4 ଟି ପିଲାର ମା’ ହେଇ ମଧ୍ୟ ରବିନା Ravina Tandon ଙ୍କର ଅଛି ଏମିତି ସଉକ, ଆପଣଙ୍କ ହୋସ ଉଡିଯିବ ଶୁଣିଲେ

ଆଜି ଆମେ ଆପଣଙ୍କୁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବିଷୟରେ କିଛି ଅଜଣା କଥା କହିବୁ । ବର୍ତ୍ତମାନ ରବିନା ୪୫ ବର୍ଷର ହୋଇ ସାରିଛନ୍ତି । କିନ୍ତୁ ଏହା ତାଙ୍କ ବୟସ ଉପରେ କିଛି ପ୍ରଭାବ ପକାଇ ପାରିନି । ସେ ଆଗରୁ ଅଜୟ ଦେବଗନଙ୍କୁ ବହୁତ୍ ଭଲ ପାଉଥିଲେ । ଆଜି ଆମେ ରବିନାଙ୍କ ବିଷୟରେ କିଛି ଗୁପ୍ତ କଥା କହିବାକୁ ଯାଉଛୁ । ଅଜୟ ଦେବଗନଙ୍କୁ ରବିନା ବହୁତ୍ ଭଲ ପାଉଥିଲେ,ତାଙ୍କ ଭଲ ପାଇବାରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ।

ଆଗରୁ ରବିନା ଓ ଅଜୟ ଦେବଗନଙ୍କ କଥା ଚର୍ଚ୍ଚାରେ ରହୁଥିଲା । ସେତେବେଳେ ସେ ଦିଲ୍ ୱାଲେ ଫିଲ୍ମରେ ଅଜୟ ଦେବଗନଙ୍କ ସାଙ୍ଗରେ ଅଭିନୟ କରିଥିଲେ, ସେହି ସମୟରେ ଅଜୟ କରିସ୍ମାଙ୍କ ସାଙ୍ଗରେ ଜିଗର୍ ଫିଲ୍ମରେ ଅଭିନୟ କରିଥିଲେ, ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ ।

ରବିନାଙ୍କର ଏହି ନାଁ ତାଙ୍କ ବାପା ରବି ଓ ମା ବୀଣାଙ୍କ ନାମ ଅନୁସାରେ ରଖାଯାଇଥିଲା । ରବିନା ମୁମ୍ବାଇର ଜମୁନାବାଇ ପବ୍ଲିକ ସ୍କୁଲରେ ପଢୁଥିଲେ, ଏହା ପରେ ସେ ମୀଠେଭାଇ କଲେଜରୁ ଗ୍ରାଜୁଏସନ୍ କଲେ, ତା ପରେ ଫିଲ୍ମ କ୍ୟାରିଅର ଆରମ୍ଭ କଲେ । ତା ପରେ +2 ପରେ ପଢା ଛାଡ଼ିଦେଲେ ।

ସେ ୧୯୯୧ ମସିହାରେ ସଲମାନ୍ ଖାନ୍ ଙ୍କ ସାଙ୍ଗରେ ପଥର କେ ଫୁଲ୍ ଫିଲ୍ମରେ ଅଭିନୟ କରିଥିଲେ,ଏହି ଫିଲ୍ମ ଫ୍ଲପ୍ ହୋଇଗଲା । ତା ପରେ ଦିଲଵାଲେ, ମାେହରା, ଲାଡଲା, ଅନ୍ଦାଜ୍ ଅପନା ଅପନା, ଖିଲାଡିୟୋ କେ ଖିଲାଡି ଏମିତି ବହୁତ୍ ହିଟ୍ ଫିଲ୍ମ କରିଛନ୍ତି ।

ଆପଣଙ୍କୁ କହି ଦେଉଛୁ କି ରିଶି କପୂର୍ ମଧ୍ୟ ରବୀନାଙ୍କର କ୍ରଶ ଥିଲେ । ରବୀନା ତାଙ୍କୁ ଦେଖିବା ପାଇଁ ପାଗଳ ହେଉଥିଲେ । ଫିଲ୍ମ ମୋହରା ପରେ ଅକ୍ଷୟ କୁମାରଙ୍କୁ ଭଲ ପାଇଥିଲେ, ଏହି କଥା ନିର୍ବନ୍ଧ ଯାଏଁ ପହଞ୍ଚିଥିଲା, ତା ପରେ ତାଙ୍କର ବ୍ରେକପ୍ ହେଇଗଲା । ବ୍ରେକପ୍ ର କାରଣ ଅକ୍ଷୟ କୁମାର ୩ ଜଣକୁ ଏକା ସାଙ୍ଗରେ ଡେଟ୍ କରିଥିଲେ ।

ରବୀନା ଟଣ୍ଡନ୍ ୨୦୦୪ ମସିହାରେ ଫିଲ୍ମ ମେକର୍ ଅନିଲ ଥଡାନୀଙ୍କ ସହ ବିବାହ କରିଥିଲେ । ଅନିଲଙ୍କର ଏହା ଦ୍ଵିତୀୟ ବାହାଘର ଥିଲା କିନ୍ତୁ ରବୀନାଙ୍କର ଏହା ପ୍ରଥମ ବାହାଘର ଥିଲା । ତାଙ୍କର ଦୁଇଟି ପିଲା ହେଲେ , ସେ ଆଗରୁ ତାଙ୍କ ଭଉଣୀ ଙ୍କ ଦୁଇଟି ଝିଅଙ୍କୁ ଆପଣେଇଥିଲେ,ଏବେ ସେ ଚାରିଟି ଛୁଆର ମା । ରବିନା ଟଣ୍ଡନ୍ ଦୁଇ ଝିଅ ଙ୍କ ବାହାଘର ମଧ୍ୟ କରି ସାରିଛନ୍ତି । ସାଙ୍ଗମାନେ ଆପଣଙ୍କୁ ରବୀନା ଟଣ୍ଡନ୍ ବିଷୟରେ ଜାଣି କେମିତି ଲାଗିଲା, କମେଣ୍ଟ କରନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ରବିନା ଙ୍କ ବିଷୟରେ ଜାଣି କେମିତି ଲାଗିଲା ଆମ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *