ଏହି ୪ଟି କାମ କଲାପରେ ତୁମେ ଯାହାକୁ ଭଲ ପାଉଛ ସେ ତୁମ କଥା ଦିନ ରାତି ଭାବିବେ ଓ ଆଉ କାହା କଥା ଭାବିବେ ନାହିଁ

ବନ୍ଧୁଗଣ ସବୁ ମଣିଷ ନିଜ ଜୀବନରେ କୌଣସି ନା କୌଣସି ଲୋକକୁ ନିଶ୍ଚୟ ଭଲ ପାଇଥିବେ । ହେଲେ ସେମାନଙ୍କ ମଧ୍ୟରୁ କେତେଜଣ ପ୍ରେମରେ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି । ପ୍ରେମରେ ଝିଅ ଓ ପୁଅ ମାନଙ୍କ ମଧ୍ୟରେ ବେଳେବେଳେ ଏମିତି କିଛି ବାଦବିବାଦ ଆରମ୍ଭ ହୋଇଯାଇଥାଏ, ଯାହାଦ୍ୱାରା ଆପଣ ମାନଙ୍କର ମନ ଦୁଃଖ ହୋଇ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଲଭ ଟ୍ରିକ୍ସ ନେଇ ଆସିଛୁ, ଯାହାକୁ କରିବା ପରେ ଆପଣଙ୍କ ପାର୍ଟନର ଆପଣଙ୍କ ବିଷୟରେ ଦିନ ରାତି ଭାବିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. କେବେ ବି ଆପଣ ଗୋଟିଏ କଥା କିମ୍ବା ଗୋଟିଏ ଜିନିଷକୁ ବାରମ୍ବାର କରନ୍ତୁ ନାହିଁ । ଯେପରି କି ଆପଣ ମାନେ ସବୁ ଦିନ ବା ରାତିରେ ନିଜ ପାର୍ଟନରକୁ ଶୁଭ ସକାଳ କିମ୍ବା ଶୁଭ ରାତ୍ରି କହି ସୋଇଯାଉଛ । ହେଲେ ଏମିତି ସବୁଦିନ କରିବା ଉଚିତ ନୁହେଁ । ବେଳେ ଆପଣ ଏହା ସବୁ ନକହି ଦେଖନ୍ତୁ । ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଚିନ୍ତା କରିବେ ଯେ, ଆପଣ କାହିଁକି ତାଙ୍କୁ ଏସବୁ କହୁନାହାନ୍ତି । ଯାହାଫଳରେ ସେ ଦିନ ରାତି ଆପଣଙ୍କ ବିଷୟରେ ଭାବିବାକୁ ଲାଗିବେ ।

୨. ସବୁବେଳେ ସେମାନଙ୍କୁ ନିଜପ୍ରତି ଆକର୍ଷିତ କରି ରଖନ୍ତୁ । ଆପଣ ସମସ୍ତଙ୍କ ଠାରୁ କିଛି ଅଲଗା କରିବା ପାଇଁ ଚିନ୍ତା କରନ୍ତୁ । ଆପଣ ନିଜ ପାର୍ଟନର ସହ କିଛି ଅଲଗା ଷ୍ଟାଇଲରେ କଥା ବାର୍ତ୍ତା କିମ୍ବା କିଛି ଅଲଗା ଷ୍ଟାଇଲରେ ତାଙ୍କର ମନୋରଞ୍ଜନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପାର୍ଟନର ସବୁବେଳେ ଆପଣଙ୍କ ଉପରେ ଆକର୍ଷିତ ହୋଇ ରହିବେ ।

୩. ନିଜ ପାର୍ଟନରର ଯତ୍ନ ନିଅନ୍ତୁ ଓ ନିଅନ୍ତୁ ନାହିଁ, ଯେପରିକି ଯେବେ ଆପଣ ନିଜ ପାର୍ଟନରକୁ ଫୋନ କଲ୍ କରନ୍ତି ସେତେବେଳେ ଆପଣ ପଚାରନ୍ତି, ଖାଇଲଣି ନା ନାହିଁ ? ହେଲେ ବେଳେବେଳେ ଏମିତି ନ ପଚାରି ଦେଖ ଆପଣଙ୍କ ପାର୍ଟନର ନିଶ୍ଚୟ ଆପଣଙ୍କ ବିଷୟରେ ଭାବି ଆପଣଙ୍କ କେୟାର କରିବେ ଯେ, ଆପଣ କାହିଁକି ତାଙ୍କର କେୟାର ନେଉ ନାହାନ୍ତି ।

୪. ପ୍ରେମରେ ନିଜ ପାର୍ଟନର ସାମ୍ନାରେ ଅଧିକ ସିଧା ସାଧା ଦେଖାଇ ହୁଅ ନାହିଁ । ନିଜ ପାର୍ଟନର ସହ ଅଧିକ ସିଧା ସାଧା ହୋଇ ରହିଲେ ଆପଣଙ୍କ ପାର୍ଟନର ଅନ୍ୟ କାହା ବିଷୟରେ ଭାବିକାକୁ ଲାଗିବେ । ତେଣୁ ନିଜ ପାର୍ଟନର ସହ ବେଳେବେଳେ ରୋମାନ୍ସ ମଧ୍ୟ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପାର୍ଟନର ଆପଣଙ୍କ ପ୍ରତି ନିଶ୍ଚୟ ଖୁସି ହେବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *