ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ଯଦି ମନ୍ତ୍ରୀ ନବ ଦାସ ବଞ୍ଚିଯାଇଥାନ୍ତେ । ତେବେ ମୁଁ ହିଁ ନିହାତି ଭାବରେ ମ-ରି-ଯାଇଥାନ୍ତି । ତେବେ ଏପରି କିଛି ବୟାନ ବହିସ୍କୃତ ପୋଲିସ କର୍ମଚାରୀ ଗୋପାଳ ଦାସଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଗତ ୪ ମାସ ଧରି ନିଜ ଡ୍ଯୁଟିରୁ ଗୋପାଳ ଦାସ ଛୁଟି ନେଇନଥିଲା । ତେବେ ସେହି ସମୟ ଅବଧି ମଧ୍ୟରେ ନିଜ ରାଗକୁ କିପରି ଭାବରେ ମନ୍ତ୍ରୀ ଉପରେ ସାରିବ ସେହି ଦିନକୁ ଅପେକ୍ଷା କରିଥିଲା ।

ଯଦିଓ ଗୋପାଳ ଦାସର ମନ୍ତ୍ରୀ ନବ ଦାସ ସାଙ୍ଗରେ ସେପରି କିଛି ବ୍ୟକ୍ତିଗତ ଶତ୍ରୁତା ନଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କୁ କିନ୍ତୁ ଜମାରୁ ମଧ୍ୟ ଗୋପାଳ ଦାସ ଭଲ ପାଉନଥିଲା । ତେବେ ଗୋପାଳ ଦାସ ଆଗରେ ମନ୍ତ୍ରୀ ଜଣେ ବହୁତ ହିଂ-ଇ-ସ୍ର ପ୍ରକୃତିର ଲୋକ ଥିଲା ବୋଲି ସେ ଭାବୁଥିଲା । କାରଣ ଗୋପାଳର ଗତ ବୟାନ ଅନୁଯାଇ ମନ୍ତ୍ରୀ ଲୋକ ମାନଙ୍କୁ ଡ-ର-ଆଇ ଧ-ମକ-ଆଇ ରଖୁଥିଲା ।
ସବୁ ଲୋକଙ୍କ ମନରେ ଭୟ ସୃଷ୍ଟି କରି ନିଜ ଏରିଆରେ ରାଜ କରିବାକୁ ସବୁବେଳେ ଚେଷ୍ଟା କରୁଥିଲା । ତେବେ ମନ୍ତ୍ରୀ ଉପରେ ଗୋପାଳ ରଖିଥିବା ରାଗ ପାଇଁ ଗୋପାଳ ନିଜ ସର୍ଭିସରି-ବଲ-ବଲ ସାହାଜ୍ଯରେ ପ୍ରତିଶୋଧ ନେବ ବୋଲି ଅନାଇ ବସିଥିଲା । ତେବେ ସେପରି ଏକ ଦିନର ସୁଯୋଗରେ ହିଁ କେବଳ ଗୋପାଳ ଥିଲା ।
ଯେପରି ସଠିକ ସ୍ଥାନରେ ପୁରା ପାଖ ରେଞ୍ଜରୁ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ guleemada କରିପାରିବ । ତେବେ ସେହି ଦିନ ଆସି ଯେଉଁ ଦିନ ପହଞ୍ଚିଥିଲା । ତେବେ ଗୋପାଳ ଦାସ ଅତି କ୍ଳୋଜ ରେଞ୍ଜରୁ ମନ୍ତ୍ରୀ ନବ ଦାସଙ୍କୁ gulee mada କରିଥିଲା । କାରଣ ଯଦି ମନ୍ତ୍ରୀଙ୍କୁ କ୍ଳୋଜ ରେଞ୍ଜରୁ gulee mada କରିପାରିନଥାନ୍ତା । ତେବେ ହୁଏତ ମନ୍ତ୍ରୀ ନବ ଦାସ ବଞ୍ଚିଯାଇଥାନ୍ତେ ।

ତେବେ ମନ୍ତ୍ରୀ ବଞ୍ଚିଯାଇଥିଲେ । ମନ୍ତ୍ରୀ ନବ ଦାସଙ୍କ ସମର୍ଥକ ମାନେ ଦରକାର ପଡିଥିଲେ । ରାଗ ରଖି ଗୋପାଳ ଦାସ ଜୀବନକୁ ବିପଦରେ ହୁଏତ ବିପଦରେ ପକାଇଦେଇଥାନ୍ତେ । ତେବେ ଏପରି କିଛି ଭାବି ମନ୍ତ୍ରୀ ନବ ଦାସଙ୍କୁ gulee mada କରିବା ପାଇଁ ଉପଯୁକ୍ତ ଦିନକୁ ହିଁ ଗୋପାଳ ଦାସ ଅନାଇ ଅନାଇ ସର୍ବଶେଷରେ ସେହି ଦିନ ଆସିଥିଲା ଯେଉଁ ଦିନ guleeକାଣ୍ଡ ଘଟିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

