ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ର ଗାୟତ୍ରୀ ରିଅଲ ଲାଇଫ ରେ ଅଟନ୍ତି ବହୁତ ହଟ ଆଉ ଷ୍ଟାଇଲିସ, ଫଟୋ ଦେଖିଲେ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ଶାଶୁ ଙ୍କ ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବର୍ତ୍ତମାନ ବହୁତ ଷ୍ଟାଇଲିସ ହୋଇ ସାରିଛନ୍ତି। ଟିଭି ସିରିଆଲ ର ପରଦା ରେ ସର୍ବଗୁଣସମ୍ପନ୍ନ ଏବଂ ଗୁଣୀ ଦେଖା ଯାଉଥିବା ଏହି ଶାଶୁ ମାନେ ରିଅଲ ଲାଇଫ ରେ ବହୁତ ବୋଲ୍ଡ ଏବଂ ଷ୍ଟାଇଲିସ ଅଟନ୍ତି। ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ସେହି ଶାଶୁ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା’ ରେ ଅକ୍ସରା ର ଶାଶୁ ଭୂମିକା ରେ ‘ଗାୟତ୍ରୀ’ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ।

ତେବେ ବନ୍ଧୁଗଣ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ।ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ବହୁତ ହିଁ ଷ୍ଟାଇଲିସ ଅଟନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ।

ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ‘ଗାୟତ୍ରୀ’ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି ‘ସୋନାଲି ବର୍ମା’।ଟିଭି ସିରିଆଲ ରେ ଏହି ଅଭିନେତ୍ରୀ ଜଣଙ୍କୁ ଗୁଣୀ ଏବଂ ସଂସ୍କାରୀ ରୂପରେ ଦେଖିବାକୁ ମିଳିଥିଲା। କିନ୍ତୁ ରିଅଲ ଲାଇଫ ରେ ଏହି ଅଭିନେତ୍ରୀ ବହୁତ ଅଧିଲ ଷ୍ଟାଇଲିସ ଅଟନ୍ତି। ଆପଣ ମାନେ ଏହି ଅଭିନେତ୍ରୀ ଙ୍କ କେବଳ ସଂସ୍କାରୀ ଅନ୍ଦାଜ କୁ ଦେଖିଥିବେ। କିନ୍ତୁ ରିଅଲ ଲାଇଫ ରେ ଏହି ଅଭିନେତ୍ରୀ ଙ୍କ ଅନ୍ଦାଜ ସମସ୍ତଙ୍କ ଠାରୁ ଖାସ ଏବଂ ଭିନ୍ନ ଅଟେ।

ଅଭିନେତ୍ରୀ ସୋନାଲି ବର୍ମା ଙ୍କ ଜନ୍ମ ୧୯୮୯ ମସିହାରେ ଏକ ସାଧାରଣ ପରିବାର ରେ ହୋଇଥିଲା। ଏହି ଅଭିନେତ୍ରୀ ୟୁନିଭର୍ସିଟି ରେ ନିଜର ପାଠପଢା ପୂରଣ କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ନିଜ କ୍ୟାରିଅର ର ଆରମ୍ଭ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରୁ ଆରମ୍ଭ କରିଥିଲେ। ଏହି ସିରିଆଲ ରେ ସେ ଗାୟତ୍ରୀ ନାମକ ଚରିତ୍ରରେ ନାୟିକା ଅକ୍ସରା ର ଶାଶୁ ଙ୍କ ଭୂମିକା ରେ ଅଭିନୟ କରିଥିଲେ।

ଦର୍ଶକ ମାନେ ତାଙ୍କ ଅଭିନୟ କୁ ଖୁବ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। କିନ୍ତୁ ହଠାତ ଏହି ଅଭିନେତ୍ରୀ ସିରିଆଲ ରେ ଅଭିନୟ କରିବା ଛାଡ଼ି ଦେଇଥିଲେ ଏବଂ ପରେ ତାଙ୍କୁ ଏହି ସିରିଆଲ ରେ ଦେଖିବାକୁ ମିଳିନଥିଲା।

ବର୍ତ୍ତମାନ ଏହି ଅଭିନେତ୍ରୀ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି। ଏହି ଅଭିନେତ୍ରୀ ଜଣେ ପ୍ରସିଦ୍ଧ ନିଉଜ ଆଙ୍କର ମଧ୍ୟ ରହି ସାରିଛନ୍ତି।ଅଭିନେତ୍ରୀ ସୋନାଲି ବର୍ମା ‘ସଚ୍ଚିନ ସଚଦେବା’ ଙ୍କୁ ବିବାହ କରିଛନ୍ତି। ତେବେ ବନ୍ଧୁଗଣ ଏହାଥିଲା ‘ଗାୟତ୍ରୀ ସିଂହାନୀୟା’ ଅର୍ଥାତ ଅଭିନେତ୍ରୀ ‘ସୋନାଲି ବର୍ମା’ ଙ୍କ ରିଅଲ ଲାଇଫ ଷ୍ଟାଇଲ ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ସୋନାଲି ଙ୍କ ଆକଟିଂ କେମିତି ଲାଗେ ଆମକୁ ମମେଣ୍ଟ କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *