ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ମାନେ ଦୁନିଆର ସମସ୍ତ ଘଟଣା ଗୁଡିକ ବିଷୟରେ ଜାଣି ପାରିବେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ୬ ବର୍ଷର ଛୁଆ ବିବାହ କରିବା ପାଇଁ ନିଜ ମାକୁ କହୁଛି ।
ଏହି ଭିଡିଓକୁ ଦେଖି ସମସ୍ତ ଲୋକ ବହୁତ ହସୁ ଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମଜାଦାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ ଏକ ୬ ବର୍ଷର ଶିଶୁ ବିବାହ କରିବା ପାଇଁ ନିଜ ମାକୁ କହୁଛି । ସେହି ଶିଶୁର ମା ଏହି ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଛନ୍ତି । ଯେତେବେଳେ ମା ପଚାରୁଛନ୍ତି ଯେ, କଣ ପାଇଁ ତୁ ବିବାହ କରିବାକୁ ଚାହୁଁଛୁ ?
ସେତେବେଳେ ଶିଶୁଟି ତାର ମାକୁ କହୁଛି, ତମେ ଦିନ ସାରା ବହୁତ କାମ କରୁଛ ଯଦି ମୋର ବାହାଘର କରିଦେବ ତା ହେଲେ ମୋ ସ୍ତ୍ରୀ ଏହି ଘରର ସମସ୍ତ କାମ କରିଦେବ । ଏହା ପରେ ଆଗକୁ ଛୁଆଟି କହୁଛି, ଆମ ଘରେ କେବଳ ଆମେ ତିନି ଜଣ ଅଛୁ ବାପା, ତମେ ଆଉ ମୁ । ସେଥିପାଇଁ ଆମେ ଲୁଚକାଳି ଖେଳିପାରୁ ନାହୁଁ ।
ଯଦି ସେ ଆସିବ ତା ହେଲେ ଆମେ ଚାରି ଜଣ ହୋଇଯିବୁ ଯାହାଫଳରେ ଆମେ ଆରମ ସେ ସବୁ ଖେଳ ଖେଳିପାରିବା । ଏହାପରେ ମା କହୁଛନ୍ତି, ସେ ତ ତୋ ବୟସର ଥିବ ମାନେ ଛୋଟ ଥିବ ତା ହେଲେ ସେ କେମିତି ଘର କାମ କରିବ ?, ଏହା ସୂନୀ ଛୁଆଟି କହୁଛି- ସେ କରିଦେବ ।
ଛୁଆଟିର ଏହି କଥା ଶୁଣିବା ପରେ ତାର ମା ତାକୁ ପଚାରୁଛି ତୁ ନିଜ ପାଇଁ କାହାକୁ ବାଛିଛୁ କି ?, ଏହାପରେ ଛୁଆଟି ତାର ଦୁଇଟି ସମ୍ପର୍କୀୟ ବଡ ଭଉଣୀ ମାନଙ୍କର ନାମ କହୁଛି ଓ ସେ ତାଙ୍କ ସହିତ କେମିତି ରହିବ ତାହା ବିଷୟରେ ମଧ୍ୟ ବର୍ଣ୍ଣନା କରି କହୁଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ମଜାଦାର ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ ଉପଭୋଗ କରୁଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓ ଟି କିପରି ଲାଗିଲା ଆମକୁ କମେନ୍ଟ କରନ୍ତୁ, ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ