ମାତ୍ର ଗୋଟିଏ ସପ୍ତାହରେ ଲୁଣ ଆପଣଙ୍କ ଚେହେରାକୁ ଏତେ ଗୋରା କରିଦେବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Baba Ramdev Beauty Tips

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ପୁଅ ଓ ଝିଅ ମାନେ ବ୍ରଣ ଦାଗ ପାଇଁ ବହୁତ ଚିନ୍ତାରେ ରୁହନ୍ତୁ । କାରଣ ମୁହଁରେ ଥିବା ବ୍ରଣ ଦାଗ ମୁହଁର ସୁନ୍ଦରତାକୁ କମାଇ ଥାଏ । ନିଜ ମୁହଁକୁ କ୍ଳିନ କରିବା ପାଇଁ ପୁଅ ଓ ଝିଅ ମାନେ ମାର୍କେଟରେ ମିଳୁଥିବା ବିଭିନ୍ନ ଫେସୱାସ ଏବଂ ଫେସକ୍ରିମର ବ୍ଯବହର କରିଥାନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ମାର୍କେଟ ପ୍ରଡକ୍ଟରେ ବହୁତ ମାତ୍ରାରେ କେମିକାଲ ମିସିଥାଏ । ଯାହା ଆପଣଙ୍କ ଚେହେରାକୁ ଅଧିକ ଡ୍ୟାମେଜ କରିଥାଏ । ତେଣୁ ବନ୍ଧୁଗଣ ଆପଣଙ୍କୁ ନିଜ ମୁହଁକୁ କ୍ଳିନ ଓ ଦାଗ ମୁକ୍ତ କରିବା ପାଇଁ ଘରୋଇ ଉପଚାର କରିବା ନିହାତି ଆବଶ୍ୟକ ।

ସେଥିପାଇଁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ, ଯାହାକୁ ଆପଣ କେବଳ ୨ଟି ସାମଗ୍ରୀରେ ପ୍ରସ୍ତୁତ କରିପାରିବେ । ବନ୍ଧୁଗଣ ଏହି ଉପାୟକୁ ବନେଇବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ମଧ୍ୟ ପଡିବ ନାହିଁ, ଏହା ଆପଣଙ୍କ ରୋଷେଇରେ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀର ବ୍ୟବହାରରେ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।


ବନ୍ଧୁଗଣ ଆମ ଉପାୟ ପାଇଁ ଆପଣ ମାନଙ୍କୁ ପ୍ରଥମ ଜିନିଷର ଆବଶ୍ୟକତା ରହିଛି ଲୁଣର । ଲୁଣର ସେବନ ଦ୍ଵାରା ଆମ ସ୍କିନର ବହୁତ ସମସ୍ଯା ଦୂର ହୋଇଥାଏ । ତେଣୁ ଆପଣ ଖାଦ୍ୟରେ ବ୍ଯବହର କରୁଥିବା ଲୁଣର ବ୍ଯବହର କରନ୍ତୁ । ଯଦି ଆପଣ ସିଧା ସଳଖ ଲୁଣକୁ ନିଜ ସ୍କିନରେ ଲଗାଇବେ ତା ହେଲେ ଆପଣଙ୍କ ସ୍କିନ ପାଇଁ ଏହା ବହୁତ ଲାଭଦାୟକ ରହିବ ।


ତେଣୁ ବନ୍ଧୁଗଣ ଆପଣ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଏକ ଚାମଚ ଲୁଣ ପକାଇ ଦିଅନ୍ତୁ । ବନ୍ଧୁଗଣ ଲୁଣ ଚେହେରାରେ ଥିବା ବ୍ରଣ ଦାଗକୁ ଦୂର କରିବା ସହ ଏହା ଚେହେରାକୁ ସୁନ୍ଦର କରିଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ପାତ୍ରରେ ଏକ ଚାମଚ ଚିନୀ ପାଉଡର ପକାଇ ଦିଅନ୍ତୁ । ଯଦି ବନ୍ଧୁଗଣ ଆପଣଙ୍କ ଘରେ ଚିନୀ ପାଦଉର ନାହିଁ, ତା ହେଲେ ଆପଣ ଚିନୀକୁ ପେଶୀ ଏହାର ବ୍ୟବହାର କରିପାରିବେ ।

ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ୧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଯଦି ଆପଣଙ୍କ ଚାହିଁବେ ତା ହେଲେ ଲେମ୍ବୁ ବଦଳରେ ଏକ ଚାମଚ ବିଲାତି ରସ ମଧ୍ୟ ମିଶାଇ ପାରିବେ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଏକ ଚାମଚ ଗୋଲାପଜଳ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ଆମ ରେମେଡି ସଂପୂର୍ଣ୍ଣ ଭାବରେ ରେଡି ହୋଇଯିବ ।

ପ୍ରଥମେ ଆପଣ ନିଜ ଚେହେରାକୁ ଅଏଲ ମସଜ କରନ୍ତୁ । ଆପଣ ଏଥିପାଇଁ ନଡିଆ ତେଲର ପ୍ରୟୋଗ କରିପାରିବେ । ଏହାପରେ ଆପଣ ଏହି ରେମେଡିକୁ ନିଜ ଫେସରେ ଧୀରେ ଧୀରେ ଲଗାଇ ମସାଜ କରନ୍ତୁ । ବନ୍ଧୁଗଣ ୫ ମିନିଟ ଏହାକୁ ଫେସରେ ରଖନ୍ତୁ ଓ ୫ ମିନିଟ ପରେ ଆପଣ ନିଜ ଫେସକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ । କେବଳ ସପ୍ତାହରେ ଦୁଇଥର ଏହାର ବ୍ଯବହର କରନ୍ତୁ ଆପଣଙ୍କ ଏହାର ଫରକ ଜଣା ପଡିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *