୧୩ ବର୍ଷର ନାବାଳକ ଛାତ୍ର ସହିତ ବୟସ୍କ ଶିକ୍ଷୟିତ୍ରୀ ଜବରଦସ୍ତି କଲେ ବିବାହ, 6 ଦିନ ପରେ ଯାହା ଘଟିଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଏକ ନାବାଳକ ଛାତ୍ର ସହ ଜଣେ ବୟସ୍କ ଶିକ୍ଷୟତ୍ରୀ ବିବାହ କରିଛନ୍ତି ଓ ବିବାହ ପରେ ଯାହା ହେଲା ତାହା ବିଷୟରେ ଜାଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଲ-ଜ୍ୟା-ଜ-ନ-କ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ଜଣେ ବୟସ୍କ ଶିକ୍ଷୟତ୍ରୀ ଏକ ନାବାଳକ ଛାତ୍ରକୁ ବିବାହ କରିଛନ୍ତି । ବିବାହ କରିବା ପରେ ୬ ଦିନ ନିଜ ପାଖରେ ଛାତ୍ରକୁ ରଖିଥିଲେ ଶିକ୍ଷୟତ୍ରୀ ।

ବନ୍ଧୁଗଣ ୬ ଦିନ ପରେ ଶିକ୍ଷୟତ୍ରୀ ସେହି ଛାତ୍ରକୁ ବାହାର କରିଦେଇଛନ୍ତି । ନାବାଳକ ଛାତ୍ର ବାହାରିବା ପରେ ନିଜ ଘର ଲୋକଙ୍କୁ ଏହା ବିଷୟରେ ଜଣାଇଥିଲା ଯାହା ଫଳରେ ଏହି କଥାର ପ-ର-ଦା-ଫା-ସ ହୋଇଥିଲା ।

ବନ୍ଧୁଗଣ ଏହି ମାମଲାଟି ଘଟିଛି ଜଳନ୍ଦର ସହରର ବାବାଖେଲ ଇଲାକାରେ । ଏହି ଘଟଣା ବିଷୟରେ ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ୧୩ ବର୍ଷର ନାବାଳକ ଛାତ୍ର ସହ କାହିଁକି ବିବାହ କରିଥିଲେ ଶିକ୍ଷୟତ୍ରୀ । ଯଦି ବିବାହ କରିଲେ ତା ହେଲେ କାହିଁକି ସେହି ଛାତ୍ରକୁ ଛାଡିଦେଲେ । ବନ୍ଧୁଗଣ ଖବାର ମିଳିଛି ଯେ, ଶିକ୍ଷୟତ୍ରୀଙ୍କ ବିବାହ ବୟସ ବଢି ବଢି ଯାଉଥିଲା । ବିବାହ ଯୋଗୁ ତାଙ୍କ ପରିବାର ଲୋକ ବହୁତ ଚିନ୍ତିତ ଥିଲେ ।

ଅ-ନ୍ଧ ବି-ଶ୍ବା-ସର ବ-ଶ-ବ-ର୍ତ୍ତୀ ହୋଇ ସେ ଏକ ନାବାଳକ ଛାତ୍ରକୁ ବିବାହ କରିଥିଲେ । ତାଙ୍କ ମତରେ ସେ ଏହା କରିବା ଦ୍ଵାରା ତାଙ୍କର ମା-ଙ୍ଗ-ଳି-କ ଦୋ-ଷ କଟିଯିବ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ, ନାବାଳକଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା ।

ନିଜ ଘରେ ରଖି ପାଠ ପଢେଇବେ ବୋଲି କହିଥିଲେ ଶିକ୍ଷୟତ୍ରୀ ହେଲେ ପାଠ ପଢା ବଦଳରେ ନାବାଳକ ସହ ବିବାହ କରିଦେଇଥିଲେ ଶିକ୍ଷୟତ୍ରୀ । ବନ୍ଧୁଗଣ ୬ ଦିନ ପର୍ଯ୍ୟନ୍ତ ଶିକ୍ଷୟତ୍ରୀ ନାବାଳକ ସହ ବିବାହର ସମସ୍ତ ପରମ୍ପରା ପୂରଣ କରିଥିଲେ । ହଳଦୀ ରସମ ଠାରୁ ନେଇ ଚତୁର୍ଥୀ ରାତି ପର୍ଯ୍ୟନ୍ତ ସମସ୍ତ ରୀତିନୀତି ପାଳନ ହୋଇଥିଲା ।

ବିବାହ କରିବା ପରେ ଶିକ୍ଷୟତ୍ରୀ ନିଜ ଚୁଡି ଭା-ଙ୍ଗି ବି-ଧ-ବା ହେବାର ନାଟକ ମଧ୍ୟ କରିଥିଲେ । ଶିକ୍ଷୟତ୍ରୀ ଓ ତାଙ୍କ ପରିବାର ଲୋକ ଛାତ୍ରକୁ ଘର କାମ କରାଉଥିଲେ ବୋଲି ଛାତ୍ର ଜଣକ ଅ-ଭି-ଯୋ-ଗ କରିଛନ୍ତି । ଛାତ୍ରର ପରିବାର ଲୋକ ପୋ-ଲି-ସ ଷ୍ଟେ-ସ-ନ ଯାଇ ଶିକ୍ଷୟତ୍ରୀଙ୍କ ବି-ରୋ-ଧ-ରେ କେ-ସ କରିଥିଲେ । ଏହା ପରେ ଦୁଇ ପରିବାର ଆପଶ ବୁଝାବଣା ହୋଇ ପୋ-ଲି-ସ ଷ୍ଟେ-ସ-ନ-ରୁ ଘରକୁ ଫେରି ଯାଇଥିଲେ ।

Leave a Reply

Your email address will not be published. Required fields are marked *