ପବ୍ଲିସିଟି ପାଇବା ପାଇଁ Bollywood ର ଏହି 4 ଜଣ ହିରୋଇନ ନିର୍ଲଜତାର ସବୁ ସୀମା ଟପିଗଲେ, ଖୋଲି ଦେଖେଇ ଦେଲେ ସବୁ କିଛି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ପୂର୍ବରୁ ବଲିଉଡରେ ଅଭିନେତ୍ରୀ ମାନଙ୍କର ଅଭିନୟକୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା । ହେଲେ ବର୍ତ୍ତମାନର ସମୟରେ ଅଭିନେତ୍ରୀ ମାନକଙ୍କ ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଚର୍ଚାରେ ରହିବା ପାଇଁ ଅଭିନେତ୍ରୀ ମାନେ ନିଜ ଲୁକ୍ ଓ ନିଜ ଡ୍ରେସିଙ୍ଗ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ ବନ୍ଧୁଗଣ ନିଜ ଡ୍ରେସ ପାଇଁ କିଛି ଅଭିନେତ୍ରୀ ମାନଙ୍କୁ ଲଜ୍ୟାର ଶିକାର ହେବାକୁ ପଡିଛି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଡ୍ରେସ ପାଇଁ ଲଜ୍ଜିତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଅନୁସ୍କା ଶର୍ମା । ଅନୁସ୍କା ବର୍ତ୍ତମାନ ନିଜ ପ୍ରେଗ୍ନେନ୍ସି ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ହେଲେ ବନ୍ଧୁଗଣ ଅନୁସ୍କା ଥରେ ନିଜ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇଥିଲେ । ଅନୁସ୍କା ଏୟାର ପୋର୍ଟରୁ ଆସୁଥିବା ସମୟରେ ଏକ ହଳଦିଆ ରଙ୍ଗର ସାର୍ଟ ଓ ଜିନ୍ସ ପ୍ଯାଣ୍ଟ ପିନ୍ଧିଥିଲେ । କିନ୍ତୁ ପବନ ହେବାରୁ ଅନୁସ୍କାଙ୍କ ସାର୍ଟ ଉଡିଯାଇଥିଲା ଯାହାଫଳରେ ତାଙ୍କ କ୍ଲିଭେଜ କ୍ଲିଅର ନଜର ଆସିଥିଲା । ସେହି ସମୟରେ ଅନୁସ୍କାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।


ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ସୋସିଆଲ ମିଡିଆରେ ପ୍ରିୟାଙ୍କା ଅଧିକାଂଶ ସମୟ ନିଜ ଲୁକ୍ ପାଇଁ ଚର୍ଚାରେ ରୁହନ୍ତି । ହେଲେ ନିଜ ଡ୍ରେସିଙ୍ଗ ଷ୍ଟାଇଲ ପାଇଁ ପ୍ରିୟାଙ୍କାଙ୍କୁ ବହୁତ ଥର ଲଜ୍ଜିତ ହେବାକୁ ପଡିଛି । ଏହି କିଛି ଦିନ ତଳେ ଏକ ଇଭେଣ୍ଟରେ ପ୍ରିୟାଙ୍କା ନିଜ ସ୍ଵାମୀ ନିକ ଜୋନଙ୍କ ସହ ନଜର ଆସିଥିଲେ । ସେହି ସ୍ଥାନରେ ପ୍ରିୟଙ୍କା ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ । ହେଲେ ବନ୍ଧୁଗଣ ସେହି ଡ୍ରେସରେ ପ୍ରିୟାଙ୍କାଙ୍କ ଇନରୱେର କ୍ଲିଅର ନଜର ଆସୁଥିଲା, ଯାହାଫଳରେ ପ୍ରିୟାଙ୍କାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ଜ୍ୟାକଲିନ ଫର୍ନାଣ୍ଡିଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଜ୍ୟାକଲିନ ଫର୍ନାଣ୍ଡିଜ । ଗୋଟେ ଇଭେଣ୍ଟ କାରଣରୁ ଜ୍ୟାକଲିନଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା । ଏହି ଇଭେଣ୍ଟରେ ଜ୍ୟାକଲିନ ଏକ ଗଛରେ ପାଣି ଦଉଥିବା ସମୟରେ ତାଙ୍କ କ୍ଲିଭେଜ କ୍ଲିଅର ନଜର ଆସୁଥିଲା, ଯେଉଁଥି ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ । ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆ’ର ଏକ ଇଭେଣ୍ଟରେ ଆଲିୟା ଏକ ଚୁଡିଦାର ଗାଉନ ପିନ୍ଧି ଆସିଥିଲେ । ସେହି ସମୟରେ ବରୁନ ତାଙ୍କୁ ହାତରେ ଉଠାଇ ଦେଇଥିଲେ ଯାହାଫଳରେ ତାଙ୍କର ଇନରୱେର କ୍ଲିଅର ନଜର ଆସିଥିଲେ ଓ ସେ ଲଜ୍ଜିତ ହୋଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *