ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଲେଶ୍ଵରରେ ଦବଙ୍ଗ ଅଫିସର । ଦବଙ୍ଗ ଅଫିସର ସାଜିଲେ ବାଲେଶ୍ଵର ଉପ ଜିଲ୍ଲାପାଳ କୁନାଲ ମୋତିରାମ । ମାଡ ଖାଇଲେ ହେଲେ ମାଫିଆଙ୍କୁ ଛାଡିଲେ ନାହିଁ । ତେବେ ସୂଚନା ମୁତାବକ ଚୋରା ବାଲି ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ । ସୁଦ୍ଧା ବାଲି ମାଫିଆ ମାନେ କାହାକୁ ଖାତିର ନକରି ବାରମ୍ବାର ଏପରି ବାଲି ଚୋରା ଚାଲାଣ କରିଥିଲେ । ତେବେ ଏହି କାର୍ଯ୍ୟ ପ୍ରଶାସନ ହାତକୁ ନେଇଥିଲା ।

ତେବେ ଏହାର ମୁଖ୍ୟ ନେତୃତ୍ଵ ନେଇଥିଲେ ବାଲେଶ୍ଵର ଜିଲ୍ଲାର ସବ କଲେକ୍ଟର । ତେବେ ଘଟଣା ଉପରେ ଦିନ ରାତି ସବ କଲେକ୍ଟର ନିଜର ସହକର୍ମୀଙ୍କୁ ନେଇ ଚଢାଉ କରୁଥିଲେ । ତେବେ ଏହି କଥାର ରାଗ ରଖି ବାଲି ମାଫିଆ ମାନେ ସବ କଲେକ୍ଟର କୁନାଲ ମୋତିରାମଙ୍କ ଉପରେ ରାଗ ରଖିଥିଲେ । ତେବେ ପ୍ରତିଶୋଧ ନେବା ପାଇଁ ଯାଇ ସବ କଲେକ୍ଟରଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣକୁ ଖାତିର ନକରି ୨୪ ଘଣ୍ଟା ମଧ୍ୟରେ କରିଥିଲେ ଖେଳ ।
ତେବେ ନିଜର ଦବଙ୍ଗ ଷ୍ଟାଇଲରେ ବାଲେଶ୍ଵର ସବ କଲେକ୍ଟର ବାଲି ମାଫିଆ ମାନଙ୍କ ଉପରେ ନିଜର ଟିମକୁ ନେଇ ଘଟଣା ସ୍ତଳରେ ଚଢାଉ କରିଥିଲେ । ତେବେ ବେଆଇନ ବାଲି କାରବାରକୁ କଡାକଡି ରୋକିବାକୁ ବହୁ ଉଦ୍ୟମ କରିଛନ୍ତି ପ୍ରଶାସନ । ଏହା ସହିତ ଘଟଣାର ସ୍ଥଳେ ସ୍ଥଳେ ରେଡ ଫ୍ଲାଗ ମଧ୍ୟ ମରାଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି । ତେବେ ବାଲି ମାଫିଆ ମାନଙ୍କର ଯେଉଁଠି ଇଟା ଭାଟି କରଯାଇଥିଲା ।
ସେଠାକୁ ପ୍ରସାଶନର ଟିମ ସହିତ ବାଲେଶ୍ଵର ସବ କଲେକ୍ଟର ଯାଇ ଯାଇ ଚଢାଉ ତ କରିଥିଲେ । ଏହା ସହିତ ସେଠାରେ ଥିବା ତାଙ୍କର ଇଟା ଭାଟିକୁ ମଧ୍ୟ ବୁଲ୍ଦୋଜର ଲଗାଇ ଭାଙ୍ଗିକି କିଛି ସମୟ ମଧ୍ୟରେ ଧରାଶାୟୀ କରିଦେଇଥିଲେ । ତେବେ ବାଲେଶ୍ଵର ଉପ ଜିଲ୍ଲାପାଳଙ୍କ ଉପରେ ବାଲି ଚୋରା କାରବାର କରୁଥିବା ବାଲି ମାଫିଆ ମାନେ ନିଜର ସ୍ଵାର୍ଥ ପାଇଁ ଆଟାକ କରିଥିଲେ ।

ହେଲେ ଏହି ଆକ୍ରମଣରେ ନିଜକୁ ଭୟଭୀତ ନକରି ଆକ୍ରମଣର ୨୪ ଘଣ୍ଟା ମଧ୍ୟରେ ସିଂହ ଭଳିଅ ବାଲେଶ୍ଵର ସବ କଲେକ୍ଟର କୁନାଲ କୋତିରାମ ବାଲି ମାଫିଆ ମାନଙ୍କୁ ଉପଯୁକ୍ତ ଶାସ୍ତି ଦେଇଥିଲେ । ଯାହାକି ତାଙ୍କ ଇଟା ଭାଟିକୁ ଭାଙ୍ଗିବା ସହ ଚୋରା ବାଲି କାରବାର ଉପରେ କଡା କାର୍ଜ୍ୟନୁଷ୍ଠାନ ମଧ୍ୟ ନେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

