିକାରେ ନଜର ଆସିଥିଲେ । ଯାହାଙ୍କର ସରଳତା କୁ ଦର୍ଶକ ଖୁବ ପସନ୍ଦ କରିଥିଲେ ଓ ସେ ଫେମସ ହୋଇ ଯାଇଥିଲେ । କିନ୍ତୁ ଏହି ଅଭିନେତ୍ରୀ ଏହି ୮ ବର୍ଷ ରେ ବହୁତ ବଦଳି ଯାଇଛନ୍ତି ଓ ସେ ୩୨ ବର୍ଷ ର ବି ହୋଇ ସାରିଛନ୍ତି ଓ ସେ ଟିଭି ଆକ୍ଟର ଅଭିନବ ଶୁକ୍ଲା ଙ୍କ ସହିତ ବିବାହ କରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *