ଫେସବୁକରେ ୪ ମାସ ପ୍ରେମ ପରେ ବିବାହ କରି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ମାରିଲା ଚମ୍ପଟ, ଥରେ ଶୁଣନ୍ତୁ କଣ କହୁଛି ଏହି ଝିଅଟି, ଦେଖନ୍ତୁ ଏହି Video

ବନ୍ଧୁଗଣ, ସାଧାରଣତ ପ୍ରେମ ଅନ୍ଧ ହୋଇଥାଏ, ଏହା ସମସ୍ତେ ଜାଣିଥାନ୍ତି । ମାତ୍ର ବର୍ତ୍ତମାନ ଏହାକୁ ନେଇ ଏଭଳି ଭାବରେ ଯୁବାପିଢୀ ମାନେ ଅ-ପ-ରା-ଧି-କ କାର୍ଯ୍ୟ କଳାପ ଭି-ଆ-ଇ-ବା-ରେ ଲାଗିଛନ୍ତି ତାହା ଧାରାଣ ର ବାହାରେ । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ପ୍ରେମ କାହାଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ । ଏଭଳି ଏକ ସୂଚନା ମି-ଡି-ଆ କୁ ମିଳିଅଛି । ୪ ମାସ ତଳେ ଉଭୟ ପ୍ରେମୀ ଯୁଗଳ ଫେ-ସ-ବୁ-କ ରେ ଦେଖା ସାକ୍ଷାତ ହୋଇଥିଲେ ।

ଏହା ପରେ ୪ ମାସ ପ୍ରେମକୁ ବିତିଯାଇଥିବା ବେଳେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ମାତ୍ର ଏହି ବିବାହ ହେଲା ଝିଅ ପାଇଁ କା-ଳ । ସୂଚନା ଅନୁଯାଇ ଝିଅଟି ମି-ଡି-ଆ ଆଗରେ କହିଛନ୍ତି, ଆମେ  ୪ ମାସ ହେବ ଭଲପାଇକି ସାଧାରଣ ଭାବରେ ବିବାହ କରି ନୂଆ ବଜାରରେ ରହିଥିଲୁ । ମୋ ପାଖରେ ସମସ୍ତ ଫଟୋ ମଧ୍ୟ ଅଛି । ଆମ୍ଭର ରିଲେଶନସିପ ମଧ୍ୟ ଅଛି । ମାତ୍ର ବର୍ତ୍ତମାନ ସେ କହୁଛନ୍ତି ଯେ ସେ କୋ-ର୍ଟ ମ୍ୟା-ରେ-ଜ କରିବେନି । ଘରର ଯୌ-ତୁ-କ ଦିଆ ନିଆ ହେଲେ କୌ-ର୍ଟ ମ୍ୟା-ରେ-ଜ କରିବେ ବୋଲି କହିଛନ୍ତି ଯୁବକ ଜଣକ ।

ଝିଅଟି କହିଛନ୍ତି ଯେ ଆମ୍ଭ ଘରେ ଯୌ-ତୁ-କ ଦେବାକୁ ରାଜି ହେବେ ନାହିଁ ଯେହେତୁ ମୁଁ ଘରୁ ପଳେଈ ଆସିଛି ତଥା ପ୍ରେମ ବିବାହ କରିଛି ସେଥିପାଇଁ ଆମ୍ଭ ଘରେ କେହି ରାଜି ହେବେ ନାହିଁ । ଯୁବତୀ ଜଣଙ୍କ କହିଛନ୍ତି ତାଙ୍କ ଘରର ଝିଅ ମଧ୍ୟ ଯଦି ଏଭଳି ୨ ଦିନ ନିମନ୍ତେ ପଳେଇବ ତାଙ୍କ ମା ବାପ ମଧ୍ୟ ଶା-ବ-ଳ ପକାଇ ମା-ରି-ଦେ-ବେ ତେବେ ମୋ ବାପା ମା କିଭଳି ଗ୍ରହଣ କରିବେ ଏ ସବୁ ? ଝିଅଟିର ଘର ଓଲ୍ଡ ଟାଉନ ବୋଲି ସେ କହିଛନ୍ତି । ଘରୁ ପଳେଈ ଆସିବା ପରେ ନୂଆ ବଜାର ବିଦ୍ୟାଧରପୁର ରେ ରହିଥିଲୁ ।

ଯୁବକ ଜଣକ ଙ୍କ ନାମ ରତିକାନ୍ତ ବେହେରା ବୋଲି ସେ କହିଛନ୍ତି । ସେ ରୁଚି କମ୍ପାନୀ ରେ କାମ କରୁଥିଲେ । ମାତ୍ର ଯୁବତୀ ଜଣକ ଆଜି ଯାଇ ସେଠାରେ ପହଞ୍ଚିଲା ବେଳକୁ ସେ ସେଠାରୁ ଫେ-ରା-ର ହୋଇ ଓଲଟା ଯୁବତୀଙ୍କୁ ଧ-ମ-କ ଦେଇଛନ୍ତି ଯେ, ମୁଁ ତତେ ବାହା ହେବି ନାହିଁ, ତୋର ମ-ରି-ବା-ର ଅଛି ମ-ରି-ଯା, କିନ୍ତୁ କୋ-ର୍ଟ ମ୍ୟା-ରେ-ଜ କରିବି ନାହିଁ ।

ବର୍ତ୍ତମାନ ଯୁବତୀ ଜଣକ କହିଛନ୍ତି ଯେ ପୋଲିସ ଷ୍ଟେ-ସ-ନ କୁ ଗଲେ ସେମାନେ ମତେ ଏଠାକୁ ଜା ସେଠାକୁ ଜା କହୁଛନ୍ତି । ମୁଁ ଚାହୁଁଛି ଯେ ମୋତେ ନ୍ୟାୟ ମିଳୁ । ବନ୍ଧୁଗଣ ଆପଣ ମାନଙ୍କ ମତରେ ଏଭଳି ଘରୁ ବାପା ମା ଙ୍କୁ ଛାଡି ୪ ମାସର ପ୍ରେମ ପଛରେ ଧାଇଁବା କେତେ ଦୂରେ ସଠିକ ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *