ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଛତିଶଗଡ ଖୋଲିଦେଲା ସବୁ ଗେଟ୍ ଏବଂ ମାଗିଲେ ଦେଉନାହିଁ କୋଣସି ତଥ୍ୟ । ସବୁଜଳକୁ ବାନ୍ଧିରଖିଛି ହୀରାକୁଦ ଡ୍ୟାମ ହେଲେ ବିପଦରେ ପଡ଼ିପାରେ ଜଳଭଣ୍ଡାର । ଯଦି ସବୁ ଗେଟ୍ ଖୋଲିଯାଏ ତେବେ ବୁଢିଯିବ ପୁରା ଓଡିଶା । ହଁ ଦର୍ଶକବନ୍ଧୁ ବନ୍ୟାଜଳକୁ ନିୟନ୍ତ୍ରଣ କରିପାରୁନି ହୀରାକୁଦ ଡ୍ୟାମ କୋଟି କୋଟି ଲୋକମାନଙ୍କ ଧନ ଜୀବନକୁ ଖୋଲୁ ନାହିଁ ଡ୍ୟାମ ।

ଯାହାକୁ ନେଇ ଅବହେଳା କରୁଛି ଛତିଶଗଡ ସରାକାର ଅବି କି ତିନି ବର୍ଷ ହେଲାନି ବନ୍ୟାଜଳ ସମ୍ପର୍କିତ କୋଣସି ସୂଚନା ଦେଉନି । ମନଇଛା ଖୋଲି ଦେଉଛି ଗେଟ୍ ଓ ଏବେ ଖୋଲି ଦେଇଛି ସବୁ ଗେଟ୍ । ଏହା ଦ୍ଵାରା ଓଡିଶା ଭିତରକୁ ପଶିଆସୁଛି ସବୁଜଳ । ଉଭୟ ରାଜ୍ୟର ସମନୟ ପାଇ କେନ୍ଦ୍ରସରକାରଙ୍କ ଦ୍ଵାରା ଆନ୍ତର୍ଜାତୀୟ ସମନୟ ବୈଠକ ସଭା ଆୟୋଜନ କରାଯାଇଥାଏ ।
ମାତ୍ର ଏହି ଆନ୍ତର୍ଜାତୀୟ ବୈଠକରେ ଉପସ୍ଥିତି ହେଉନି ଛତିଶଗଡ ବା ବନ୍ୟାଜଳ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁନି । ଛତିଶଗଡର ଏପରି ବ୍ୟବହାର ହେତୁ ଓଡିଶା ବିପଦରେ ପଡୁଛି । ଓଡିଶାର କୋଣସି ପ୍ରଶ୍ନର ଉତ୍ତର ଦେଉନି କେବଳ ନିଜ ଇଛାରେ ଯେକୋଣସି ସମୟରେ ଡ୍ୟାମ ଖୋଲି ଦେଉଛି । ସେଠାରୁ ନିର୍ଗତ ହେଉଥିବା ଜଳକୁ ଓଡିଶା ମଧ୍ୟକୁ ନ ଯିବା ପାଇଁ ହୀରାକୁଦ ଡ୍ୟାମ ତାହାକୁ ନିୟନ୍ତ୍ରଣ କରୁଛି ।

ମାତ୍ର ଏବେ ତାହା ନିୟନ୍ତ୍ରଣ କରିବା କଷ୍ଟକର ବିଷୟ ପାଲିଟିଛି । ଏହାକୁ ନେଇ ଛତିଶଗଡ ସରକାରକୁ ଯେତେ କହିଲେ ବି ଶୁଣୁ ନାହାଁନ୍ତି ଯାହାକୁ ନେଇ ଦୁଇଟି ରାଜ୍ୟ ମଧ୍ୟ ସାଙ୍ଗାତିକ ଦ୍ଵନ୍ଦ ଉପୁଜୁଛି । ହୀରାକୁଦ ଡ୍ୟାମର ଜଳସ୍ତର ଦିନକୁ ଦିନ ବଢିବାକୁ ଲାଗିଲାନି । ଓଡିଶାର ବନ୍ୟାନିୟନ୍ତ୍ରଣ ପୂର୍ଣ୍ଣ ରୂପେ ଛତିଶଗଡ ଉପରେ ନିର୍ଭରଶୀଳ କାରଣ ଛତିଶଗଡର ବନ୍ୟାନିୟନ୍ତ୍ରଣ ତଥ୍ୟ ଦ୍ଵାରା ହୀରାକୁଦ କର୍ତ୍ତୁପକ୍ଷ ରଣନୀତି ପ୍ରସ୍ତୁତ କରିଥାନ୍ତି ।
ମାତ୍ର ଏବେ ତାହା ମିଳିପାରୁନି ତେଣୁ କରି ହୀରାକୁଦ କର୍ତ୍ତୁପକ୍ଷ ନିଜେ ତଥ୍ୟ ଯୋଗାଡ କରି ଜଳକୁ ନିୟନ୍ତ୍ରଣ କରିବା ଯୋଜନା କରୁଛନ୍ତି । ମାତ୍ର ଏଥିରେ ଅନେକ ଲୋକମାନଙ୍କର ଧନ,ଜୀବନ ସହ ଯୋଡିତ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଏଭଳି କାହିଁକି କରୁଛି ଛତିଶଗଡ ଯାହାକୁ ନେଇ ଏବେ ସମସ୍ତର ଚିନ୍ତିତ । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ।

