CBI ଆସିବା ମାତ୍ରେ ହେଲା ସବୁଠାରୁ ବଡ ଖୁଲାସା, ‘D’ ର ପ୍ରଫେସନାଲ କରିଛନ୍ତି ସବୁକିଛି

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସ ତଦନ୍ତକୁ ନେଇ ବହୁତ ସମସ୍ଯା ଦେଖା ଦେଇଥିଲା । ହେଲେ ବର୍ତ୍ତମାନ ଠାରୁ ସିବିଆଇ ଏହି କେସର ତଦନ୍ତ କରିବାକୁ ଯାଉଛି । ମୁମ୍ବାଇ ପୋଲିସଙ୍କ ମତରେ ସୁଶାନ୍ତ ନିଜ ଇଛା ଅନୁସାରେ ଆତ୍ମହତ୍ୟା କରିଥିଲେ ହେଲେ ସିବିଆଇ ଏହାର ସତ ବର୍ତ୍ତମାନ ସାମ୍ନାକୁ ଆଣିବାକୁ ଯାଉଛି ଓ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାକୁ ଯାଉଛି । କାରଣ ସୁଶାନ୍ତଙ୍କ ପରିବାର ଲୋକ ଓ ତାଙ୍କ ଫ୍ୟାନ୍ସ ମାନେ ଏହା ମାନୁ ନାହାନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିଥିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ସୁଶାନ୍ତ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଥିଲେ । ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ୧୪ ଜୁନ ୨୦୨୦ରେ ହୋଇଥିଲା । ଏହି ଖବର ବିଷୟରେ ଶୁଣି ସମସ୍ତ ଭାରତ ବାସି ଦୁଃଖ ଅନୁଭବ କରିଥିଲେ । ଏହା ପରେ ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ କରିଥିଲେ ମୁମ୍ବାଇ ପୋଲିସ ।

ଖବର ଅନୁସାରେ ଜଣା ପଡିଛି ଯେ, ମୁମ୍ବାଇ ପୋଲିସ ଏହି କେସକୁ ପ୍ରଥମରୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସୁଶାନ୍ତଙ୍କ ପରିବାର ଲୋକ ଓ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାନି ନଥିଲେ । ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ ସୁଶାନ୍ତଙ୍କ ହତ୍ୟା କରା ଯାଇଛି । ସୁଶାନ୍ତଙ୍କ କେସକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଡ ବଡ ଖୁଲସା ସାମ୍ନାକୁ ଆସିଛି । ହେଲେ ବର୍ତ୍ତମାନ ପରଠାରୁ ଏହି କେସର ତଦନ୍ତ ସିବିଆଇ କରିବାକୁ ଯାଉଛି ।

ସୁଶାନ୍ତଙ୍କ କେସରେ ଫସି ଯାଇଛନ୍ତି ରିୟା । ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ କେସରେ ପୁଣି ଏକ ନୂଆ ଖୁଲାସା ହୋଇଛି । ବନ୍ଧୁଗଣ ତାହା ହେଉଛି ଅଫିସର MK ଶୁଦ ଏହି କେସ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି । MK ଶୁଦ ରିୟାଙ୍କ ସହିତ କେତେକ ବଲିଉଡ ଷ୍ଟାରଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି । ଏହି ବଲିଉଡ ଷ୍ଟାର ମାନଙ୍କ ମଧ୍ୟରେ ତିନିଜଣ ଖାନ ମଧ୍ୟ ସାମିଲ ଅଛନ୍ତି ।

MK ଶୁଦଙ୍କ ମତରେ, ସୁଶାନ୍ତଙ୍କ ହତ୍ୟା କରିବା ପାଇଁ ବହୁତ ବଡ ଲେବଲର ପ୍ଲାନିଂ ହୋଇଛି । ଏହି ହତ୍ୟାରେ ଦାଉତର ହାତ ଥିବାର ଜଣା ପଡିଛି । ଯାହାଦ୍ୱାରା ଆରୋପି ଏତେ ଦିନ ପର୍ଯ୍ୟନ୍ତ ଧରା ଯାଇ ନାହିଁ । ଏହି ହତ୍ୟା ପାଇଁ ଦୁବାଇରୁ ଦାଉତଙ୍କର ପ୍ରଫେସନାଲ ମାନଙ୍କୁ ମଧ୍ୟ ହାୟର କରା ହୋଇଥିଲା । କାରଣ ବଲିଉଡରେ କାମ କରୁଥିବା କୌଣସି ଲୋକ ନିଜ ହାତରେ ଏହି ହତ୍ୟା କରିନଥିବ, ହତ୍ୟା ପାଇଁ ବହୁତ ବଡ ପ୍ଲାନିଂ କରାଯାଇଛି ।

୧୩ ଜୁନରେ ସୁଶାନ୍ତଙ୍କ ହତ୍ୟା କରା ଯାଇଥିଲା ଓ ୧୪ ଜୁନକୁ କେବଳ କାହାଣୀ ସମସ୍ତଙ୍କୁ କୁହାଯାଇଥିଲା । ଖବର ଅନୁସାରେ ଜଣା ପଡିଛି ଯେ ଏହି ସମସ୍ତ କେସ ପଛରେ କେବଳ ରିୟା ଚକ୍ରବର୍ତୀ ଅଛନ୍ତି । ବର୍ତ୍ତମାନ ରିୟାଙ୍କୁ ସିବିଆଇ ଟାର୍ଗେଟ କରିଛି ଓ ବହୁତ ଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ମିଳିବାର ମଧ୍ୟ ସିବିଆଇ ଆଶ୍ଵାସନା ଦେଇଛି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *