ବିବାହ ପାଇଁ ୫ ଲକ୍ଷ ଟଙ୍କାର ବନ୍ଦୋବସ୍ତ କରିଥିଲେ କନ୍ୟାଘର, କିନ୍ତୁ ଗୋଟିଏ ଚଷମା ପାଇଁ ବାହା ବେଦୀରୁ ଉଠିଲା କନ୍ୟା, ପୁରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି ଏକ ଅଦ୍ଭୁତ ଘଟଣା ବିଷୟ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ଘଟଣା ଟି ଯେତିକି ଅଦ୍ଭୁତ ଅଟେ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ ଅଟେ ।

କେବଳ ଗୋଟିଏ ଚଷମା ପାଇଁ ବାହାଘର ଭାଙ୍ଗୁଥିବାର ଘଟଣା ଆପଣ ହୁଏ ତ ପୂର୍ବ ରୁ କେବେ ଶୁଣି ନ ଥିବେ । ତେବେ ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ଭାରତରେ । ଭାରତ ର କୌଣସି ଏକ ସ୍ଥାନ ରେ ବର ଚଷମା ପିନ୍ଧି ଆସିଥିବାରୁ କନ୍ୟା ପକ୍ଷ ବିବାହ ଭାଙ୍ଗି ଦେଇଥିଲେ । କିନ୍ତୁ ଏହା ପଛରେ ଆହୁରି ମଧ୍ୟ କିଛି କାରଣ ଅଛି । ତେବେ ଆସନ୍ତୁ ଏହି ବିଷୟ ରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ବନ୍ଧୁଗଣ ଏହି ଘଟଣା ସମ୍ପର୍କରେ କନ୍ୟା ଙ୍କ ର ପିତା କହିଛନ୍ତି । ସେ ଯେତେବେଳେ ପ୍ରଥମେ ପୁଅ କୁ ଦେଖିବା ପାଇଁ ଯାଇଥିଲେ ସେତେବେଳେ ମଧ୍ୟ ପୁଅ ଟି ଚଷମା ପିନ୍ଧିଥିଲା । ସେ ପ୍ରଥମେ ଭାବୁଥିଲେ ପୁଅ ବର୍ତ୍ତମାନ ଯୁଗ ର ଷ୍ଟାଇଲ କିମ୍ବା ଫ୍ୟାସନ ପାଇଁ ଚଷମା ଲଗାଇଛି । କିନ୍ତୁ ପୁଣି ଥରେ ପୁଅ ଚଷମା ଲଗାଇ ଥିବାର ଦେଖିବା ପରେ ସେ ତାଙ୍କ ପିତା ଙ୍କୁ ଏ ସମ୍ପର୍କରେ ପଚାରିଥିଲେ । ତାଙ୍କ ପିତା କହିଥିଲେ ପୁଅ ଟିକେ ସବୁବେଳେ ପଢ଼ାପଢ଼ି କରେ ସେଥିପାଇଁ ଚଷମା ଲଗାଇଛି ।

କିନ୍ତୁ ଘଟଣା ଟି ର ମୋଡ଼ ଆସିଥିଲା ସେତେବେଳେ ଯେତେବେଳେ ପୁଅ ଟି ବିବାହ ମଣ୍ଡପ କୁ ମଧ୍ୟ ଚଷମା ଲଗାଇ ଆସିଥିଲା । ଏହା ଦେଖି ଝିଅ ର ପିତା ତାକୁ କହିଥିଲେ ଚଷମା ଖୋଲିବା ପାଇଁ । ବହୁତ ବାଧ୍ୟ କରିବାରୁ ପୁଅ ଚଷମା ଖୋଲିଥିଲା ଓ ତାକୁ ଏକ ସମ୍ବାଦ ପତ୍ର ପଢିବା ପାଇଁ ଦିଆ ଯାଇଥିଲା କିନ୍ତୁ ବର ତାହାକୁ ପଢିପାରି ନ ଥିଲା । କାରଣ ତାର ଦୃଷ୍ଟି ଶକ୍ତି ବହୁତ କମ ଥିଲା ।

ଏହା ଜାଣିବା ପରେ କନ୍ୟା ର ପିତା କନ୍ୟା କୁ ପଚାରିଥିଲେ ଓ କନ୍ୟା ବିବାହ କରିବାକୁ ମନା କରିଦେବାରୁ ସେ ବିବାହ ଭାଙ୍ଗି ଦେଇଥିଲେ । କନ୍ୟା ପକ୍ଷ ସହିତ ଧୋ-କା କରିଥିବାରୁ ସେମାନେ ଏହା ପରେ ପୋ-ଲି-ସ କୁ ଡ଼କାଇଥିଲେ । ପୋ-ଲି-ସ ଆସି ସେଠାରୁ ବର କୁ ନେଇ ଯାଇଥିଲା କିନ୍ତୁ ଆଉ କିଛି ପଦକ୍ଷେପ ନେଇ ନ ଥିଲା ।

କନ୍ୟା ପିତା ଙ୍କ କହିବା ଅନୁଯାୟୀ ସେ ବିବାହ ରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଯେହେତୁ ସେମାନେ ତାଙ୍କ ସହିତ ଧୋ-କା କରିଥିଲେ ତେଣୁ ବର୍ତ୍ତମାନ ସେ ସବୁ ଟଙ୍କା ତାଙ୍କୁ ପୁଅ ପକ୍ଷ ଦେବା ଉଚିତ କିନ୍ତୁ ସେ କିଛି ଟଙ୍କା ଦେଉ ନାହାନ୍ତି । କନ୍ୟା ଏହି ବିଷୟ ରେ କହିଛନ୍ତି ସେ ପୂର୍ବ ରୁ ଏହି ପରି କହି ଠକି ଆସୁଥିଲେ କିନ୍ତୁ ବିବାହ ଦିନ ଏପରି ଦେଖି ସମସ୍ତେ ସନ୍ଦେହ କରିଥିଲେ । ଏହା ପରେ ଜଣା ପଡିଥିଲା ଯେ ଚଷମା ଖୋଲିଦେବା ପରେ ସେ ଗୋଟିଏ ପାଦ ମଧ୍ୟ ଚାଲିପାରିବେ ନାହିଁ । ତେଣୁ ବିବାହ ଭାଙ୍ଗି ଯାଇଥିଲା ।

ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *