ଟିଭିରେ ଆକ୍ଟିଙ୍ଗ କରିବାକୁ ଛୋଟ ବେଳୁ ହିଁ ମୋର ଇଛା ଥିଲା, ତେଣୁ ହେୟାର ସଟ୍ କରିବା ପାଇଁ ରାଜି ହୋଇଗଲି, Odia Actress Banuja Panda

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟିଭିରେ ବାହାରିବାକୁ ମୋର ଭାରି ଇଚ୍ଛା ଥିଲା, ତେଣୁ ଚୁଟି କାଟିବାକୁ ସଙ୍ଗେ ସଙ୍ଗେ ରାଜି ହେଇଯାଇଥିଲି । ତେବେ ସିନ୍ଦୁର ବିନ୍ଦୁରେ ଓଡିଆ ସିରିଏଲରେ ଲିଡ୍ ଆକ୍ଟର ଭାବେ ନଜର ଆସିଥିବା ଅଭିନେତ୍ରୀ ନିଲୁ ଅର୍ଥାତ ବନୁଜା ପଣ୍ଡା ଓଡିଶାର ଅନେକ ଘରେ ଘରେ ପରିଚିତ ଜଣେ ଅଭିନେତ୍ରୀ । ତେବେ ସେହି ସୁନ୍ଦରୀ ବନୁଜା ପଣ୍ଡା ଗଣ ମାଧ୍ୟମ ସାମ୍ନାରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ତେବେ ବନୁଜାଙ୍କ କହିବା ଆଧାରରେ ମୁଁ ଛୋଟ ବେଳୁ ଡ୍ରାମା, ଡାନ୍ସ ଏମିତି ସବୁ କରିବାକୁ ବହୁତ ଭଲ ପାଏ ।

ହେଲେ ସବୁବେଳେ ମନରେ ମୋର ଇଚ୍ଛା ଥିଲା । ଯେ ମୋତେ ଗୋଟେ ଟିଭିରେ ଅଭିନୟ କରିବାର ଯଦି ସୁଯୋଗ ମିଳନ୍ତା । ତେବେ ବହୁତ ଭଲ ହୁଅନ୍ତା । ଯେଉଁ କ୍ୟାରେକ୍ଟର ହେଲେ ବି ମୁଁ କରିବି ବୋଲି ସବୁବେଳେ ବସି ଭଗବାନଙ୍କୁ କହୁଥାଏ । ହେଲେ ଭଗବାନଙ୍କ କୃପାରୁ ମୋତେ ସିନ୍ଦୁର ବିନ୍ଦୁ ସିରିଏଲରେ ଲିଡ୍ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ତେଣୁ ମୁଁ ବହୁତ ଖୁସି ହୋଇଯାଇଥିଲି ।

ଯେତେବେଳେ ମୋତେ ସିରିଏଲର ରୋଲ୍ ଅନୁଯାଇ ହେୟାର ବହୁତ ସଟ ସଟ କରିବାକୁ କୁହାଯାଇଥିଲା । ସେଥିପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଥିଲି । ତାପରେ ଚୁଟି କାଟିକି ଯେତେବେଳେ ଟିଭିରେ ଅଭିନୟ କରିବାର ନଜର ଆସିଲି । ସେତେବେଳେ ଯାଇ ଓଡିଶାର ଅନେକ ଦର୍ଶକ ମଧ୍ୟ ଚିହ୍ନିଲେ । ଆଉ ବହୁତ ସାରା ଲୋକପ୍ରିୟତା ମଧ୍ୟ ମୋତେ ସେହି ସିରିଏଲ ପାଇଁ ଦେଇଥିଲେ ।  ସିନ୍ଦୁର ବିନ୍ଦୁ ସିରିଏଲରୁ ହିଁ ମୋତେ ଅନେକ ସାରା ଭଲ ପାଇବା ଦର୍ଶକଙ୍କ ଠାରୁ ମିଳିଥିଲା ।

ହେଲେ ମୋର ବାହାଘର ହେବା ପରେ କିଛି ଦିନ ମୁଁ ଅଭିନୟରୁ ବ୍ରେକ ନେଇଯାଇଥିଲି । ମୋ ପରିବାରକୁ କିଛି ସମୟ ଦେବା ପାଇଁ ଚାହିଁଥିଲି । ତାପରେ ମୁଁ ଅନ୍ୟ କିଛି ସିରିଏଲ କରିବାର ମଧ୍ୟ ଚାନ୍ସ ପାଇଥିଲି । ଆଗକୁ ମଧ୍ୟ ଇଛା ଅଛି । ଯଦି ଭଲ କ୍ୟାରେକ୍ଟରରେ ଅଭିନୟ କରିବାର ସୁଯୋଗ ମିଳିବ । ତେବେ ମୁଁ ନିହାତି ଭାବରେ ଅଭିନୟ କରିବି । ତେବେ ଆମେ ମଧ୍ୟ ଚାହିଁବୁ । ସମସ୍ତଙ୍କର ଅତି ପ୍ରିୟ ନିଲୁ ଓରଫ ବନୁଜା ଏହିଭଳି ଚମତ୍କାର ଅଭିନୟ କରିକି ଲୋକଙ୍କର ମନୋରଞ୍ଜନ କରାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *