ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଅ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଅ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଅ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ଜଣେ ବାଦାମ ବିକାଳିଙ୍କ ସହ ଜଣେ ଆଇପିଏସ ଅଫିସର କଥା ବାର୍ତ୍ତା ହେବାର ନଜର ଆସୁଛନ୍ତି । ପ୍ରଥମେ ଆଇପିଏସ ଅଫିସର ଜଣକ ବାଦାମ ବିକାଳିଙ୍କ ପାଖକୁ ଯାଇ ବାଦାମ ମାଗୁଛନ୍ତି ସେହି ସମୟରେ ବାଦାମ ବିକାଳି କହୁଛନ୍ତି ଆପଣ ମୋ ଦୋକାନର ଚାଲାଣ କାଟିଦେବେ ନାହିଁ ତ ।
ସେହି ସମୟରେ ଆଇପିଏସ ଅଫିସର କହୁଛନ୍ତି ନାହିଁ ବନ୍ଧୁ ଚାଲାଣ କାହିଁକି କାଟିବି । ମୁ କଣ ତମ ପାଖରୁ ବାଦାମ ଖାଇପାରିବି ନାହିଁ । ପୋଲିସ ବାବୁଙ୍କୁ ଦେଖି ଚମକି ପଡିଥିଲେ ଏହି ରାସ୍ତା କଦରେ ବାଦାମ ବିକୁ ଥିବା ଯୁବକ ଜଣକ । ଭାବିଲେ ଚାଲାଣ କଟିବ କି କାରଣ ସାମ୍ନାରେ ଥିଲେ ଆଡିସନାଲ ପୋଲିସ କମିଶନର । ହେଲେ ଏପରି କିଛି ଘଟଣା ଘଟିଲା ଯାହାକୁ ବିଶ୍ଵାସ କରିପାରୁ ନଥିଲେ ଯୁବକ ।
ଯୁବକ ଜଣକ ଭିତରୁ ଭିତରୁ ଭୟ କରୁଥିଲେ ବି ଆଇପିଏସ ଅଫିସର ଜଣକ ଏପରି କିଛି କଥା କହିଲେ ଯାହା ଯୁବକଙ୍କ ଭୟକୁ କ୍ଷଣକେ ଦୂରେଇ ଦେଲା । ଏହି ଦୁଇଜଣଙ୍କ କଥା ବାର୍ତ୍ତା କିଛି ଏପରି ଥିଲା ଯାହା ସାରା ଦେଶବାସୀଙ୍କ ମନକୁ ଛୁଇଁ ଗଲା । ଏହି ଭିଡିଓ ଏବେ ବେସ ଭାଇରାଲ ହେବା ପରେ ଆଇପିଏସ ବାବୁଙ୍କୁ ମିଳୁଛି ଅଜସ୍ର ପ୍ରଶଂସା ଅ ଆଶୀର୍ବାଦ । ବନ୍ଧୁଗଣ ଏହି ଆଇପିଏସ ଜଣକ ହେଉଛି ସୁବାସ ଦୁବେ ବାରଣାସୀର ଆଡିସନାଲ କମିଶନର ।
ସେ ସନ୍ଧ୍ୟା ସମୟରେ କାଶୀର ରାସ୍ତା କଦରେ ବାଦାମ ବିକୁ ଥିବା ଯୁବକଙ୍କ ପାଖରେ ପହଞ୍ଚି ଥିଲେ । ଏହା ପରେ ଯାହା ହେଲା ଆପଣ ମାନେ ଦେଖି ପାରୁଥିବେ । ବେପାର ଠାରୁ ଆରମ୍ଭ କରି ନାଁ ଗାଁ ଠିକଣା ସବୁ କିଛି ପଚାରିଥିଲେ ଆଇପିଏସ ଅଧିକାରୀ । ଏହା ପରେ ଯୁବକ ଜଣକ ମାସ୍କ ପିନ୍ଧି ନଥିବାରୁ ମାସ୍କ ବିଷୟରେ ବି ପଚାରିଥିଲେ ଆଉ ନିଜେ ଗୋଟେ ମାସ୍କ ପିନ୍ଧିବା ସହ ଯୁବକ ଜଣଙ୍କୁ ମାସ୍କ ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।