ଆଜି ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କଣ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ଗତ 3 ଦିନ ଧରି କ୍ରମାଗତ ଭାବେ ଓଡ଼ିଶାରେ ସୁନାର ଦର ହ୍ରାସ ପାଇବାରେ ଲାଗିଛି। କାରୋନା ଟାଇମ କାଳରୁ ସୁନା ଦର ଆକାଶ ଛୁଆଁ ହୋଇ ଯାଇଥିଲା ଯେଉଁ କାରଣରୁ ସାଧାରଣ ମଣିଷ ପାଇଁ ସୁନା କିଣିବା ସ୍ଵପ୍ନା ହୋଇ ଯାଇଥିଲା । ବର୍ତ୍ତମାନ ଓଡିଶାରେ ସୁନା ଦର ହ୍ରାସ ପାଇବାରେ ଲାଗିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆଜି ସୁନାର ଦାମ କେତେ ରହିଛି । ଯଦି ଆପଣ ସୁନା ରୂପା କିଛି କିଣିବାକୁ ମନ କରିଥାନ୍ତି ତେବେ ଏହାକୁ ନିଶ୍ଚୟ ଜାଣି ରଖନ୍ତୁ । ଅନେକ ଦିନ ହେଲା କାରୋନା ସମୟ କାଳରୁ ଲକଡାଉନ କାରଣରୁ ସୁନା ଦର ହୁ ହୁ ହୋଇ ବଢି ଚାଲିଥିଲା ।

କିନ୍ତୁ ଏବେ ଧୀରେ ଧୀରେ ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବଜାରକୁ ଭ୍ୟାକ୍ସିନ ଆସିବା ଖବର ଆସିବା ପରେ ସ୍ଥିତିରେ ଟିକେ ସୁଧାର ଆସିବାରେ ଲାଗିଛି । ତେଣୁ MCX ରେ ଆଜି ହଠାତ୍ ସୁନା ଦାମ୍ ୦.୯ ପ୍ରତିଶତ ହ୍ରାସ ପାଇବାରେ ଦେଖିବାକୁ ମିଳିଛି ।

ଭାରତର ବିଭିନ୍ନ ସହରରେ ସୁନା ଦର ହ୍ରାସ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ସୁନା ଦର ବହୁତ ତଳକୁ ଖସି ଆସିଛି । ଭାରତର ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୮, ୨୬୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୬, ୨୪୦ଟଙ୍କା ରହିଛି । ସେହିଭଳି ଉତ୍ତର ଭାରତର ଚେନ୍ନାଇ ସହରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୪୬, ୪୧୦ ଟଙ୍କା ଓ ୫୦୬୩୦ ଟଙ୍କା ଦେଖିବାକୁ ମିଳୁଛି ।

ଏବଂ ଭାରତର ପ୍ରମୁଖ ସହର ମୁମ୍ବାଇରେ ମଧ୍ୟ ସୁନା ଦର୍ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ତେବେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୯, ୮୧୦ ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୦, ୮୧୦ ଟଙ୍କା ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ଭୁବନେଶ୍ଵର ସହରରେ ମଧ୍ୟ ବହୁତ ପରିମାଣର ସୁନା ରେଟ ରେ ହ୍ରାସ ଦେଖିବାକୁ ମିଳିଛି ।

ଯାହାକି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୫୧୦ ଟଙ୍କା ତଳକୁ ଖସି ୪୫, ୬୧୦ଟଙ୍କାରେ ପହଞ୍ଚିଛି ସେହିପରି ୨୪ କ୍ୟାରେ ଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୬୪୦ ଟଙ୍କା ତଳକୁ ଖସି ୪୯, ୭୬୦ଟଙ୍କା ଦେଖିବାକୁ ମିଳିଛି । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *