ଖାଇ ସାରିବା ପରେ ଖାଆନ୍ତୁ ୧ ଚାମଚ ଏହି ଗୁଣ୍ଡ, ମାସକ ଭିତରେ ଡାଇବେଟିସ ପୁରା ଗାୟବ ହୋଇଯିବ- Baba Ramdev Health Tips

ବନ୍ଧୁଗଣ ଏହି ଦୁନିଆର ପ୍ରାୟତଃ ଅଧିକାଂଶ ଲୋକ ଡାଇବେଟିସ ରୋଗର ସମ୍ମୁଖୀନ ହେଉଛନ୍ତି । ଏହି ରୋଗଟି ବହୁତ ମାରାତ୍ମକ ହୋଇଥାଏ । ଏହି ରୋଗ ହେବା ପରେ ମଣିଷ ସ୍ଵାଦହିନ ଖାଦ୍ୟ ଓ ମେଡ଼ିସିନ ଆଦିର ସେବନ କରିଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ରାମବାଣ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଡାଇବେଟିସକୁ ଦୂର କରିପାରିବେ ।

ବନ୍ଧୁଗଣ ଏହି ଉପଚାର ବହୁତ ସହଜରେ ବନିଯିବ । ହେଲେ ଆପଣ ସାବଧାନତା ନିଶ୍ଚୟ ଅବଲମ୍ବନ କରନ୍ତୁ, ତେବେ ଯାଇ ଆପଣ ମାନଙ୍କୁ ଏହାର ଫାଇଦା ନିଶ୍ଚୟ ମିଳିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ୨୫୦ ଗ୍ରାମ ମେଥିଦାନା । ମେଥି ଡାଇବେଟିସ ବା ମଧୁମେହକୁ ନିୟନ୍ତ୍ରଣ କରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ । ଏହା ବ୍ଯତୀତ ଯଦି ଆପଣ ମାନଙ୍କୁ ଆଣ୍ଠୁ ଗଣ୍ଠି ସମସ୍ଯା ଥାଏ ତା ହେଲେ ଏହା ତାହାକୁ ମଧ୍ୟ ଦୂର କରିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ୧୦୦ ଗ୍ରାମ ଜୁଆଣୀ । ଏହା ଆପଣଙ୍କ ଡାଇବେଟିସକୁ ନିୟନ୍ତ୍ରଣ କରିବା ସହ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ଶେଷ ସାମଗ୍ରୀ ୫୦ ଗ୍ରାମ କାଲିଜିରୀର ଆବଶ୍ୟକତା ପଡିବ । ଏହା ଆପଣ ମାନଙ୍କୁ ବହୁତ ସହଜରେ ମିଳିଯିବ । ଏହା ଡାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ସହାୟକ ହୋଇଥାଏ । ଏହା ସହିତ ଶରୀର ମଧ୍ୟରେ ଥିବା ଟକସିନ ଓ ଯାହାର ଆଡିକୁ କାଢିବା ପାଇଁ ଏହା କାମ କରିଥାଏ । ପ୍ରଥମେ ଆପଣ କୌଣସି କଡେଇ ବା ପ୍ୟାନକୁ ବସେଇ ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ଭାଜି ଦିଅନ୍ତୁ ।


ବନ୍ଧୁଗଣ କମ ସେ କମ ୧ ମିନିଟ ପର୍ଯ୍ୟନ୍ତ ଏହି ତିନୋଟି ସାମଗ୍ରୀକୁ ହାଲକା ଭାଜି ଦିଅନ୍ତୁ । ହେଲେ ବନ୍ଧୁଗଣ ଏହି ତିନୋଟି ସାମଗ୍ରୀକୁ ଆପଣ ଅଲଗା ଅଲଗା ଭାଜନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ତିନୋଟି ସାମଗ୍ରୀକୁ ହାଲକା ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଏହାପରେ ଆପଣ ପ୍ରଥମେ ମେଥିକୁ ଏକ ଗ୍ରାଇଣ୍ଡର ସାହାର୍ଯ୍ୟରେ ଭଲ ଭାବରେ ପେଶୀ ଦିଅନ୍ତୁ ଓ ଏକ ଛଣା ଦ୍ଵାରା ଏହାକୁ ଛାଣି ଦିଅନ୍ତୁ । ଠିକ ସେହିପରି ଆପଣ ଜୁଆଣୀ ଓ କାଲିଜିରୀକୁ ନେଇ ଭଲ ଭାବରେ ପେଶୀ ଛାଣି ଦିଅନ୍ତୁ ।

ଏହାପରେ ଆପଣ ଏହି ତିନୋଟି ପେସା ସାମଗ୍ରୀକୁ ମିଶାଇ ଦିଅନ୍ତୁ ଓ ଭଲ ଭାବରେ ଏହାକୁ ମିକ୍ସ କରିଦିଅନ୍ତୁ । ଏହାପରେ ଆପଣ ଏକ ଏୟାରଟାଇଟ ଜାରରେ ଏହି ମିଶ୍ରଣକୁ ରଖିଦିଅନ୍ତୁ । ବନ୍ଧୁଗଣ ଆପଣ ପ୍ରତିଦିନ ରାତିରେ ଖାଇବାର ୨ ଘଣ୍ଟା ପରେ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ପାଉଡର ପକାଇ ସେବନ କରନ୍ତୁ । ଆପଣଙ୍କ ଡାଇବେଟିସ ଯେତେବି ପୁରୁଣା ହେଲେ ମଧ୍ୟ ଆପଣ ଏହାର ଏକ ମାସ ସେବନ ଦ୍ଵାରା ଫରକ ଜାଣିପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *